କଣ ସତରେ ଦ୍ୱୀତିୟ ବିବାହ କଲେ ହିରୋ ଅମ୍ଳାନ । ସୋସିଆଲ ମିଡିଆ ଭାଇରାଲ ଫଟୋର ସତ୍ୟତା ଜାଣନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଦ୍ୱୀତିୟ ବିବାହ କରିଲେ ଅମ୍ଲାନ ଦାସ ତେବେ ଅମ୍ଲାନ ଙ୍କୁ ତ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ ସେ ମୀହିର ଦାସ ଙ୍କ ବଡ ପୁଅ ଅମ୍ଲାନ ବା ଓଲିଉଡ ର ଲୋକପ୍ରିୟ ହିରୋ ଅମ୍ଲାନ ଦାସ କଣ ସତରେ ତାଙ୍କର ପତ୍ନୀ ଭୂମିକା ଙ୍କୁ ଛାଡି ସେ ଦ୍ୱତୀୟ ବିବାହ କରଛନ୍ତି ।

Amlan

ତେବେ ଅମ୍ଲାନ ବିବାହ ତ କରିଛନ୍ତି ହେଲେ ସେ ସତସତିକା ବିବାହ କରିନାହାଁନ୍ତି ବରଂ ଏହା ଏକ ସିନେମା ର ଦୃଶ୍ୟ ଅଟେ । ସିନେମା ର ଅମ୍ଲାନ ମିଛି ମିଛିକା ବିବାହ କରିଛନ୍ତି ହେଲେ ଏହି ଫୋଟ କୁ ନେଇ ସମସ୍ତେ ଭାବୁଛନ୍ତି ଅମ୍ଲାନ ବିବାହ କରିଛନ୍ତି ବୋଲି ।

ଦ୍ୱତୀୟ ବିବାହ କରିଛନ୍ତି ଅମ୍ଲାନ ଦାସ ଜାହା ସୋସିଆଲ ମିଡିଆ ରେ ବର୍ତମାନ ଭାଇରଲ ହେବାରେ ଲାଗିଛି । ତେବେ ନାହିଁ ଆଜ୍ଞ୍ୟା ଏହା ସଂମ୍ପର୍ଣ୍ଣ ରୂପେ ଭୁଲ ଅମ୍ଲାନ ଦାସ ତାଙ୍କ ପରିବାର ରେ ବହୁତ ଖୁସୀ ରହିଛନ୍ତି ଏବଂ ସେ ନିଜର ପତ୍ନୀ ଭୂମିକା ଙ୍କ ସହିତ ରହିଛନ୍ତି । ଏହା ହେଉଛି ଗୋଟିଏ ଫିଲ୍ମ ସୁଟିଂ ସେଟ ର ଦୃଶ୍ୟ ଯେଉଁଥିରେ କି ଅମ୍ଲାନ ବିବାହ ବେଶରେ ବା ବର ବେଶରେ ନଜର ଆସୁଛନ୍ତି ।

Amlan das

ତେବେ ଆପଣ ମାନେ ବହୁତ ଶୀଘ୍ର ଅମ୍ଲାନ ଙ୍କର ଏକ ନୂଆ ଫିଲ୍ମ ଦେଖିବାକୁ ପାଇବେ ଏବଂ ଆପଣ ମାନଙ୍କୁ ହିରୋ ଅମ୍ଲାନ କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *