SBI ରେ ଆକାଉଣ୍ଟ ଥିଲେ ମିଳିବ 2 ଲକ୍ଷ ଜାଣନ୍ତୁ କେମିତି ।

sbi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଶର ବୃହତମ ବ୍ୟାଙ୍କ୍ SBI ଗ୍ରାହାକ ଙ୍କୁ ବଡ ଖୁସୀ ଖବର ଦେଉଛି । ଗ୍ରାହାକଙ୍କୁ ମାଗଣା ରେ 2 ଲକ୍ଷ ଟଙ୍କା ଲାଭ ପ୍ରଦାନ କରାଜାଉଛି SBI ଏହାର ଲାଭ କୋଟି କୋଟି ଦୂର୍ବଳ ବର୍ଗର ଲୋକ ମାନଙ୍କ ନିକଟରେ ପହଁଚୁଛି । ତେବେ ଆସନ୍ତୁ ଏହି ବିଷୟ ରେ କଣ ରହିଛି ସଂମ୍ପର୍ଣ୍ଣ ଖବର ଯଦି ଆପଣ ମାନଙ୍କ ପାଖରେ SBI ର ଏକାଉଣ୍ଟ ରହିଛି ତେବେ ଆପଣ ମାନେ ବି 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେନିଫିଟ ଉଠେଇ ପାରିବେ । ଏବଂ ଏହା ମଧ୍ୟ ମାଗଣା ରେ ମିଳୁଛି ।

ରୁପେ , ଡେବିଟ କାର୍ଡ ବ୍ୟବହାର କରି ସମସ୍ତ ଜନଧନ ଏକାଉଣ୍ଟ ଧାରୀ ଙ୍କୁ 2 ଲକ୍ଷ ଟଙ୍କା ଯାଏ ମାଗଣା ଏକ୍ସିଡେଣ୍ଟାର କଭର ପ୍ରଦାନ କରୁଛି । ଆସନ୍ତୁ ଜାଣିନେବା ଏହାର କିଛି ନିୟମ SBI ର ନିଜର ଗ୍ରାହାକ ଙ୍କୁ ଜନଧନ ଏକାଉଣ୍ଟ ଖୋଲିବାର ଅବଧି ଅନୁଯାୟୀ ବୀମା ରାଶି ସ୍ଥିର କରିବ 28 ଅଗଷ୍ଟ 2018 ପର୍ଯ୍ୟନ୍ତ ଖୋଲାଜାଇ ଥିବା ପ୍ରଧାନ ମନ୍ତ୍ରୀ ଜନଧନ ଯୋଜନା ଏକାଉଣ୍ଟ ପାଇଁ ଏକ ନିର୍ଦ୍ଧଶନାମା ଜାରି କରାଜାଇଛି ।

Jan Dhan account

ଜାହା ଅଧିନ ରେ ରୁପେ କାର୍ଡ ଉପରେ 1 ଲକ୍ଷ ଟଙ୍କା ବୀମା ରାଶି ଦିଆଯିବ । ସେହି ପରି 28 ଅଗଷ୍ଟ 2018 ପରେ ଦିଆଜାଇଥିବା ରୁପେ କାର୍ଡରେ 2 ଲକ୍ଷ ଯାଏ ଏକ୍ସିଡେଣ୍ଟାଲ କଭର ଦିଆଯିବ । ତେବେ ଏବେ ଆସନ୍ତୁ ଜାଣିନେବା ଆପଣ ମାନେ କେମିତି ଏହାର ଲାଭ ପାଇ ପାରିବେ । ତେବେ ଏହି ଜନଧନ ଖାତା ଧାରୀ ଙ୍କୁ ଏହି ଏକ୍ସିଡେଣ୍ଟାଲ ଲାଭ ସେତେ ବେଳେ ମିଳିବ ଯେବେ ବୀମା ଭୁକ୍ତ ବ୍ୟକ୍ତିଙ୍କର ଦୂର୍ଘଟଣା ହେବାର 90 ଦିନ ପୂର୍ବରୁ ଇଣ୍ଟ୍ରା କିମ୍ବା ଇଣ୍ଟର ବ୍ୟାଙ୍କ୍ ରେ ସଫଳ ଆର୍ଥିକ କିମ୍ବା ଅଣ ଆର୍ଥିକ କାରବାର କରିଥିବେ ।

ତେବେ ଏହି ବୀମା ପାଇବା ପାଇଁ ଆପଣ ମାନଙ୍କୁ ବୀମା ଫର୍ମ , ମୃତ୍ୟୁ ପ୍ରୟପତ୍ର , ତିନିରେ ହେଲା କାର୍ଡ ଧାରୀ ଙ୍କ ନାମାଙ୍କିତ ବ୍ୟକ୍ତିର ଆଧାର । ତେବେ ସେହିପରି ଯଦି ମୃତ୍ୟୁ କିଛି ଅନ୍ୟ କାରଣ ପାଇଁ ହୋଇଛି ତେବେ ରାସାୟନିକ ବିଶେଷଜ୍ଞ୍ୟ ଏବଂ AFSL ରିପୋର୍ଟ ସହିତ ପୋଷ୍ଟମଟମ ର କପି ଜରୁରୀ ଅଟେ । ତେବେ ଆପଣ ମାନଙ୍କର SBI ରେ ଜନ ଧନ ଏକାଉଣ୍ଟ ରହିଛି ତେବେ ଆପଣ ମାନଙ୍କର ଏମିତି କିଛି ସିଚ୍ୟୁଏସନ ଆସିଲେ ଆପଣ ମାନେ ଏହି ବୀମା ର ଲାଭ ଉଠେଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *