ଚତୁର୍ଥ ରୁ ଦ୍ୱାଦଶ ଛାତ୍ରଛାତ୍ରୀ ଙ୍କ ପାଇଁ ବଡ଼ ଖବର |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ରାଜ୍ୟ ରେ ଚତୁ୍ର୍ଥ ରୁ ଦ୍ୱାଦଶ ଶ୍ରେଣୀ ଙ୍କ ଲାଗି ଆସୁଛି ଆଉ କିଛି ବଡ ଖବର । ଏହା ସହିତ ମେଟ୍ରିକ ପରିକ୍ଷା ଖାତା ମୂଲ୍ୟାୟନ 21 ରୁ କେବେ ସୁଧା କେବେ ସୁଧା ପ୍ରକାଶ ପାଇବ ରେଜଲ୍ଟ ଏହି ନେଇ କଣ ରହିଛି ସଂମ୍ପର୍ଣ୍ଣ ବିବରଣି ଆସନ୍ତୁ ଜାଣିନେବା । ମାଧ୍ୟମିକ ଶିକ୍ଷା ପରିଶଦ ବୋର୍ଡ ପକ୍ଷରୁ ମେ 21 ତାରିଖ ରୁ ମେଟ୍ରିକ HSCE ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରିକ୍ଷା ଖାତା ମୂଲ୍ୟାୟନ ହେବ ।

ଏହିଥି ପାଇଁ ରାଜ୍ୟ ରେ 58 ଟି ମୂଲ୍ୟାୟନ କେନ୍ଦ୍ର ଚୟନ ହୋଇଛି । ପରିକ୍ଷକ ମାନେ ମେ 20 ତାରିଖ ରେ ମୂଲ୍ୟାୟନ କେନ୍ଦ୍ର ରେ ଯୋଗ ଦେବେ ଏବଂ 21 ରୁ ମୂଲ୍ୟାୟନ ହେବ । ତେବେ ମୂଲ୍ୟାୟନ ପାଇଁ 481 ଜଣ ମୂଖ୍ୟ ପରିକ୍ଷକ 900 ଡେପୁଟି ମୂଖ୍ୟ ପରିକ୍ଷକ 8919 ଜଣ ସରକାରୀ ପରିକ୍ଷକ ଏବଂ 930 ଜଣ ସ୍କ୍ରୋଟ ନାଇଜର ଙ୍କୁ ନିଯୁକ୍ତି ହୋଇଛି ।

schools

ତେବେ ମୂଲ୍ୟାୟନ କାର୍ଯ୍ୟ 10 ରୁ 12 ଦିନ ମଧ୍ୟରେ ଶେଷ କରାଯିବା ପାଇଁ ଲକ୍ଷଧାର୍ଯ୍ୟ ହୋଇଛି । ବୋଲି ବୋର୍ଡ ଉପସଭାପତି ଡ: ନିହାର ରଂଞୀନ ମହାନ୍ତି ସୂଚନା ଦେଇଛନ୍ତି । ଏହା ସହିତ ନୂଆ ଶିକ୍ଷା ବର୍ଷ ରୁ ଚତୁର୍ଥ ରୁ ଦ୍ୱାଦଶ ଛାତ୍ରଛାତ୍ରୀ ପଢିବେ ବିପର୍ଯ୍ୟୟ ପରିଚାଳନା ପାଠ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀ ସିଖିବେ ଦୂର୍ବିପାଗ ମୁକାବିଲା କୈଶଳ ନୂଆ ଶିକ୍ଷା ବର୍ଷ ରେ ଚତୁର୍ଥ ରୁ ଦ୍ୱାଦଶ ଶ୍ରେଣୀ ବିପର୍ଯ୍ୟୟ ପରିଚାଳନା ର ପାଠ ପଢିବେ ।

ସ୍କୁଲ ଗଣଶିକ୍ଷା ବିଭାଗ ପ୍ରଥମିକ ରୁ ଉଚ୍ଚ ପ୍ରାଥମିକ ସ୍ଥରରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟ କ୍ରମ କୁ ପ୍ରସ୍ତୁତ କରୁଛି । ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ 2023 ରୁ ସ୍କୁଲ ପାଠ୍ୟ କ୍ରମ ରେ ବିପର୍ଯ୍ୟୟ ପରିଚାଳନା କୋର୍ସ ସ୍ଥାପନ ପାଇବ ।

school Staff

ଚତୁର୍ଥ ରୁ ଅଷ୍ଟମ ଶ୍ରେଣୀ ଯାଏ ପିଲା ମାନେ ପାଠ୍ୟ ପୁସ୍ତକ ଲାଗି SCERT କୁ ଦାୟୁତ୍ୱ ଦିଆଜାଇ ଥିବା ବେଳେ ମାଧ୍ୟମିକ ସ୍ଥରରେ BSC ଏବଂ ମାଧ୍ୟମିକ ଶିକ୍ଷା ଏବଂ ଉଚ୍ଚ ମାଧ୍ୟମିକ ସ୍ଥର ରେ CHSC ଦାୟୁତ୍ୱ ଦିଆଜାଇଛି । ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମିର ରଂଞୀନ ଦାସ ଏହି ନେଇ ସୂଚନା ଦେଇଛନ୍ତି । ଏହା ସହିତ ଜୁନ ମାସ ଦ୍ୱତୀୟ ସପ୍ତାହ ସୁଧା ମେଟ୍ରିକ ପରିକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *