ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବହୁତ ସମୟରେ ବହୁତ ଲୋକ ମାନେ ଏମିତି ଭାବନ୍ତି କି ସ୍ତ୍ରୀ ମୋର ଭର୍ଜିନ୍ ନାହିଁ ତ ମୁଁ କଣ କରିବି । ଆମେ ଜାଣିଛୁ ଆପଣ ମାନେ କେବେ ନା କେବେ ଏମିତି କିଛି ଭାବି ଥିବ । ବନ୍ଧୁ ମାନଙ୍କ ସହିତ ଆପଣ ମାନେ ଏମିତି କଥା ହୁଅନ୍ତି କି ଆପଣ ମାନେ ଚତୁର୍ଥି ରାତିରେ ସ୍ତ୍ରୀ ର ବ୍ଲିଡିଂ ହେଲା ନାହିଁ । ତେବେ ଆପଣ ମାନେ କଣ କରିବେ । ମାନେ ଯଦି ସିଲ୍ ଖୋଲା ହୋଇ ଥିବ ତେବେ ଆପଣ କଣ କରିବେ ।
ତେବେ ଏଠାରେ ଜିଏ ଜାହାର ପୟଣ୍ଟ କୁ ରଖିବା ମାନି ନିଅ କି ଆପଣ ମାନେ ନିଜ ବାପା ମାଆ ଙ୍କ କଥା ରେ ଆରେଞ ମେରେଜ୍ କରିଲ । ଏବଂ ମେରେଜ୍ ର 4 ରୁ 5 ଦିନ ଆଗରୁ ଆପଣ ତାଙ୍କୁ ଜାଣନ୍ତି । ପରେ ଫାଷ୍ଟ ନାଇଟ୍ ରେ ବ୍ଲିଡିଂ ହେଲା ନାହିଁ । ତେବେ ସେଠାରେ ଭାବ କି ସେହି ଝିଅ ଭର୍ଜିନ୍ ନାହିଁ । ମାନେ ଆଗରୁ କାହା ସହିତ ରିଲେସନ ରେ ରହିଛି । ଏମିତି ରେ ଆପଣ ମାନଙ୍କ କଥା ସଂମ୍ପର୍ଣ୍ଣ ଭୁଲ ଅଟେ , କାରଣ କେବଳ ଶା-ରୀ-ରି-କ ସଂ-ମ୍ପ-ର୍କ ନୁହେଁ ବିଭିନ୍ନ କାର୍ଯ଼୍ୟ କଲେ ଭର୍ଜିନିଟ ଲସ ହୋଇଯ଼ାଏ । ଯେମିତିକ ବେଡମିଣ୍ଟନ ଖେଳିଲେ , ଦୌଡା ଦୋଡି କଲେ ଲସ ହୋଇ ଥାଏ , ଏମିତି ବହୁତ ପରିଶ୍ରମୀ କାମ ଗୁଡିକୁ କଲେ ବି ଆପଣ ମାନଙ୍କର ଭର୍ଜିନିଟି ଲସ୍ ହୋଇ ଥାଏ ।
ହେଲେ ଯଦି କୈଣସି ଲୋକ ଙ୍କ ସହିତ ଶା-ରି-ରୀ-କ ସଂ-ମ୍ପ-ର୍କ ରଖିଛନ୍ତି ତେବେ କଣ ହେବ । ଆଜିର ସମୟ ରେ ସମସ୍ତେ ଏହି କଥା କୁ ହିଁ ଭାବି ଥାନ୍ତି ଯଦି ଚତୁର୍ଥି ରାତି ରେ ବେଡ୍ ଲାଲ୍ ରଙ୍ଗ ହୋଇ ଗଲା ତେବେ ହିଁ ଜାଣନ୍ତୁ ଏହା ଅସଲ ବର୍ଜିନିଟି ଏହି କଥା କୁ ସବୁ ଲୋକ ମାନେ ଭାବି ଥାନ୍ତି । ଏହା ଆଗାମୀ ସମୟରେ ହେଉ ଥିଲା ହେଲେ ଆଜିର ଦିନରେ ନୁହେଁ ଯଦି ଆପଣ ମାନେ ସେହି ଅନ୍ଧବିଶ୍ୱାସ ରେ ରହି ଛନ୍ତି ତେବେ ଆପଣ ମାନେ ଭୁଲ ସେମିତିରେ ତୁମେ କୈଣସି ଝିଅର କେରେକ୍ଟର କୁ ଜଜ୍ କରି ପାରିବ ନାହିଁ ।
କେବେ ତୁମକୁ ବି ମୈକା ମିଳିବ ତେବେ ତୁମେ ବି ନିଶ୍ଚିତ ଭାବେ କରିବ ହେଲେ କିଛି ଗୋଟିଏ ପର୍ସେଣ୍ଟ ବା ଦୁଇ ପର୍ସେଣ୍ଟ ଲୋକ ଥାନ୍ତି ସେମାନଙ୍କ କଥା କହୁନୁ । ଏହା ହେଉଛି କଳିଯୁଗ ଏଠାରେ ଆପଣ ମାନେ ମହାପୁରୁଷ ହେବାକୁ ଚେଷ୍ଟା କରନ୍ତୁ ନାହିଁ । ଏମିତି ସ୍ଥଳେ ତୁମେ ବି ଥିଲେ ତୁମର ସେହି ଷ୍ଟେଜ୍ ହୋଇ ଥାନ୍ତି ମାନେ ତୁମେ ବି ନିଜର କୁ ରୋକି ପାରନ୍ତ ନାହିଁ ।
ତେବେ ସେ କରିଛି ତ କରିଛି ଏହି ଥିରେ ମନ ଦୁଖଃ କରି ଲାଭ ବା କଣ । ଏଠାରେ ମେରେଜ୍ ପୂର୍ବ ରୁ ଅଲଗା ଲାଇଫ୍ ଥିଲା ହେଲେ ଏବେ ତୁମେ ଏକାଠି ରହୁଛ ଯଦି ଏମିତି ସନ୍ଧେହ ଥିଲା ତେବେ ବିବାହ ପୂର୍ବ ରୁ ଚେକ୍ କରିବାର ଥିଲା ହେଲେ ବର୍ତମାନ କିଛି ବି ଲାଭ ନାହିଁ ବାସ୍ ନିଜର ସଂସାର କୁ ନଷ୍ଟ କରିବା ହିଁ ସଂନ୍ଧେହ କରିବା ହୋଇ ଥାଏ । ତେବେ ଏମିତି କେବେ ବି କରନ୍ତୁ ନାହିଁ । ଏହା ତ ଲାଇଫ୍ ର ଗୋଟିଏ ପାର୍ଟ ଏହାକୁ ଛାଡି ଲାଇଫ୍ ରେ ବହୁତ କାମ ଥାଏ । ତେବେ ଏହି କଥା କୁ କେବେ ବି ଧରନ୍ତୁ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।