ରଥରୁ ଘରକୁ ଆଣନ୍ତୁ ଖଣ୍ଡେ ” କାଠ ” – ତାପରେ ହେବ ଚମତ୍କାର |

ratha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଏହି ଦିନ ରେ ରଥ ଯାତ୍ରା ର ଆଗମନ ହେବାକୁ ଯାଉଛି । ଏମିତି ରେ ଭଗବାନ ଜଗନ୍ନାଥ ନିଜର ରଥ ଯାତ୍ରା ସମୟ ରେ ଅପାର କୃୃପା ବର୍ଷା କରି ଥାନ୍ତି । ଏମିତି ରେ ଏହି 8 ଦିନ ରଥ ଯାତ୍ରା ସେ ପ୍ରଭୁ କେଉଁ ଠାରେ ରହି ଥାନ୍ତି ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ରେ କହିବୁ । ତେବେ ଆସନ୍ତୁ ଜାଣି ନେବା ପ୍ରକୃତ ରେ ଜଗନ୍ନାଥ ମହାପ୍ରଭୁ କେଉଁ ଠାରେ ରହି ଥାନ୍ତି ।

ପୃଥିବୀ ର ଏହା ଏକ ମାତ୍ର ଏମିତି ଯାତ୍ରା ହୋଇ ଥାଏ ଯେଉଁ ଠାରେ ତିଆରି ହେଉ ଥିବା ରଥ ବିନା ଧାତୁ ଲଗେଇ ତିଆରି ହୋଇ ଥାଏ । ଏହା ସଂମ୍ପର୍ଣ୍ଣ ଭାବେ କାଠ ରେ ତିଆରି ହୋଇ ଥାଏ ଏବଂ ସବୁ ବର୍ଷ ନୂଆ କାଠ ରେ ତିଆରି ହୋଇ ଥାଏ । ଏମିତି ରେ ଏହି ରଥ ଯାତ୍ରା ଉତ୍ସବ ରେ ଦେଶ ଦୁନିଆଁ ର ଲୋକ ମାନେ ଭାଗ ନିଅନ୍ତି । 7 ଦିନ ଯାଏ ଭଗବାନ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ଗୁଢିଚା ମନ୍ଦିର ରେ ବିଶ୍ରାମ କରି ଥାନ୍ତି ।

ratha

7 ଦିନ ପରେ ଏହି ରଥ ଯାତ୍ରା ପୁନର୍ବାର ହୋଇ ଥାଏ । ଜାହାକୁ ଆମେ ବାହୁଡା ଯାତ୍ରା ବୋଲି କହି ଥାନ୍ତି । ନିଜର ଜନ୍ମ ଭୂମି ରୁ ଫେରି ଜାଇ ଥାନ୍ତି ମହାପ୍ରଭୁ ଶ୍ରୀ ମନ୍ଦିର କୁ । ଏହି ସମୟ ରେ ରଥ ର ଦୈଡି କୁ ହାତ ଲଗେଇବା ବା ରଥ କୁ ସ୍ପର୍ଶ କରିବା ଅତ୍ୟନ୍ତ ଶୁଭ ହୋଇ ଥାଏ । ଏବଂ ଆପଣ ମାନଙ୍କୁ ଏଠାରେ ସୂଚନା ଦେବୁ କି ରଥ ଯାତ୍ରା ସରିବା ପରେ ସେହି ରଥ ର କାଠ କୁ କଣ କରା ଯାଏ ।

ଏମିତି କୁହା ଯାଏ କି ରଥ ସରିବା ପରେ ପୁରୀ ର ଆଖ ପାଖ ଗ୍ରାମ ର ଲୋକ ମାନେ ଏହି ପୁରୁଣା ରଥ ର କାଠ କୁ କିଣି ନେଇ ଥାନ୍ତି । ସେମାନେ ଏହି କାଠ ର ଉପଯୋଗ ଘର ର କବାଟ ଏବଂ ଝରଖା ତିଆରି କରିବାରେ ବ୍ୟବହାର କରନ୍ତି । ଏମିତି ମାନ୍ୟତା ରହି ଥାଏ କି ରଥ ର କାଠ କୁ ଘରେ ରଖିଲେ ସମସ୍ତ ବାସ୍ତୁ ଦୋଷ ନଷ୍ଟ ହୋଇ ଯାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *