ବଡ ଭବିଷ୍ୟବାଣୀ – ଆଉ ଏତିକି ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ନବୀନ ପଟ୍ଟନାୟକ !

Naveen Patnaik

ବିଜେଡି ଦଳ ର ସୁପ୍ରିମୋ ତଥା ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ଆସିଛି ବଡ ଭବିଷ୍ୟବାଣୀ । ତେବେ ଏହି ଭବିଷ୍ୟବାଣୀ କରିଛନ୍ତି ଓଡିଶାର ଜଣେ ଜଣା ଶୁଣା ଜୋତିଷ । ତେବେ ଏହି ଭବିଷ୍ୟବାଣୀ ରେ ସେ ଦର୍ଶାଇଛନ୍ତି ଆଉ କେତେ ବର୍ଷ ପର୍ଯ୍ୟନ୍ତ ଓଡିଶାରେ ଶାସନ ଭାର ସମ୍ଭାଳିବେ ନବିନ । ତେବେ ଆସନ୍ତୁ ଜାଣିବା ।

ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, 1999 ମସିହା ମହାବାତ୍ୟା ପରେ ଲଣ୍ଡନ ରୁ ଓଡ଼ିଶା କୁ ଆସିଥିଲେ । ତା ପର ଠାରୁ ଓଡିଶା ରେ ବହୁମତ ଦ୍ୱାରା ସରକାର ବନେଇଥିଲେ ଶ୍ରୀ ନବୀନ । ତେବେ ଆଜି ଆମେ ମାନେ ଆଲୋଚନା କରିବା ନବୀନ ବାବୁ ଙ୍କ ସମ୍ପୂର୍ଣ୍ଣ ରାଜନୀତି କ୍ୟାରିୟର ବିଷୟରେ , ଆଉ ଜୋତିଷଙ୍କ ମତରେ ଆଉ କେତେ ବର୍ଷ ଶାସନ କରିବେ ନବିନ ।

na

ତେବେ ମିଳିଥିବା ସୁଚନା ଅନୁସାରେ ନବୀନ ପଟ୍ଟନାୟଙ୍କର ରାଶି ହେଉଛି ମିଥୁନ ରାଶି । ତେଣୁ ଏହି ଶତାର୍ଧୀଟି ମିଥୁନ ରାଶିଙ୍କ ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଭଲ ଶତାଦ୍ଧୀ ଅଟେ । ତେବେ ଜୋତିଷଙ୍କ ଗଣନା ଅନୁସାରେ ଆହୁରି 6 ବର୍ଷ ପର୍ଯ୍ୟନ୍ତ ଓଡିଶା ଶାସନ ଗାଦିରେ ରହିବେ ନବୀନ । ଏନେକ ସମୟରେ ନବୀନଙ୍କୁ ହରେଇବା ପାଇଁ ବିରୋଧୀ ମାନେ ଅନେକ ଯୋଜନା କଲେ ମଧ୍ୟ ସେମାନେ ସେଥିରେ ସଫଳ ହେବେନି ବୋଲି ଜୋତି ବୀର୍ତ  ସୁରେନ୍ଦ୍ର ଶର୍ମା ସୁଚନା ଦେଇ ଅଛନ୍ତି ।

ତେବେ ବର୍ତ୍ତମାନ ରାଜ୍ୟରେ ଏକ ବିଧାନ ସଭା ଆସନ ପାଇଁ ଚାଲିଛି ନୀର୍ବାଚନ ଲଢେଇ । ତେବେ ପିପିଲି ଉପ ନୀର୍ବାଚନ ପାଇଁ ଘମାଘୋଟ ଲେଢେଇ ଚାଲିଚି ବିଜେଡି ଓ ବିଜେପି ମଧ୍ୟରେ । ତେବେ ଏହି ସମୟରେ ଆସିଛି ଏହି ବଡ ଭବିଷ୍ୟ ବଣୀ ।

ତେବେ ଆପଣଙ୍କୁ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କେମିତି ଲାଗନ୍ତି କମେଣ୍ଟରେ ଜଣାଇବେ ।ଏମିତି ଖବର ପଢିବା ପାଇଁ ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *