ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ମିଳୁଛି ଘର – ଜାଣନ୍ତୁ କେମିତି ପାଇବେ ଆପଣ

Pradhan Mantri Awas Yojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଆରମ୍ଭ ହେବାକୁ ଯାଉଛି ଘର ବଣ୍ଟନ ଏନେଇ ବିଭାଗ ପକ୍ଷରୁ ଆସୁଛି ନୂଆ ଅପଡେଟ୍ । ଯଦି ଆପଣ ମାନଙ୍କର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେକର୍ଡ ରେ ନାମ ଆସିଥିଲା ତେବେ ନିଶ୍ଚିନ୍ତ ଆପଣ ମାନେ ଭାବୁଥିବେ କେବେ ଠାରୁ ଆରମ୍ଭ ହେବ ଘର ବଣ୍ଟନ ଆଉ କେବେଠାରୁ ଆମକୁ ମିଳିବ ପଇସା ଯାହା ମଧ୍ୟ ଆପଣ ତିଆରି କରି ପାରିବେ ଘର । ଏନେଇ ବିଶେଷ ସୁତ୍ର ରୁ ଆସୁଛି ନୂଆ ସୂଚନା ଆସନ୍ତୁ ନଜର ପକାଇବା ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।

ଯେମିତିକି ଆପଣ ମାନେ ଜାଣିଛନ୍ତି ଏଥର ନୂଆ ଆର୍ଥିକ ବର୍ଷ 2022 23 ଆରମ୍ଭ ହୋଇ ସାରିଛି ଆଉ ଏହି ମଧ୍ୟରେ ଯଦି ଆପଣ ମାନେ ଭାବୁଥିବେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର କେବେଠାରୁ ମିଳିବ ଟଙ୍କା ଆଉ କେବେଠାରୁ ମିଳିବ ଘର ବଣ୍ଟନ ଏନେଇ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଏବେ ରାଜ୍ୟରେ ମଧ୍ୟ ସମସ୍ତ ନିର୍ବାଚନ ଶେଷ ହୋଇଛି । ତେବେ ସୂଚନା ମୁତାବକ ବହୁତ ଜଲ୍ଦି ଜୁନ ମାସ ସୁଧା ସମସ୍ତଙ୍କୁ ମିଳିବାକୁ ଯାଉଛି ଘର ଆଉ ୱାର୍ଡ ରେକର୍ଡ ରେ ଆପଣଙ୍କୁ ଆସିବ ମଧ୍ୟ ଟଙ୍କା ଯାହା ସିଧା ସଳଖ ଆପଣଙ୍କ ବ୍ୟାଙ୍କ ଖାତାକୁ ।

pm

ଆଉ ଏହା ଛଡା ହିତାଧିକାରୀ ଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ କାର୍ଯ୍ୟାଦେଶ ବଣ୍ଟନ ସୁନପର ଜିଲ୍ଲା ବିନକା ଏନ୍ ସି କମରିଟ୍ ହଲ ରେ ବାରଟି ୱାଡ ରେ ମଧ୍ୟ 547 ଜଣ ହିତାଧିକାରୀ ଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ଆଉ ଏହି କାର୍ଯ୍ୟ କର୍ମ ରେ ବାଣିଜ୍ୟ ପରି ବହନ ମନ୍ତୀ ପଦ୍ମନାଭ ବେହେରା ମଧ୍ୟ ମୂକ୍ଷ ଅତିଥି ଭାବରେ ଯୋଗ ଦେଇ ହିତାଧିକାରୀ ଙ୍କୁ ଆବାସ ଗୃହର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ।

ସେହିପରି ଏହି କାର୍ଯ କର୍ମରେ ମନ୍ତ୍ରୀ ଙ୍କ ସମେତ ନବ ନିର୍ବାଚିତ NAC ଅଦକ୍ଷ ବାରଟି ୱାଡ କାଉସିଲ ରେ NAC ର ସମସ୍ତ କର୍ମଚାରୀ ହିତାଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ତେବେ ଆଗକୁ ମଧ୍ୟ ଏହି ପକ୍ରିୟା ଚାଲିବା ସହିତ କିପରି ଗରିବ ଅସାୟ ଲୋକେ ଏହି ଯୋଜନା ରୁ ବଞ୍ଚିତ ହେବେ ନାହିଁ ଏବଂ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅନ୍ତରଭୁକ୍ତ ହେବା ଉପରେ ଗୁରତ୍ୱ ଦିଆଯିବ ବୋଲି ମନ୍ତ୍ରୀ ମଧ୍ୟ କହିଛନ୍ତି ।

ତେବେ ବହୁତ ଜଲ୍ଦି ମଧ୍ୟ ଯେଉଁ ମିଳି ନାହିଁ ସେମାନଙ୍କୁ ମଧ୍ୟ ମିଳିବାକୁ ଯାଉଛି ଏହି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଘର ଆଫ ଏହା ସୂଚନା ମୁତାବକ ଏହି ଏପ୍ରିଲ ମାସ ଶେଷ ସୁଧା ଆପଣ ମାନଙ୍କୁ ମିଳିଯିବ ଆପଣଙ୍କର ଘର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *