ମାଗଣା ବିଦ୍ୟୁତ ବାଣ୍ଟିବା ପଡ଼ିଲା ମହଙ୍ଗା ଏବେ ଆରମ୍ଭ ହେଲାଣି ବଡ ସଙ୍କେତ ଦେଖନ୍ତୁ ଆଉ କିଛିଦିନ ପରେ କଣ ହେବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ବିଜୁଳି କୁ ନେଇ ଅଭାବନୀୟ ପରିସ୍ଥିତି ସାମ୍ନା କୁ ଆସିଛି। ବିଜୁଳି ର ଅଭାବ ଏତେ ଘଟିଲାଣି କି ମେଟ୍ରୋ ଷ୍ଟେସନ ଏବଂ ସରକାରୀ ହସ୍ପିଟାଲ ରେ ମଧ୍ୟ ବିଜୁଳି କାଟ ହୋଇପାରେ । ବିଜୁଳି ପାଇଁ ହନ୍ତସନ୍ତ ହେବେ ଲୋକେ। ଅନ୍ଧାର ହେଇଯିବ ରାଜଧାନୀ ସହର ର କିଛି ବଡ ଅନୁଷ୍ଠାନ।

ବିଜୁଳି ବିନା ନାହିଁ ନଥିବା ଅସୁବିଧା ଭୋଗ କରି ପାରନ୍ତି ଜନ ସାଧାରଣ। ହସ୍ପିଟାଲ ରେ ମଧ୍ୟ ନାନା ପ୍ରକାରର ଅସୁବିଧା ର ସମ୍ମୁଖୀନ ହେବେ ରୋଗୀ। ବିଜୁଳି ର ଅଭାବ ଯୋଗୁଁ ଏପରି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର।

Electricity

ବର୍ତମାନ ଉଜାହାର ପାୱାର ଷ୍ଟେସନ ରେ ବିଜୁଳି ର ଅଭାବ ଦେଖା ଦେଇଛି। ସେଠାରେ କୋଇଲା ର ଅଭାବ ପାଇଁ ଏପରି ପରିସ୍ଥିତି ଉପୁଜିଛି ବୋଲି ସୂଚନା ରହିଛି । ଏଥି ସହିତ ରାଜଧାନୀ ରେ ଉପଯୁକ୍ତ କୋଇଲା ଯୋଗାଇ ଦେବାକୁ କହିଛନ୍ତି ଶକ୍ତି ମନ୍ତ୍ରୀ। ସହର ରେ ବିଜୁଳି ଯୋଗାଇବାକୁ ଏହି ପାୱାର ଷ୍ଟେସନ ହିଁ ମୂଖ୍ୟ ଭୂମିକା ଗ୍ରହଣ କରେ ।

ସେହିପରି ଦିଲ୍ଲୀ ର ଜନ ସାଧାରଣ ମାନେ କିପରି ବିଜୁଳି ସଙ୍କଟ ପରିସ୍ଥିତି ସାମ୍ନା ନକରିବେ ସେ ବିଷୟ ରେ ପଦକ୍ଷେପ ନେବାକୁ କହିଛନ୍ତି ସରକାର। ଏବେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି ବୋଲି ଜଣା ପଡିଛି ତେବେ ଦେଖା ଯାଉ ସରକାର ଏହା କୁ କେମିତି ନିରାକରଣ କରୁଛନ୍ତି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *