ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ଅସ୍ତ ବ୍ୟସ୍ତ ଜିବନ ରେ କୈଣସି ଦମ୍ପତୀ ଙ୍କ ପାଖରେ ସମୟ ନଥାଏ । ଯେ ସେମାନେ ନିଜର ଶା-ରୀ-ରିକ ସଂ-ମ୍ପ-ର୍କ କୁ ସଦୃଢ କରି ପାରିବେ । ସେହିଥି ପାଇଁ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବାକୁ ସେମାନେ ସକ୍ଷମ ହୋଇନଥାନ୍ତି । ଶା-ରୀ-ରିକ ସଂ-ମ୍ପ-ର୍କ ରଖିବାର ଅନେକ କାରଣ ଥାଇ ପାରେ ଯେପରି ସଥୀ ଠାରୁ ଦୂରେଇ ରହିବା ଯୈ-ନ ଇଚ୍ଛା ଅଭାବ ଇତ୍ୟାଦି । ହେଲେ କଣ ଆପଣ ଜାଣନ୍ତି କି ଆପଣ ମାନେ ଦିର୍ଘ ସମୟ ପର୍ଯ୍ୟନ୍ତ ଶା-ରୀ-ରିକ ସଂ-ମ୍ପ-ର୍କ ନଖିବେ ତେବେ ଶରୀର ଉପରେ ଏହାର କଣ ପ୍ରଭାବ ପଡେ । ଯଦି ଆପଣ ମାନେ ଏହି ବିଷୟ ରେ ନଜାଣନ୍ତି । ତେବେ ଆମେ ଆପଣ ମାନଙ୍କୁ ଜଣେଇବୁ ଏ ବିଷୟ ରେ ।
1. ପିରିୟଡ଼ ସମୟରେ ପ୍ରବଳ ଯନ୍ତ୍ରଣା ହେବା : ଯୈ-ନ ସ-ମ୍ପର୍କର ଅଭାବ ହେତୁ, ଋତୁସ୍ରାବରେ ମହିଳାମାନଙ୍କର କ୍ଷେତ୍ରରେ ଅଧିକ ସମସ୍ୟା ଦେଖାଯାଇଥାଏ। ଯଦି ଆପଣ ଶା-ରୀ-ରିକ ସଂ-ମ୍ପ-ର୍କ ନ ରଖନ୍ତି ତେବେ ପିରିୟଡ ସମୟରେ ଯୈ-ନାଙ୍ଗ ଓ ପେଟ କାମୁଡି ହେଲା ପରି ଅନୁଭବ ହେବ।
2. ଦୁର୍ବଳ ଇମ୍ୟୁନିଟି ସିଷ୍ଟମ : ଶା-ରୀ-ରିକ ସଂ-ମ୍ପ-ର୍କ ଅଭାବରେ ଆପଣ ମାନଙ୍କ ଇମ୍ୟୁନିଟି ସିଷ୍ଟମ କୁ ଦୂର୍ବଳ କରିପାରେ । ଯେଉଁଥି ପାଇଁ ଆପଣ ମାନେ ଅନେକ ସଂଙ୍କ୍ରମଣ ଏବଂ ଫ୍ଲୁ ମାଧ୍ୟରେ ଅଧିକ ଅସୁସ୍ଥ ହୋଇପାରନ୍ତି । ଏକ ଅଧ୍ୟୟନ ରୁ ଜଣା ପଡିଛି ଯେ ଯେଉଁ ମାନେ ନିୟମିତ ଭାବେ ଶା-ରୀ-ରିକ ସଂ-ମ୍ପ-ର୍କ ରଖନ୍ତି ସେମାନଙ୍କ ଲାଳ ରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ ।
3. ମହିଳାମାନଙ୍କର ଯୌ-ନାଙ୍ଗର ଅବନତି : ଶା-ରୀ-ରିକ ସଂ-ମ୍ପ-ର୍କ ଅଭାବ ହେତୁ ମହିଳା ଯୈ-ନାଙ୍ଗ ର ସ୍ୱାସ୍ଥ୍ୟ ହ୍ରାସ ପାଇପାରେ । ଏହିଥିରେ ରକ୍ତ ପ୍ରଭାବ ବାଧା ପ୍ରାପ୍ତ ହୋଇପାରେ ଏବଂ ପରବର୍ତି ସମୟ ରେ ମହିଳା ଙ୍କ ଯୈ-ନ ଉତ୍ସହର ହ୍ରାସ ଦେଖିବାକୁ ମିଳେ ।
4. ପୁରୁଷଙ୍କ କ୍ଷେତ୍ରର ହୃଦରୋଗ ଦେଖାଯାଏ : ଯଦି ଆପଣ ପୁରୁଷ ଆଉ ନିୟମିତ ଶା-ରୀ-ରିକ ସଂ-ମ୍ପ-ର୍କ ନ ରଖନ୍ତି ତେବେ ଆପଣଙ୍କ ହୃଦୟ ପ୍ରତି ବିପଦ ରହିଛି। ଆପଣ ଭବିଷ୍ୟତରେ ହୃଦଘାତରେ ପୀଡିତ ହେବାର ଆଶଙ୍କା ବଢିପାରେ। ଯୈ-ନ ସଂ-ମ୍ପ-ର୍କ ଏକ ପ୍ରକାର ବ୍ୟାୟାମ ପରି କାମ କରେ, ଯାହା ଶରୀରରେ ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନ ସ୍ତରକୁ ସନ୍ତୁଳିତ କରିଥାଏ । ଯାହାଦ୍ୱାରା ହୃଦଜନିତ ରୋଗ ହେବାର ଆଶଙ୍କା କମିଯାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।