(ସେ-କ୍ସ) କରିବା ସମୟରେ ଏହି (୫ଟି ଭୁଲ) କରନ୍ତୁ ନାହିଁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବା ସମୟ ରେ ଆପଣ ମାନେ କେଉଁ ସବୁ ଭୁଲ କରିବେ ନାହିଁ ଏବଂ ଆପଣ ମାନେ ଯଦି ଏମିତି ଭୁଲ କରିବେ ତେବେ ଆପଣ ମାନଙ୍କୁ ଶାନ୍ତି ଲାଗିବ ନାହିଁ , କି ଆପଣ ମାନଙ୍କ ଗାର୍ଲ ଫ୍ରେଣ୍ଡ ବି ସନ୍ତୁଷ୍ଟ ହେବେ ନାହିଁ । ତେବେ ଆସନ୍ତୁ ଜାଣି ନେବା ସେହି ବିଷୟ ରେ ସାଧାରଣ ଭାବେ ବହୁତ ସମୟ ରେ ପୁରୁଷ ମାନଙ୍କୁ ଏହି ସବୁ ଭଲ ପାଇଁ ମହିଳା ମାନେ ସଠିକ୍ ଭାବେ ଏହି ସଂ-ମ୍ପର୍କ ର ମଜା ଉଠେଇ ପାରନ୍ତି ନାହିଁ , ଜାହା ଫଳ ରେ ସେମାନଙ୍କୁ ସନ୍ତୁଷ୍ଟି ବି ମିଳେ ନାହିଁ ।

ପ୍ରଥମେ ଜାହା ରହିଛି ଜଲ୍ଦି ଘୋଡା ଚଢିବା ଯେମିତି କି ଆପଣ ମାନେ ଆରମ୍ଭ ରୁ ହିଁ ଘୋଡା ଚଢିବାରେ ମନ ଲଗାନ୍ତୁ ନାହିଁ ବରଂ ଆପଣ ମାନେ ତାଙ୍କୁ ଉତ୍ତେଜିତ କରିବା ପାଇଁ ଚେଷ୍ଟା କରନ୍ତୁ ତାଙ୍କର ବିଭିନ୍ନ ଅଙ୍ଗ ସହିତ ଖେଳନ୍ତୁ ,ଏମିତି କରିଲେ ତାଙ୍କର କାମନା ବି ବୃଦ୍ଧି ପାଏ, ଏବଂ ଆପଣ ମାନେ ପରେ ଯେତେ ବେଳେ ଘୋ଼ଡା ଚଢନ୍ତି ତେବେ ଆପଣ ମାନଙ୍କୁ ବହୁତ ଆନନ୍ଦ ବି ଆସେ , ଏବଂ ଆପଣ ମାନେ ଏଠାରେ ଶୈଳି ର ପ୍ରୟୋଗ ରେ ବିଭିନ୍ନ ଭାବେ ଏହି ଘୋଡା କୁ ଚଢିବା ପାଇଁ ଚେଷ୍ଟା କରନ୍ତୁ ।

loves

ସେହି ପରି ଯେବେ ବି ଆପଣ ଭାବନ୍ତି କି ଆପଣ ଆଜି ନିଜ ସାଥି ଙ୍କ ସହିତ ଅଧିକ ଘୋଡା ଚଢିବେ ବୋଲି ସେମିତି ବେଳେ ଆପଣ ମାନେ ଅଧିକ ଭାବିଲେ କଣ ହେବ ନା ଆପଣ ମାନେ ଅଧିକ ଡିଶ୍ଚାର୍ଜ୍ ହୋଇ ଯିବେ ,ଏବଂ ଆପଣ ମାନଙ୍କ ଶକ୍ତି ସରି ଯିବ ।

ସେହି ପରି ପରବର୍ତୀ ଜିନିଷ ଟି ଆପଣ ମାନେ କରିବେ ନାହିଁ ଜାହା ହେଲା ଆପଣ ମାନେ ସିଗାରେଟ୍ ବା ମଦ୍ୟ ପାନ କରିବେ ନାହିଁ , ସେମିତି ରେ ଆପଣ ମାନେ ଯଦି ଚାହାଁନ୍ତି ଆପଣ ମାନଙ୍କ ସାଥି ଙ୍କ ସହିତ ଆପଣ ମାନଙ୍କ ଘୋଡା ବହୁତ ସମୟ ଯାଏ ଦୈଡୁ ବୋଲି ତେବେ ଆପଣ ମାନେ ଆଲକହଲ୍ ବା ଧୂମପାନ ଭଳି ଜିନିଷ ଠାରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ରୁହନ୍ତୁ ,ଏମିତି କରିଲେ ଆପଣ ମାନଙ୍କ ଶକ୍ତି ବୃଦ୍ଧି ହେବା ସହିତ ଆପଣ ମାନଙ୍କ ସଂ-ମ୍ପର୍କ ରଖିବାର ସମୟ ବଢି ଥାଏ ସେହି ପରି ଚୁପ୍ ରହିବା ବି ସେମିତି ଗୋଟିଏ ପ୍ରସେସ୍ ଜାହା ଶା-ରୀ-ରିକ ସଂ-ମ୍ପ-ର୍କ ସମୟ ରେ କେବେ ବି କରିବା କଥା ନୁହେଁଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *