ବବି ମିଶ୍ରଙ୍କୁ ହତ୍ୟା ଉଦ୍ୟମ – ଆସିଲା ବଡ ଦୁଃଖ ଖବର

babi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଓଡିଆ ଚଳଚିତ୍ର ଜଗତରେ ଜାହାର ଅଭିନୟ କୁ ଆପଣ ମାନେ ବହୁତ ପସନ୍ଦ କରନ୍ତି ବବି ମିଶ୍ର ଙ୍କୁ ହ-ତ୍ୟା ଉଦ୍ୟମ ତେବେ ଏମିତି କଣ ପାଇଁ ଏହାର ସତ୍ୟାସତ ଆମେ ଆଜି ଏଠାରେ ଜାଣିବା । ହେଲେ ତା ପୂର୍ବରୁ ଆପଣ ମାନେ ତଳେ ଥିବା ଭିଡ଼ିଓ କୁ ଦେଖି ନିଅନ୍ତୁ ।

ତେବେ ବନ୍ଧୁଗଣ ନିଶ୍ଚିତ ଭାବେ ଏହି ଭିଡ଼ିଓ କୁ ଦେଖିବା ପରେ ଜାଣି ପାରି ଥିବେ କି ଏହି ଭିଡ଼ିଓ ର ଟାଇଟେଲ କଣ ପାଇଁ ଏମିତି ରହିଛି । ବନ୍ଧୁଗଣ ଏହି ଭିଡ଼ିଓ କ୍ଲିପ୍ ବର୍ତମାନ ସମୟ ରେ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଜାହାର ଟାଇଟେଲ ରହିଛି ସାଲାମ ଭୁବନେଶ୍ୱର ।

babi

ଏବଂ ଭାଇରଲ ହୋଇଥିବା ଭିଡ଼ିଓ କ୍ଲପ୍ ରୁ ଜାହା ଜଣା ପଡୁଛି ବହୁତ ଜଲ୍ଦି ଏକ ସିନ୍ ରହିଥିବ ଯେଉଁଥିରେ ଆପଣ ମାନେ ଦେଖିବା ପାଇଁ ପାଇବେ କି ବବି ମିଶ୍ର ଙ୍କୁ କେହି ଜଣେ ମାରିବା ପାଇଁ ଚେଷ୍ଟା କରୁଥିବ । ଏବଂ ଠିକ୍ ସେତିକି ବେଳେ ତାଙ୍କ ପାଖରେ ତାଙ୍କ ସାଙ୍ଗ ଜାଇ ପହଁଚି ଥିବେ ।

ତେବେ ଆପଣ ମାନଙ୍କୁ ଏମିତି ଏକ ସିନ୍ ଏହି ଚଳଚିତ୍ର ସାଲାମ୍ ଭୁବନେଶ୍ୱର ରେ ଦେଖିବା ପାଇଁ ପାଇବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଚଳଚିତ୍ର ଦେଖିବା ପାଇଁ ପସନ୍ଦ ଆସିବ କି ନାହିଁ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *