ନିଜ ମହିଳା ସାଥୀକୁ ଚରମତୃପ୍ତିରେ ପହଞ୍ଚାଇବେ କିପରି , ଜାଣନ୍ତୁ ଉଚିତ ତରିକା

loves

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶା-ରି-ରୀ-କ ସଂ-ମ୍ପ-ର୍କ ରେ ମହିଳା ମାନେ ଅସନ୍ତୁଷ୍ଟ ରହିବା ପଛରେ କଣ କାରଣ ରହିଛି । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ସାଧାରଣ ଜିବନ ରେ ଟିକିଏ ଖୁସୀ ପାଇବା ପାଇଁ ପାର୍ଟନର ଙ୍କ ସହିତ ଶା-ରି-ରୀ-କ ସଂ-ମ୍ପ-ର୍କ ରଖିବା ନିହାତି ଆବଶ୍ୟକ ହୋଇ ଥାଏ । ହେଲେ ଏହି ସଂ-ମ୍ପ-ର୍କ ବେଳେ ଅଧିକାଂଶ ପୁରୁଷ ମାନେ ନିଜର ମହିଳା ସାଥି ଙ୍କ ଇଚ୍ଛା ପସନ୍ଦ ଏବଂ ନା ପସନ୍ଦ ଉପରେ ଧ୍ୟାନ ଦିଅନ୍ତି ନାହିଁ । ଜାହାକି ସେମାନଙ୍କ ଚରମ ତୃପ୍ତି ରେ ବ୍ୟଘାତ ସୃଷ୍ଟି ହେବାର କାରଣ ହୋଇ ଥାଏ ।

ଆପଣ ମାନଙ୍କୁ ଜାଣିବା ଦରକାର ସବୁ ସମୟ ରେ ଆପଣଙ୍କ ସହିତ ବି ଆପଣଙ୍କ ପାର୍ଟନର ଙ୍କୁ ବି ଚରମ ତୃପ୍ତି ପର୍ଯ୍ୟନ୍ତ ପହଁଚେଇବା ଜରୁରୀ ଅଟେ । ଜାହା ଦ୍ୱାରା ସେ ବି ସେତିକି ମଜା ଉଠେଇ ପରିବ । ତେବେ ଏକ ରିସର୍ଚ୍ଚ ରୁ ଜଣା ପଡିଛି କି ଅଧିକାଂଶ ମହିଳା ମାନେ ଚରମ ତୃପ୍ତି ରୁ ବଞ୍ଚିତ ହୋଇ ଥାନ୍ତି । ଏହାର ସବୁଠୁ ବଡ କାରଣ ହେଲା ତାଙ୍କ ପୁରୁଷ ସାଥି ଙ୍କ ଅପାରଗତା । ଏବଂ ସ୍ୱାର୍ଥ ପରତା ମନ ଭାବ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏହିଥି ପାଇଁ କିଛି ଟ୍ରୀକ୍ ଦେବୁ ଯେଉଁଥି ପାଇଁ ଆପଣ ମାନେ ଜାଣି ପାରିବେ କି ଆପଣ ମାନଙ୍କ ସାଥୀ ଙ୍କୁ କେମିତି ଚରମ ତୃପ୍ତି ଯାଏ ପହଁଚେଇ ପାରିବେ ।

love

ପ୍ରଥମେ ହେଲା ଆରମ କରନ୍ତୁ ଆପଣ ମାନଙ୍କୁ ଏହି ସଂ-ମ୍ପ-ର୍କ ସ୍ଥାପନା ବେଳେ କିଛି ବ୍ୟବଧାନ ରେ ଆରାମ କରିବା ଦରକାର । ମାନେ ଆପଣ ମାନେ ଯେତେ ବେଳେ ପାଣି ରେ ବୁଡି ରୁହନ୍ତି ତେବେ ତା କିଛି ସମୟ ପରେ ଆପଣ ମାନଙ୍କୁ ନଶ୍ୱାସ ନେବା ପାଇଁ ପାଣି ଉପର କୁ ଆସିବା ପାଇଁ ପଡେ ସେହି ପରି ଭାବେ ଏଠାରେ କରିବା ପାଇଁ ପଡିବ । ଏମିତି ହେଲେ ନଷ୍ଟ ହୋଇ ଥିବା ଶକ୍ତି ଆପଣ ମାନଙ୍କର ଏକତ୍ରୀତ ହୋଇ ଯାଏ ।

ସେହି ପରି ଦୁଇ ରେ ଆସନ ପରିବର୍ତନ କରିବା ବହୁତ ଲୋକ ମାନେ ରହି ଥିବେ ପ୍ରତି ଦିନ ଗୋଟିଏ ପ୍ରକାରର ଆସନ ରେ କରି ଥାନ୍ତି ହେଲେ ଏହା ସଂମ୍ପର୍ଣ୍ଣ ଭୁଲ ଅଟେ ଆପଣ ମାନଙ୍କୁ ପ୍ରତି ଦିନ ଭିନ୍ନ ଭିନ୍ନ ଆସନ ରେ ଏହାକୁ କରିବା ଆବଶ୍ୟକ ଅଟେ । ଜାହା ଫଳ ରେ ଆପଣଙ୍କୁ ଏବଂ ପାର୍ଟନର ଙ୍କୁ ମଜା ଆସିବ ।

loves

ତିନି ନମ୍ବର ରେ ଆପଣ ମାନେ ଶିଘ୍ର ଶିଘ୍ର କିଛି ବି କରନ୍ତୁ ନାହିଁ । ଯଦି ଆପଣ ମାନେ ଯୈ-ନ ମିଳନ ସମୟ ରେ ତରବର ହୋଇ ଥାନ୍ତି ତେବେ ଆପଣ ମାନଙ୍କୁ କିଛି ମଜା ଆସି ନ ଥାଏ ଏମିତି ହେଲେ ଆପଣ ମାନଙ୍କ ସଂମ୍ପର୍ଣ୍ଣତା ରେ ଅଧୁରା ପଣ ଭରି ଯାଏ । ଏମିତି ରେ ଆପଣ ମାନଙ୍କୁ ସବୁ ବେଳେ ସମୟ ଦେଇ ଏହି ପ୍ରେମ ସଂମ୍ପର୍କ କୁ କରିବା ପାଇଁ ପଡିବ ଜାହା ଦ୍ୱାରା ଆପଣ ମାନେ ଚରମ ତୃପ୍ତି ଏବଂ ଆପଣ ଙ୍କ ପାର୍ଟନର ବି ତରମ ତୃପ୍ତି ଯାଏ ପହଁଚି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *