ଝିଅ ୧ ଇସାରା ଦେଉଛି ତ, ଏହାର ଅର୍ଥ ସେ ତୁମ ଦ୍ୱାରା ସେଟ ହେବାକୁ ଚାହୁଁଛି

4 e

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଝିଅ ଆପଣଙ୍କ ଉପରେ ସବୁ ବେଳେ ନଜର ରଖୁଛି ତେବେ ଆପଣ ମାନଙ୍କୁ ଖୋଜିବା ପାଇଁ ଚେଷ୍ଟା କରୁଛି ବା ଆପଣ ମାନଙ୍କ ପଛପଟରୁ ଚାହାଁଣୀ ମାରୁଛି ତ ଏହାର ଅର୍ଥ ହେଲା ସେ ଆପଣ ମାନଙ୍କୁ ପସନ୍ଦ କରୁଛି । ଏଠାରେ ଆପଣ ମାନଙ୍କୁ ଦୁଇଟି କଥା ନୋଟିସ୍ କରିବା ପାଇଁ ପଡିବ , ତେବେ ପ୍ରଥମ କଥା ହେଲା କି ଆପଣ ମାନଙ୍କ ନଜର ତା ଉପରେ ପଡିଲେ ସେ ତାର ନଜର ହଟେଇ ସ୍ମାଇଲ ଦେବ ।

ଦ୍ୱତୀୟ କଥା ହେଲା କି ସେ ନିଜର ଫେସ୍ କୁ ଜଲ୍ଦି ସାଇଟ୍ କରିଦେବ । ଅର୍ଥାତ୍ ଆପଣ ତାକୁ ଦେଖିଲେ ସେ ଏମିତି ଫେସ୍ କୁ ସାଇଟ୍ କରିବ ଯେମିତି ଆପଣ ତାକୁ ଦେଖି ନାହାଁନ୍ତି । କେହି ଝିଅ ପବ୍ଲିକ୍ ପ୍ଲେସ୍ ରେ ଆପଣଙ୍କ ହାତ କୁ ଧରି ଚାଲିଲେ କମ୍ଫୋଟେବୁଲ ଫିଲ୍ କରୁଛି ତ ଏହାର ଅର୍ଥ ସେ ଆପଣଙ୍କୁ ପସନ୍ଦ କରୁଛି । କାରଣ ଝିଅ ମାନେ ଜାହାକୁ ପସନ୍ଦ କରନ୍ତି ସେମାନେ ପବ୍ଲିକ୍ ପ୍ଲେସ୍ ରେ ବି ତା ହାତ ଧରି ଚାଲିବା ପାଇଁ ପସନ୍ଦ କରନ୍ତି ।

loves

କେହି ଝିଅ ଯେତେ ବେଳେ ଆପଣ ମାନଙ୍କୁ ପସନ୍ଦ କରିବା ପାଇଁ ଲାଗେ , ତାର ସବୁ କଥା କୁ ସେ ଡିଟେଲ୍ସ ରେ ସେୟାର କରିବା ପାଇଁ ଭଲ ପାଏ । ଆପଣ ମାନଙ୍କ କଥା ର ଜବାବ୍ ଶୀଘ୍ର ସାରି ନ ଦେଇ ସେ ବୁଲେଇ ବଙ୍କେଇ କରି କଥା ହେବା ପାଇଁ ଚେଷ୍ଟା କରେ ।

ତେବେ ଆପଣ ମାନେ ଏହି ସବୁ ପୋଜିସନ ରୁ ଜାଣିବେ କି ସେ ଆପଣଙ୍କୁ ପସନ୍ଦ କରୁଛି ବୋଲି ଯଦି ଝିଅ ଆପଣଙ୍କ ସବୁ କଥା ରେ ସ୍ମାଇଲ ଦେଉଛି , ଆପଣଙ୍କୁ ମନେ ମନେ ଖୋଜିବା ପାଇଁ ଚେଷ୍ଟା କରୁଛି , ବା ଆପଣଙ୍କ ପଛପଟୁ ଚାହାଁଣି ମାରୁଛି ତେବେ ସେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ପସନ୍ଦ କରୁଛି ବୋଲି ଜାଣନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *