ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ ଆଜିର ସମୟ ରେ ଗୋଟିଏ ଚାକିରୀ ପାଇବା ପାଇଁ ହେଲେ କେତେ ପଢିବା ପାଇଁ ପଡି ଥାଏ । ସେମିତି ରେ ଆଜିର ଯୁବ ପୀଢୀ ମାନେ ସବୁ କ୍ଷେତ୍ର ରେ ତ ବହୁତ ସଫଳ କରି ଥାନ୍ତି । ହେଲେ ସେମାନେ ସାଧାରଣ ଜ୍ଞ୍ୟାନ ରେ ବହୁତ ସମୟ ରେ ଫେଲ୍ ହେଉ ଥିବାର ଦେଖିବା ପାଇଁ ମିଳେ ତେବେ ସେହି ପରି ବେଳେ ଆପଣ ମାନେ ଯଦି ଏହି ସାଧାରଣ ଜ୍ଞ୍ୟାନ କୁ ରଖନ୍ତି । ତେବେ କୈଣସି ବି ଲୋକ ଙ୍କୁ ଆପଣ ମାନେ ବୋକା ବନେଇ ଦେଇ ପାରିବେ । ଏବଂ କୈଣସି ବି ଇଣ୍ଟରଭିୟୁ ହେଉ ଆପଣ ମାନେ ଏହି ସବୁ ପ୍ରଶନ୍ନ ର ଉତ୍ତର ଦେଇ ପାରିବେ । ତଥା ନିଜର ଜିବନ ରେ ନିଜ ସମ୍ବୋଦ୍ଧିୟ ଉତ୍ତର ଆପଣ ମାନେ ପାଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଏବଂ ଉତ୍ତର ବିଷୟ ରେ ଜାଣି ନେବା ।
1: ଏମିତି କେଉଁ ଜିନିଷ ରହିଛି ଜାହା ଫାଟିବା ପରେ ବି ଶବ୍ଦ ହୁଏ ନାହିଁ ? ଏହାର ସଠିକ୍ ଉତ୍ତର ହେଲା ବୋବୁଲ ବା ପାଣି ଫୁଟକା ଫାଟିବା ପରେ ବି ଶବ୍ଦ ହୁଏ ନାହିଁ ।
2: ଏମିତି କେଉଁ ଜିନିଷ ଜାହା ତାକୁ ଖାଇବା ପାଇଁ ଦେଲେ ବଞ୍ଚିବ ପିଇବାକୁ ଦେଲେ ମରିଯିିବ ? ଏହାର ସଠିକ୍ ଉତ୍ତର ହେଲା ନିଆଁ ।
3: ଭାବନ୍ତୁ ଆପଣ ଗୋଟିଏ ଅନ୍ଧାର ଘରେ ରହିଛନ୍ତି । ଆପଣ ସେହି ଅନ୍ଧାର ଘର ଭିତରୁ କେମିତି ବାହାରିବେ ? ଏହାର ଉତ୍ତର ହେଲା ଆପଣ ଭାବିବା ବନ୍ଦ କରି ଦେବେ ।
4: ଏମିତି କଣ ଜାହା ଝିଅ ପ୍ରଥମ ଥର କଲେ କଷ୍ଟ ହୋଇ ଥାଏ ? ଏହାର ଉତ୍ତର ହେଲା ଝିଅ ମାନେ କାନ ଓ ନାକ ଫୁଟେଇବା ପ୍ରଥମ ଥରେ ହେଲେ କଷ୍ଟ ହୁଏ ।
5: ପବନ ଦେଲେ ସେ ମରି ଯାଏ ହେଲେ ଖରା ଦେଲେ ବଞ୍ଚି ଯାଏ ? ଏହାର ସଠିକ୍ ଉତ୍ତର ହେଲା ଝାଳ ପବନ ଦେଲେ ସେ ମରି ଯାଏ ହେଲେ ଖରା ଦେଲେ ବଞ୍ଚି ଯାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।