ଜାଣନ୍ତୁ କ୍ରିକେଟର ମାନେ କିଏ କେତେ ଟଙ୍କା ଦରମା ପାଅନ୍ତି?

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ କଣ ଏହି କଥା କୁ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ଭାରତୀୟ କ୍ରିକେଟର ଦଳର ଖେଳାଳୀ ମାନଙ୍କ ଦରମା କେତେ । ଯଦି ନାହିଁ ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି କାହାର କେତେ ଦରମା । ତେବେ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ଯଦି ଆମେ ସର୍ବ ପ୍ରଥମର କଥା କହିବା ନିଶ୍ଚିତ ଭାବେ ରୋହିତ ଶର୍ମା ଏହି ଖେଳାଳଲିଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଚିହ୍ନୀ ଥିବେ । ବର୍ତମାନ ସମୟରେ ଏଲାଉନ୍ସ ହୋଇ ଥିବା ବାର୍ଷିକ ଆୟ ମଧ୍ୟରୁ ରୋହିତ୍ ଶର୍ମା ଙ୍କ ବାର୍ଷିକ ଆୟ ହେଲା 7 କୋଟି ଟଙ୍କା ଏବଂ ଦ୍ୱତୀୟ ରେ ବିରାଟ କୋହଲୀ ରହିଛନ୍ତି । ତାଙ୍କର ବି ବାର୍ଷିକ ଆୟ ହେଲା 7 କୋଟି ଟଙ୍କା ।

rohit-shar

ସେହି ପରି ଭାବେ ଏମାନଙ୍କ ପାଛରେ ରହିଛନ୍ତି । ସେଖର ଦ୍ଧାୱନ ତାଙ୍କର ଆୟ ହେଉଛି 5 କୋଟି । କେଏଲ ରାହୁଲ ଙ୍କର ଆୟ ହେଲା 3 କୋଟି ଟଙ୍କା । ଯଦି ଏଠାରେ ମାହୀ ମାନେ ଧୋନୀ ଙ୍କ କଥା କହିବୁ । ତେବେ ତାଙ୍କର ଆୟ ହେଲା 5 କୋଟି ।

ସେହି ପରି ଭାବେ ଜସ୍ପ୍ରୀତ ବୁମରା ଙ୍କ କଥା କହିଲେ ତାଙ୍କର ଆୟ ଧୋନୀ ଙ୍କ ଠାରୁ ମଧ୍ୟ ଅଧିକ ରହିଛି । 7 କୋଟି ଟଙ୍କା । ଜାଡେଜା ଏବଂ କେଦାର ଙ୍କର 4 କୋଟି ଟଙ୍କା ରହିଛି । ଭୁବନେଶ୍ୱର କୁମାର ଙ୍କ ଦରମା ହେଉଛି 5 କୋଟି ଟଙ୍କା । ଚାହଲଙ୍କ ଆୟ ବିଷୟରେ କହିବା ତେବେ ତାଙ୍କର ଆୟ ହେଲା 3 କୋଟି ଟଙ୍କା ।

ms-dhonii

ସେହି ପରି ବେଳେ ଗତ ବର୍ଷ ରେ ହୋଇ ଥିବା ବିଶ୍ୱକପ୍ ରେ ଧୋନୀ ଟିମ୍ କୁ ଆଗକୁ ସଠିକ୍ ଭାବେ ବଢି ପାରି ନ ଥିବା ବେଳେ ତାଙ୍କର ଆୟ କୁ ଘଟେଇ ଦିଆ ଜାଇ ଥିବା ର ଦେଖିବା ପାଇଁ ମିଳିଛି । ତେବେ ଭାରତୀୟ ଦଳ ର ପୂର୍ବ କ୍ୟାପଟେନ୍ ଭୀବେ ସେ 7 କୋଟି ଟଙ୍କା ନେଉ ଥିବା ବେଳେ ଏବେ ତାଙ୍କର ଆୟ କୁ 2 କୋଟି ହ୍ରାସ କରା ଜାଇ ଥିବାର ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *