ନିଜ ପାଟନରକୁ ସନ୍ତୁଷ୍ଟ କରିବେ କିପରି , ଜାଣନ୍ତୁ କିଛି ସହଜ ଉପାୟ

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି ଆପଣ ମାନେ ନିଜର ପାର୍ଟନରଙ୍କୁ କେମିତି ଭାବେ 100 ପ୍ରତିଶତ ସନ୍ତୁଷ୍ଟ କରି ପାରିବେ । ଏମିତିରେ ଆପଣ ମାନେ ଜାଣି ଥିବେ ଯେଉଁ ସଂମ୍ପର୍କ ମଧ୍ୟରେ ଏହି ସାର୍ଟିସଫେକ୍ସନ ରହି ନଥାଏ ସେଠାରେ ସନ୍ଧେହ ର ପ୍ରଶ୍ନ ରହି ଥାଏ । ତେବେ ସବୁ ସମୟରେ ସମସ୍ତ ସଂମ୍ପର୍କ ମଧ୍ୟରେ ହିଁ ବୁଝା ମଣା ବା ସାର୍ଟିସଫେକ୍ସନ ରହିବା କଥା । ଏହିଥି ପାଇଁ ଆପଣ ମାନଙ୍କୁ କେଉଁ କେଉଁ ଜିନିଷକୁ ଆପଣ ମାନଙ୍କୁ ସୁଦୃଢ କରିବା ପାଇଁ ପଡିବ ।

ସୁନ୍ଦରତା , ଟଙ୍କା , ସ୍ୱାସ୍ଥ୍ୟ , ବିଦ୍ଧିବାନ , ଏହି ସବୁ ଥିରେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ସଦୃଢ କରିବା ପାଇଁ ପଡିବ ଏବଂ ଦ୍ୱତୀୟ କଥା ହେଲା କି ଆପଣ ଙ୍କ ନାମ ସୁଣିଲେ ଆପଣ ଙ୍କ ପାର୍ଟନର ଯେମିତି ସୁରକ୍ଷା ଫିଲ୍ କରୁ ଥିବ । ଏହା ପରେ ରହିଛି ଇମ୍ପୋଟାନ୍ସ ସାର୍ଟ୍ସଫେକ୍ସନ ଯେମିତି ଝିଅ ମାନେ ଚାହାଁନ୍ତି ପାର୍ଟନର ତାଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତୁ ।

love

ଯେମିତି କି ପୁରାଣ ଶାସ୍ତ୍ର ରେ କୁହା ଜାଇଛି କି ନାରୀ ମାନେ ସବୁ ବେଳେ ପୁରୁଷ ମାନଙ୍କ ସେବା ଏବଂ ଉପଭୋଗ ପାଇଁ ରହିଛନ୍ତି । ଏ ସବୁ ବେଳେ ଆଜିର ଝିଅ ମାନେ ସନ୍ତୁଷ୍ଟ ନୁହନ୍ତି । ସେହିଥି ପାଇଁ ଆପଣ ମାନେ ପାର୍ଟନର ଙ୍କୁ ଗୁରୁତ୍ୱ ଦିଅନ୍ତୁ ।

ଏହା ପରେ ରହିଛି ସେ-କ୍ସ-ୱାଲ ସାର୍ଟ୍ସଫେକ୍ସନ,  ସେ-କ୍ସ-ୱାଲୀ ଏହା ବହୁତ ଗୁରୁତ୍ୱ ରହି ଥାଏ ଆପଣ ମାନଙ୍କ ସଂମ୍ପର୍କ ମଧ୍ୟରେ ଆପଣ ମାନଙ୍କୁ ନିଜର ପାର୍ଟନର ଙ୍କୁ ସେ-କ୍ସ-ୱାଲ କ୍ଷେତ୍ରରେ ସାର୍ଟିସଫେକ୍ସନ କରିବା ପାଇଁ ପଡିବ । ଏଥି ପାଇଁ ଆପଣ ମାନଙ୍କୁ ନିଜର ଷ୍ଟାମନା , ସେ-କ୍ସ ପାୱାର , ବ୍ୟାଡ ହେବିଟ୍ କୁ ଆପଣ ମାନଙ୍କୁ ଛାଡିବା ପାଇଁ ପଡିବ ଏବଂ ଟେକ୍ନିକିୟ୍ୟୁ କୁ ଆପଣ ମାନଙ୍କୁ ପରିବର୍ତନ କରିବା ପାଇଁ ପଡିବ ।

loves

ତେବେ ଜାଇ ଆପଣ ମାନେ ନିଶ୍ଚିତ ଭାବେ ନିଜର ପାର୍ଟନର ଙ୍କୁ ନିଶ୍ଚିତ ଭାବେ ସାର୍ଟ୍ସଫେକ୍ସନ କରେଇ ପାରିବେ ଏବଂ ଆପଣ ମାନଙ୍କ ପାର୍ଟନର ସହିତ ଆପଣ ଙ୍କ ସଂମ୍ପର୍କ ବହୁତ ଭଲ ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *