ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଦିନ ରେ କିଏ ବା ଶୋଇବାକୁ ପସନ୍ଦ କରନ୍ତି ନାହିଁ ଏହା କହିପାରିବେ ନାହିଁ । ସମସ୍ତେ ଶୋଇବାକୁ ଭଲ ପାଆନ୍ତି । ସମସ୍ତଙ୍କର ଅଲଗା ପ୍ରକାରର ଶୋଇବାର ଅଭ୍ୟାସ ରହିଥାଏ । କେହି କୋଣ ରେ ଶୁଏ ତ ଆଉ କେହି ଶଯ୍ୟା ଉପରେ ଶୋଇଥାଏ । ସେମିତି ରେ ଅନେକ ଲୋକ ମାନେ ରହିଛନ୍ତି ଯେଉଁ ମାନେ କେବେ ବି ଏକାକି ଶୋଇବା ପାଇଁ ପସନ୍ଦ କରନ୍ତି ନାହିଁ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ମାନଙ୍କ ବିଷୟ ରେ କହିବୁ ଯେଉଁ ମାନେ ନିଜର ପାର୍ଟନର ଙ୍କ ସହିତ ଶୋଇବାକୁ ପସନ୍ଦ କରନ୍ତି ।
ତେବେ ଆପଣ ମାନଙ୍କୁ ବୈଜ୍ଞ୍ୟାନିକ ମାନଙ୍କ ମତରେ ଜଣେଇବା ତେବେ ଏହା ଏକ କୌତୁହଳପୂର୍ଣ୍ଣ ଅଟେ ଯେଉଁ ମାନେ ନିଜର ସାଥି ଙ୍କ ସହିତ ଶୋଇଥାନ୍ତି । ଏହି ଦିନ ରେ ଆମେରିକାର ଏକ ଅନୁସନ୍ଧାନକାରୀ ଟିମ୍ କହିଥିଲେ ଏହି କିଛି ଦିନ ତଳେ ଏକ ହଜାର ଦମ୍ପତୀ ଙ୍କୁ ନେଇ ଏକ ରିସର୍ଚ୍ଚ ହୋଇଥିଲା । ଯେଉଁଥିରେ 500 ଶହ ଏମିତି ଦମ୍ପତୀ ରହିଥିଲେ ଯେଉଁ ମାନେ ପସସ୍ପର ଆଲିଙ୍ଗନ କରି ଶୋଇଥାନ୍ତି । ଆଉ 500 ଶହ ଅଲଗା ହୋଇ ଶୋଉଥିଲେ ।
ତେବେ ଏହିଥିରୁ ଏମିତି କିଛି ରିପୋର୍ଟ ବାହାରିଥିଲା ଜାହା ବର୍ତମାନ ସମୟ ରେ ଚକିତ କରିଛି । ତେବେ ମିଳିଥିଲା ସୂଚନା ଅନୁସାରେ ଯେଉଁ ଲୋକ ମାନେ ଯେଉଁ ଦମ୍ପତି ପରସ୍ପର ସହିତ ଶୋଇଥା’ନ୍ତି, ସେମାନେ ଶାରୀରିକ ଏବଂ ମାନସିକ ସ୍ତରରେ ଅତ୍ୟନ୍ତ ସୁସ୍ଥ ଅଟନ୍ତି । ଆଉ ଯେଉଁ ମାନେ ଦୂରେଇ ଶୋଇଥାନ୍ତି ସେମାନେ କୈଣସି ମାନଶୀକ ରୋଗ ସହିତ ଘେରି ରହିଛନ୍ତି ।