ସାବିତ୍ରୀ ଅମାବାସ୍ୟା ର ଦୁର୍ଲଭ Sanjoga ହେତୁ ଏହି ୫ଟି ରାଶି ମାନଙ୍କ ଉପରେ ହେବ ଧନର ପ୍ରାପ୍ତି,ଏହି ଦିନରୁ ଖୁସି ଦିନ ଗଣିବା ଆରମ୍ଭ ହେଇଯିବ ।

Sabitri Amavasya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାବିତ୍ରୀ ଅମାବାସ୍ୟା ଏହା ମହିଳା ମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ କେବଳ ମହିଳା ମାନଙ୍କ ପାଇଁ ନୁହେଁ ଏହି ଦିନ ଏପରି ଏକ ସଂଯୋଗ ଘଟୁଛି ଯାହା କିଛି ରାଶି ଙ୍କ ଉପରେ ଅତ୍ୟନ୍ତ ଶୁଭ ଫଳ ପକାଇବାକୁ ଯାଉଛି। ବର୍ତ୍ତମାନ ସମୟରେ ମନୁଷ୍ୟ ତାର ଜୀବନରେ ସମସ୍ତ ସୁଖ ସମୃଦ୍ଧି ପାଇବା ପାଇଁ ଚେଷ୍ଟା କରୁଛି ବାସ୍ତବରେ ମନୁଷ୍ୟ ଜୀବନରେ ସୁଖ ଏବଂ ଦୁଃଖ ତାର ଗ୍ରହ ମାନଙ୍କ ଚଳନ ଉପରେ ନିର୍ଭର କରେ କାରଣ ଗ୍ରହ ମାନଙ୍କ ଚଳନ ଦ୍ଵାରା ହିଁ 12 ଗୋଟି ରାଶି ମାନଙ୍କ ଉପରେ ପ୍ରଭାବ ପଡିଥାଏ।

ତେବେ ଆଗକୁ ଆସୁଥିବା ସାବିତ୍ରୀ ଅମାବାସ୍ୟା ଦିନ ଅନେକ ସମୟ ପରେ ଗ୍ରହ ମାନଙ୍କ ଗତି ପଥରେ ଏପରି ଚଳନ କାରଣରୁ କିଛି ରାଶି ମାନଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ। ଗ୍ରହ ମାନଙ୍କ ଚଳନ ଦ୍ଵାରା ଯେଉଁ ରାଶି ମାନଙ୍କ ଉପରେ ପ୍ରଭାବ ପଡ଼ିବ ସେଥି ମଧ୍ୟରୁ ପ୍ରଥମ ରାଶି ହେଉଛି ।

astrolog

ମେଷ ରାଶି : ଏହି ସାବିତ୍ରୀ ଅମାବାସ୍ୟା ପୂର୍ବରୁ ଏହି ରାଶି ମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଛି। ଏମାନଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ଜୀବନ ସାଥିଙ୍କ ସହଯୋଗ ମଧ୍ୟ ମିଳିବ। ଏହି ରାଶି ର ଲୋକ ପୁରୁଣା ରୋଗରୁ ଉପଶମ ମିଳିବ ଏବଂ ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ।

ବୃଷ ରାଶି : ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଆଗକୁ ଆସୁଥିବା ସମୟ ସୁଖମୟ ହେବା ପାଇଁ ଯାଉଛି। ପରିବାର ଲୋକଙ୍କ ଠାରୁ ଖୁସି ଖବର ମିଳିବ ଏବଂ ଧନ ପ୍ରାପ୍ତିର ଯୋଗ ରହୁଛି। ବିଦେଶରେ ରହୁଥିବା ଲୋକଙ୍କ ଠାରୁ ଖୁସି ଖବର ମିଳିବ ।

ତୁଳା ରାଶି : ସାବିତ୍ରୀ ଅମାବାସ୍ୟା ପୂର୍ବରୁ ଏହି ରାଶିର ଲୋକମାନଙ୍କ ଉପରେ ଭଗବାନଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଶୁଭ ସମ୍ବାଦ ପ୍ରାପ୍ତି ହେବ ଏବଂ ଆର୍ଥିକ ସମସ୍ୟା ଦୂର ହେବ ।

Astrology

ଧନୁ ରାଶି : ସାବିତ୍ରୀ ଅମାବାସ୍ୟା ପୂର୍ବରୁ ଏହି ରାଶର ଲୋକମାନଙ୍କ ଭାଗ୍ୟ ଅତ୍ୟନ୍ତ ଶୁଭ ରହିଛି । ଏହି ରାଶି ଥିବା ବ୍ୟକ୍ତି ମାନଙ୍କୁ ସଫଳତା ମିଳିବ । ଚାକିରି ଖୋଜୁଥିବା ବ୍ୟକ୍ତି ମାନଙ୍କୁ ଚାକିରି ମିଳିବ। ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବ ଏବଂ ଆପଣଙ୍କ ପରିବାରରୁ ଆପଣଙ୍କୁ ସହଯୋଗ ମିଳିବ।

ମକର ରାଶି : ଏହି ରାଶି ଥିବା ବ୍ୟକ୍ତି ମାନଙ୍କୁ ଅଚାନକ ଭାବରେ ଧନ ପ୍ରାପ୍ତିର ଯୋଗ ରହୁଛି। ପରିବାରର ଲୋକ ମାନଙ୍କ ସହଯୋଗ ମିଳିବା ପାଇଁ ଯାଉଛି । କଠିନ ପରିଶ୍ରମ କାରଣରୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଚାକିରୀରେ ପଦୋନ୍ନତି ହେବା ସହ ଆପଣଙ୍କ ଦରମା ମଧ୍ୟ ବୃଦ୍ଧି ହେବ। ମାତା ପିତାଙ୍କ ମଧ୍ୟ ସାହାଯ୍ୟ ମିଳିବ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *