( ଗ୍ୟାସ୍ ) ପବନ ଭଳି ବାହାରିଜିବ, କେବଳ ୧ଚାମଚ ଖାଆନ୍ତୁ |

gas

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ପ୍ରାକୃତିକ ଘୋରଇ ଉପଚାର ବନାଇବା ସିଖାଇବି ଯାହାର ସେବନ କରିବା ଦ୍ୱାରା ଆପଣଙ୍କର ପେଟର ଗ୍ୟାସ ତୁରନ୍ତ ବାହାରି ଯିବ । ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିନେବା ରିମେଡି ବିଷୟରେ ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚୟ ଜାଣି ପାରିବେ । ବନ୍ଧୁଗଣ ଗ୍ୟାସଟିକ୍ ବା ଗ୍ୟାସ ଭଳି ସମସ୍ୟାକୁ ଦୂର କରିବା ପାଇଁ ପ୍ରଥମ ରିମେଡି ଜାଣି ନିଅନ୍ତୁ, ପ୍ରଥମ ରିମେଡି ପାଇଁ ଆପଣଙ୍କୁ ଆବସ୍ୟକତା ପଡିବ ଜୁଆଣି ଗୁଣ୍ଡ ବନ୍ଦୁଗଣ ଜୁଆଁଣି ଆପଣଙ୍କ ରୁଷେଇ ଘରୁ ବହୁତ ସହଜରେ ମିଳିଯିବ ।

juani

ପ୍ରଥମେ ଆପଣ ଜୁଆଁଣି କୁ ଭାଜି ତାହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ, ଦିତୀୟ ସାମଗ୍ରୀ ଆପଣଙ୍କୁ ଏଥିପାଇଁ ଆବସ୍ୟକତା ପଡିବ କଳା ଲୁଣ ବା ଯାହାକୁ ଆମେ ବିଟ୍ ଲୁଣ ମଧ୍ୟ କହିଥାଉ । ତୃତୀୟରେ ଆପଣଙ୍କୁ ଏଥିପାଇଁ ଏକ ଗ୍ଲାସ ଗରମ ପାଣିର ଆବସ୍ୟକତା ପଡିବ । ବନ୍ଧୁଗଣ ଏହି ରିମେଡି ଟି ବନେଇବା ବହୁତ ସହଜ ଅଟେ ଥରକ ପାଇଁ ପ୍ରଥମେ ଆପଣ ଏକ ଚାମଚ ଜୁଆଁଣି ଗୁଣ୍ଡ ନିଅନ୍ତୁ, ଏହାପରେ ଆପଣ ଅଲ୍ପ କଳା ଲୁଣ ସେହିଥିରେ ମିଶାଇ ଦିଅନ୍ତୁ ।

ଏବେ ଜାଣି ନିଅନ୍ତୁ ଆପଣଙ୍କୁ ଏହାର ସେବନ କେମିତି କରିବେ, ଯେବେବି ଆପଣ ଖାଦ୍ୟ ଖାଉଛନ୍ତି ତାହାର ତୁରନ୍ତ ପରେ ଆପଣ ସେହି ଜୁଆଁଣି ଗୁଣ୍ଡ ଏବଂ ବିଟ୍ ଲୁଣ କୁ ନେଇ ପ୍ରଥମେ ଖାଇ ନିଅନ୍ତୁ ତାହା ପରେ ଆପଣ ଏକ ଗ୍ଲାସ ଉଷମ ପାଣି ପିଇ ନିଅନ୍ତୁ ଯଦି ଆପଣଙ୍କୁ ଏମିତି ଖାଇବାକୁ ପସନ୍ଦ ନୁହେଁ ତେବେ ଆପଣ ଏକ ଗ୍ଲାସ ଉଷମ ପାଣିରେ ଏହାକୁ ମିଶାଇ ମଧ୍ୟ ଏହାର ସେବନ କରି ପାରିବେ ।

Beet salt

ତେବେ ବନ୍ଧୁଗଣ ଏହାକୁ ସେବନ କତରିବା ଦ୍ୱାରା ଆପଣଙ୍କ ପେଟରୁ ଗ୍ୟାସ ଭଳି ସମସ୍ୟା କୁ ତରନ୍ତ ବାହାର କରିଥାଏ ଏହା ଏକ ଚମତ୍କାରୀ ଘୋରଇ ଉପଚାର ଅଟେ ନିହାତି ଭାବରେ ଆପଣ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କର ଗ୍ୟାସ ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *