ଗାଡି ଚାଳକ ଙ୍କ ପାଇଁ ଖୁସି ଖବର ! ଏବେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କାରେ ମିଳିବ, ଜାଣନ୍ତୁ କିପରି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ପେଟ୍ରୋଲ ଦର କେମିତି ଭାବରେ ବୃଦ୍ଧି ହୋଇ ଚାଲିଛି ତାହା ଆପଣ ଦେଖୁ ଥିବେ। ତେବେ ଏହାକୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଡି ଚାଳକ ମାନେ। ଆଉ ଏହାର ପ୍ରଭାବ ଗରିବ ଲୋକଙ୍କ ଉପରେ ପଡ଼ୁଛି। ଆମ ଦେଶରେ ପେଟ୍ରୋଲ ପ୍ରାୟ ବିଦେଶରୁ ଆମଦାନୀ ହେଉଥିବା ଆପଣ ଜାଣିଥିବେ । ଏଥିପାଇଁ ଆମେ ବାହାରୁ ପେଟ୍ରୋଲ ଆମଦାନୀ କରି ଆମ ଦେଶରେ ପେଟ୍ରୋଲ ର ଚାହିଦାକୁ ପୂରଣ କରିଥାଉ । ତେଣୁ ଏହା ଏବେ ଏକ ସମସ୍ୟା ପାଲଟିଛି ଯେତେବେଳ ପେଟ୍ରୋଲ ଦରରେ ବଢୁଛି।

ତେବେ ବର୍ତମାନ ପେଟ୍ରୋଲ ଦର ଦାମ ବୃଦ୍ଧି ହେଉଥିବାରୁ ବେଳେ ଏକ ନୂଆ ପ୍ରୟାସ ରେ ପେଟ୍ରୋଲ ତିଆରି ହେଉଥିବା ଦେଖିବାକୁ ମିଳୁଛି। ଏବେ ଏକ ଏମିତି ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହେବେ। ଆପଣ ତ ସୋସିଆଲ ମିଡିଆରେ ବହୁତ ସମୟରେ ଅନେକ ଭାଇରାଲ ଭିଡିଓ ଦେଖୁଥିବେ ଏବଂ ଏହା ଯଦି ସେହିଭଳି ଭିନ୍ନ ପ୍ରକାର ର ହୋଇଥାଏ ତେବେ ଏହାକୁ ଦେଖି ବହୁତ ଖୁସି ବି ହେଉଥିବେ।

Petrol

ଯଦି କିଛି ଭିନ୍ନ ଧରଣର ଭିଡିଓ ଦେଖିବାକୁ ମିଳେ ତେବେ ଏହାକୁ ଦେଖି ବିଶ୍ୱାସ କରି ନପାରିଲେ ଆଶ୍ଚର୍ଯ୍ୟ ବି ଲାଗେ । ଆପଣ ଜାଣିଛନ୍ତି କି ଆମେ ଦେଖୁଥିବା ବହୁତ ଭିଡିଓ ଭିତରୁ ଏମିତି କିଛି ଭିଡିଓ ଏତେ ଆଖି ଦୃଶିଆ ହୋଇଥାଏ ଯେ ଯାହା ବହୁତ ମାତ୍ରାରେ ସେୟାର ହୋଇଥାଏ ଏବଂ ଲୋକେ ଏହାକୁ ବହୁତ ପସନ୍ଦ କରିଥାନ୍ତି। ଏହା ସହିତ ଲୋକେ ମଧ୍ୟ ଏହାକୁ ଦେଖି ବହୁତ ଖୁସି ହୋଇଥାନ୍ତି । ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ଦିଅନ୍ତି। ହେଲେ କିଛି ଭିଡିଓ ଏହାର ବିପରୀତ ହୋଇଥାଏ। ଯାହାକୁ ଦେଖି ଲୋକେ ପ୍ରତିକ୍ରିୟାଶିଳ ହୋଇ ପଡ଼ନ୍ତି ।

ତେବେ ସେହିପରି ଆଜି ଆମେ ଦେଖିବା ଏକ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ। ଏହା ଏପରି ଏକ ଭିଡିଓ ଯାହାକୁ ଦେଖିଲେ ଆପଣ ଆଚମ୍ବିତ ହୋଇଯିବେ। ତେବେ ସେହିଭଳି ଏକ ଘଟଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ସୋସିଆଲ ମିଡ଼ିଆରେ ଏହା ବହୁତ ସେୟାର ହେବାରେ ବି ଲାଗିଛି। ତେବେ ଆସନ୍ତୁ ଜାଣି ନେବା ସେହି ଭିଡିଓ ସଂମ୍ପର୍କରେ।

ବର୍ତମାନ ପେଟ୍ରୋଲ ଦରଦାମ ବୃଦ୍ଧି କୁ ଦେଖି ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବକ ଏକ ନୂତନ ପ୍ରୟାସ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବକ ରାସ୍ତା ଘାଟରେ ପଡିଥିବା ପ୍ଲାଷ୍ଟିକ, ପଲିଥିନ ଗୋଟାଇ ମେସିନ ସାହାଯ୍ୟ ରେ ନିଜ ବାଡିପଟେ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି। ଏହି ଯୁବକଙ୍କୁ ଭେଟି ତାଙ୍କ ସହ ସାକ୍ଷାତକାର କରିବା ପରେ ସେ କଣ କହୁଛନ୍ତି ଏବଂ ତାଙ୍କର ପ୍ରସ୍ତୁତି ପ୍ରଣାଳୀ କୁ ଥରେ ଜାଣନ୍ତୁ । ଏପରି ପ୍ରସ୍ତୁତ ହେଲେ ଲିଟର ପିଛା 70 ଟଙ୍କା ଲେଖାଏ ମିଳି ପାରିବ। ଏହି ଭିଡିଓ ଦେଖିଲେ ଆପଣ ମଧ୍ୟ ଏହି ବିଷୟରେ ସମ୍ପୂର୍ଣ୍ଣ କଥା ଜାଣି ପାରିବେ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *