ମହିଳାମାନଙ୍କ ସହିତ ଜବରଦସ୍ତ କରନ୍ତୁ ଏହି ଅଭଦ୍ର କାମ ହୋଇଯିବେ କୋଟିପତି !!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳାମାନଙ୍କ ସହିତ ଜବରଦସ୍ତ କରନ୍ତୁ ଏହି ଅଭଦ୍ର କାମ ହୋଇଯିବେ କୋଟିପତି ତେବେ ଏହି କଥାକୁ ନିଜେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି । ତେବେ କଣ ସେହି କାମ ଜାହାକୁ ମହିଳା ମାନଙ୍କ ସହିତ ପୁରୁଷ ମାନେ ଜବର୍ଦୋସ୍ତି କରିବା ଜରୁରୀ ଅଟେ । ତେବେ ଏହି ବିଷୟ ରେ ଜାଣିବା ଆଜିର ଏହି ପୋଷ୍ଟରେ ।

ପ୍ରଥମେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଗୋଟିଏ ପୁରୁଷ କୁ ନିଜ ସ୍ତ୍ରୀ ଠାରୁ ଶୋଇବା ସମୟ ରେ ପ୍ରେମ ର ନିବେଦନ କରିବାରେ ଲାଜ କରିବା ଉଚିତ୍ ନୁହେଁ । କାରଣ ଯେତେ ଇଚ୍ଛା ଥିଲେ ବି ଝିଅ ମାନେ ପୁଅ ମାନଙ୍କୁ କୈଣସି କଥା ଆଗ କହି ନଥାନ୍ତି । ତେଣୁ ଆପଣଙ୍କୁ ନିଜର ପ୍ରେମ ନିବେଦନ କରିବାକୁ ପଡିବ । ତେବେ ଜାଇ ଦୁହିଁଙ୍କ ମଧ୍ୟରେ ରୋମାନ୍ସ ହୋଇପାରିବ ।

chanakya

ସେହି ପରି ଦ୍ୱୀତିୟ ପୟେଣ୍ଟ ଟି ହେଲା ବନ୍ଧୁଗଣ କେବେବି ପୁରୁଷ ମାନଙ୍କୁ ଖାଇବା ସମୟ ରେ ଲାଜ କରିବା କଥା ନୁହେଁ । କୁହାଯାଏ ବ୍ୟକ୍ତି ଭୋକିଲା ରହିଲେ ନିଜ ମଧ୍ୟ ରେ ଭୋକ ବଢି ଥାଏ । ଏଓବଂ ସେହି ସମୟ ରେ ମଣିଷ ଅନେକ କିଛି ଭୁଲ କରି ଦେଇ ଥାଏ । ସେହିଥିି ପାଇଁ କେବେ ବି ଖାଇବା ସମୟ ରେ ଲାଜ କରିବା କଥା ନୁହେଁ ।

ସେହି ପରି ତିନି ରେ ଜ୍ଞ୍ୟାନ ଆହାରଣ କରିବା ସମୟ ରେ ସ୍କୁଲ ରେ କେବେ ବି ଯଦି ଆପଣ ପାଠ ପଢୁ ଥାନ୍ତି । ତେବେ ଆପଣ ବହୁତ ସମୟ ରେ ଦେଖି ଥିବେ କୈଣସି ପ୍ରଶ୍ନ ର ଉତ୍ତର ଆସୁ ନ ଥିଲେ ବି ନିଜର ଲାଜ କାରଣ ରୁ ହିଁ ଆମେ ପଚାରି ପାରନ୍ତି ନାହିଁ । ଜାହା ଭବିଷ୍ୟତ ରେ ଆମ ମାନଙ୍କୁ ବହୁତ ଅସୁବିଧା ରେ ପକେଇ ଦେଇ ପାରେ ।

chanakya

ସେହି ପରି ଧନ ସମ୍ପତୀ ମାମଲା ରେ ବି କେବେ ବି ଲାଜ କରିବା କଥା ନୁହେଁ । କିଛି ଲୋକ ମାନେ ନିଜର ବନ୍ଧୁ ଙ୍କୁ ଟଙ୍କା ଉଧାର ଦେଇ ବି ସେମାନେ ପରେ ମାଗି ପାରନ୍ତି ନାହିଁ । ଏମିତି ଲାଜ କରିଲେ ସେହି ବ୍ୟକ୍ତି ନିଜର ଅର୍ଜିତ ଧନ କୁ ହରେଇବାର ସମ୍ଭାବନା ରହି ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *