ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ବିଜୁ ପକ୍କାଘର ଯୋଜନା ରେ ଆସୁଛି ଆଉ କିଛି ବଡ ଖବର ବହୁତ ଶୀଘ୍ର ହେବାକୁ ଯାଉଛି ବିଜୁ ପକ୍କାଘର ଆବଣ୍ଟନ । ପ୍ରସ୍ତୁତ ହେବ ୱାର୍କଡ ଖାତା କୁ ଆସିବ ଟଙ୍କା ଜାହା ମଧ୍ୟ ଆପଣ ମାନେ ତିଆରି କରି ପାରିବେ ବିଜୁ ପକ୍କାଘର ଅଧିନରେ ଘର ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଖବର ରାଜ୍ୟରେ ବାସ କରୁଥିବା ଗରିବ ଶ୍ରେଣୀ ର ଲୋକ ମାନଙ୍କ ପାଇଁ ଆତ୍ମବିଶ୍ୱାସ ବୃଦ୍ଧି କରିବା ଲକ୍ଷ ରଖି ସେମାନେ ଙ୍କୁ ପ୍ରଥମେ ବାସ ଗୃହ ଯୋଗେଇ ଦେବା ଉଦ୍ଧେଶ୍ୟରେ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନା ର ଶୁଭାରମ୍ଭ କରିଥିଲେ ।
ତେବେ ଏହି ବିଜୁ ପକ୍କାଘର ଯୋଜନା ଅଧିନରେ ଆସନ୍ତା ମାସ ଠାରୁ ବହୁତ ଜଲ୍ଦି ପ୍ରସ୍ତୁତ ହେବ ୱାର୍କଡ ଏବଂ ଏଥି ମଧ୍ୟରେ ଆପଣ ୱେବସାଇଟ ଜରିଆରେ ନିଜ ନିଜର ଲିଷ୍ଟ ମଧ୍ୟ ଚେକ କରି ପାରିବେ । ଯେଉଁ ମାନଙ୍କ ଲିଷ୍ଟ ରେ ନାମ ଥିବ ସେମାନଙ୍କ ଆକାଉଣ୍ଟ କୁ ଆସିବ ଟଙ୍କା ଏବଂ ଆପଣ ମାନେ ମଧ୍ୟ ତିଆରି କରି ପାରିବେ ବିଜୁ ପକ୍କାଘର ।
ଏହା ସହିତ ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ କୃଷି ବିକାଶ ପାଇଁ 8 ଗୋଟି ନୂଆ କାର୍ଯ୍ୟକ୍ରମ ର ଶୁଭାମ୍ଭର କରିଛନ୍ତି । ଏବଂ ଚାଷୀ ଭାଇ ମାନଙ୍କ ପାଇଁ ନୂଆ କୃଷକ ଓଡିଶା ପୋଟାଲ ର ଲୋକାର୍କିତ କରିଛନ୍ତି । ଏହିଥିରେ ଚାଷୀ ମାନେ ସାମିଲ ହୋଇ ସେମାନଙ୍କ ତଥ୍ୟ ଅପଡେଟ କଲେ ଆବଶ୍ୟକ ସେବା ଏବଂ ପରାମର୍ଶ ପାଇ ପାରିବେ ।
ସେହି ପରି କୃଷି ଏବଂ ଆନୁସଂଙ୍ଗିକ କ୍ଷେତ୍ରରେ କୃଷକ ଙ୍କ ଆୟ ବୃଦ୍ଧି ନିମନ୍ତେ ବାସ୍ତବ ମୂଖ୍ୟ ନୀତି ନିର୍ଦ୍ଧାରଣ ପାଇଁ ଆନ୍ତର୍ଜାତୀୟ ଖାତ୍ୟ ନୀତି ଗବେଶଣା କେନ୍ଦ୍ର ପ୍ରତିଷ୍ଠାନ ଏବଂ ରାଜ୍ୟ କୃଷି ବିଭାଗ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱକ୍ଷାରିତ ହୋଇଛି । ତେବେ ମିଳୁଥିବା ବିଶେଷ ସୂତ୍ର ର ସୂଚନା ମୁତାବକ ଆସନ୍ତା ମାସ ଅର୍ଥାତ ଜୁନ ମାସ ପ୍ରଥମ ସୁଧା କାର୍ଯ୍ୟଦେଶ ବଣ୍ଟନ ଏବଂ ୱାର୍କଡ ବଣ୍ଟନ ହେବ ।
ତେବେ ଖୁବ ଶୀଘ୍ର ରାଜ୍ୟରେ ବାସ କରୁଥିବା ଗରିବ ଶ୍ରେଣୀ ଲୋକ ଙ୍କୁ ବିଜୁ ପକ୍କାଘର ଯୋଜନା ଆବଣ୍ଟନ ହେବ । ଏଥି ମଧ୍ୟରେ ଆପଣ ୱେବସାଇଟ ଜରିଆରେ ନିଜ ନିଜର ଲିଷ୍ଟ ମଧ୍ୟ ଚେକ କରି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।