ପସନ୍ଦ କରନ୍ତୁ ନିଜର ( ଜନ୍ମ ବର୍ଷ ) – ଆଉ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ

future

ସାଧାରଣତଃ ମନୁଷ୍ୟ ତା ଜୀବନ କାଳ ମଧ୍ୟରେ ଅନେକ ଉତ୍ସବ ପାଳନ କରିଥାଏ ଏବଂ ସେ ଜାଣିନଥାଏ ଏକି ମୋର ଏ ଉତ୍ସବ ମୋପାଇିଁ କେତେ ଉପକାର ହୋଇପାରେ । ମନୁଷ୍ୟ ସବୁବେଳେ ନିଜର ଜନ୍ମ ବାର୍ଷିକ ପାଳନ କରିଆସେ । ଜନ୍ମବାର୍ଷିକ ପାଳନ କରିବା ଏହା ଏକ ଅପରାଧ ନୁହେଁ କିନ୍ତୁ ଅପରାଧ କାହାକୁ କୁହାଯାଏ ଯେଉଁଥିରେ ଆପଣ ନିଜକୁ କିଛି ଅନୈତିକ କାର୍ଯକଳାପ କରିଥାନ୍ତି ଯାହା ସମାଜ ଜାତି ଦେଶ ଓ ସଂସ୍କୃତି ନିମନ୍ତେ କଳଙ୍କିତ ହୋଇଥାଏ । କହିବାର ତାତ୍ପର୍ଯ୍ୟ ଏହିକି ଯେ ମନୁଷ୍ୟର ଯଦି ନିଜକୁ ଉଚିତ୍ ମାର୍ଗରେ ପଥଚିତ ହେବ ତେବେ ଭଗବାନ ସନ୍ତୁଷ୍ଟ ହେବା ସହ ନିଜ ଜୀବନଟା ଏକ ସୁଖମୟ ସାଗର ମଧ୍ୟରେ ଭରିହୋଇଯିବ ।

କିନ୍ତୁ ଏ କଳିଯୁଗର ମଣିଷ କେବେହେଲେ ପରିବର୍ତ୍ତିତର ରୂପ ଧାରଣ କରିବାରେ ଅସଫଳ ହେଉଛନ୍ତି । ସବୁବେଳେ ମଣିଷ ମଧ୍ୟରେ କିଛି ନୈତିକ ଆଧ୍ୟାତ୍ମିକ ଗୁଣ ରହିବା ଦରକାରଏସବୁ ଗୁଣ ରହିବା ଫଳରେ ମନୁଷ୍ୟର ଅନ୍ତନିହିତ ଆଚରଣ ଗୁଡିକ ପରିମାର୍ଜିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମନୁଷ୍ୟ ନିଜେ ନିଜକୁ ପରିବର୍ତ୍ତନ ନ କରି କିପରି ନିଜ ଭବିଷ୍ୟତର ମାର୍ଗକୁ ସୁଧାରୁଛି ଏବଂ ନିଜ ଜନ୍ମଉତ୍ସବପାଳନ କରୁଛି । ସାଧାରଣ କହିବାକୁ ଗଲେ ଅତୀତ କୁ ଯଦି ଉନ୍ମଚୋନା କରାଯାଏ ତେବେ ସେତେବେଳର ମଣିଷ ଭିନ୍ନ ପ୍ରକାର ଥିଲେ । ସେମାନେ ନିଷ୍କପଟ ସାଧାରଣ ମନୁଷ୍ୟ ଥିଲେ ଏବଂ ଅନ୍ୟାୟ ଓ ଅତ୍ୟାଚାର ଶୋଷଣ ରୁ ନିବୃର୍ତ୍ତ ରହୁଥିଲେ ।

ସେମାନେ ଜୀବନ କୁ ଏକ ସତ୍ୟ ଓ ଅହିଂସା ର ମାର୍ଗରେ ପରିଚାଳିତ କରି ଜୀବନ ର୍ନିବାହ କରୁଥିଲେ ଏବଂ ପ୍ରାକୃତିକ ସୌନ୍ଦଯ୍ୟ ପରିବେଶ କୁ ନେଇ ଭବିଷ୍ୟତର କଥା ଚିନ୍ତା କରୁଥିଲେ । କିନ୍ତୁ ଏ ଆଧୁନିକ ଯୁଗର ମଣିଷଙ୍କ ନିକଟରେ ଭରିଦେଇଛି ହିଂସାର ସାରର୍ସମ ।ଏହି କାରଣରୁ ଆପଣ ସମସ୍ତଙ୍କ ଉପରେ ବିଶ୍ୱାସ କରିଦିଅନ୍ତି । ହେଲେ ଏହି ପୋଷ୍ଟରେ ଆମେ ଆପଣଙ୍କୁ ଅପଣଙ୍କର ଜନ୍ମ ବର୍ଷ ଅନୁସାରେ ଆପଣଙ୍କ ସ୍ବଭାବ କିପରି , ସେ ବିଷୟରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା

Singapore man

ଜନ୍ମ ବର୍ଷ 1970 ରୁ 80 ମଧ୍ୟରେ ଥିବା ଲୋକ –  ଏମାନେ ସ୍ବଭାବରୁ ପଜେଟିଭ ଥାଆନ୍ତି । ଆପଣ ନିଜ ହସ ମୁଖା ଯୋଗୁ ନିଜ ସାଙ୍ଗ ମାନଙ୍କ ସହ ଭଲରେ ରହିଥାନ୍ତି । ଏହି ମସିହା ମଧ୍ୟରେ ଜନ୍ମ ହୋଇଥିବା ଲୋକ ନିଷ୍କପଟ ହୋଇଥାନ୍ତି । ଅନ୍ୟକୁ ଆଦର କରିବା ସହିତ ସମସ୍ତଙ୍କୁ ସ୍ନେହ ଓ ସହାନୁଭୁତୀ ଦେଇଥାନ୍ତି ।

1980 ରୁ 90 ମଧ୍ୟରେ ଜନ୍ମୀତ ବ୍ୟକ୍ତି  – ଏମାନେ ସବୁବେଳେ ନିଜର ମନ କଥା ଶୁଣନ୍ତି । ଆପଣ ଅନ୍ୟ କାହାର ଉପଦେଶ ମାନନ୍ତି ନାହିଁ । ଯଦି ଆପଣ ଜୀବନରେ ସାନ୍ତ ରହିବାକୁ ଚାହାଁନ୍ତି ତେବେ ରାଗ ତ୍ୟାଗ କରନ୍ତୁ । ଆଉ ସବୁଠୁ ବଡ କଥା ହେଉଛି ଏହି ମସିହାରେ ଜନ୍ମିତ ବ୍ୟକ୍ତି ଅତ୍ୟନ୍ତ କର୍ମଠ ଓ ନୀତି ପରାୟଣ ହୋଇଥାନ୍ତି । କଠିନ ପରିଶ୍ରମ କରିବା ସହିତ , ଏମାନେ ଜିବନେରେ ଅନେକ ଉନ୍ନତି କରି ଥାନ୍ତି ।

man

1990 ରୁ 2000 ମଧ୍ୟରେ ଜନ୍ମୀତ ବ୍ୟକ୍ତି – ଆପଣ ସ୍ୱତନ୍ତ୍ର ପ୍ରକାରର ବ୍ୟକ୍ତି ଅଟନ୍ତି । କୌଣସି କାମ କରିବା ପୂର୍ବରୁ ଥରେ ଟିଏ ଚିନ୍ତା କରିବା ଉଚିତ ଏବଂ ଏ ଅଳ୍ପ ଜୀବନ ବଧି ରେ ମନୁଷ୍ୟ ସମାଜ ପାଇିଁ କିଛି ନା କିଛି କରିଯିବା ଉଚିତ । ଏହି ପ୍ରାଣ ପିଣ୍ଡକୁ ଭଗବାନଙ୍କ ନିକଟରେ ସମର୍ପିତ କରି ସଂସାର ତଥା ମାନବ ଜାତିର ଉନ୍ନତି ପାଇଁ କାମ କରିବା ଉଚିତ ।

ଆମ ପେଜକୁ ଲାଇକ କଲେ ଆପଣଙ୍କ ଜାତକ ଓ ରାଶି ସମ୍ଭନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଆମେ ଦେବୁ , ତେଣୁ ନିଶ୍ଚୟ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *