ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କଳା ଏବଂ କଳାକାର ଙ୍କୁ ନେଇ ଆମ ଦେଶ ଏବଂ ସେହି କଳାକାର ଙ୍କ ବିୟୋଗ ରେ ଅନେକ ଲୋକ ମାନେ ଭାଙ୍ଗି ପଡନ୍ତି। ଏବଂ ଫେନ ମାନେ ମଧ୍ୟ ନିଜେ ଆତ୍ମହରା ହୋଇପଡନ୍ତି । ତେବେ ଏବେ ଯାହା ଏକ ବଡ ଦୁଖଃଦ ଖବର ଆସିଛି । ପୁଣି ଏକ କଳାକାର ଙ୍କ ର ମୃ-ତ୍ୟୁ ହୋଇଛି । କଳା ଏବଂ ସଂସ୍କୃତି କୁ ନେଇ ଆମ ଦେଶ ରେ କଳାକାର ଙ୍କ ମର୍ଯ୍ୟଦା କାହିଁରେ କଣ ଏବଂ କଳାକାର ଙ୍କୁ ସମସ୍ତେ ଭଲ ପାଇବା ଦିଅନ୍ତି ।
ତେବେ କଳାକାର ଙ୍କ ମୃତ୍ୟୁ ଘଟିବା ପରେ ଫେନ ମାନେ ପୂରା ଭାଙ୍ଗି ପଡନ୍ତି । ତେବେ ସେମିତି କିଛି ମୃ-ତ୍ୟୁ ବରଣ ଘଟିଛି ଏବେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ବଲିଉଡ ଲୋକପ୍ରିୟ ଗୀତିକାର ମାୟା ଗୋବିନ୍ଦ ଙ୍କର ମୃ-ତ୍ୟୁ ହୋଇଛି ସେ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ମୃ-ତ୍ୟୁ ହୋଇଛି । ତେବେ 350 ରୁ ଅଧିକ ଗୀତରେ ନିଜର ଲେଖା ପ୍ରଦାନ କରି ଲୋକପ୍ରିୟତା ହାସଲ କରିଥିବା ମାୟା ଗୋବିନ୍ଦ ହସ୍ପିଟାଲ ରେ ହିଁ ମୃ-ତ୍ୟୁ ବରଣ କରିଛନ୍ତି ।
ପୁଅ ର ସୂଚନା ଅନୁସାରେ ମାୟା ଗୋବିନ୍ଦ ଅନେକ ରୋଗରେ ପୀଡିତ ଥିଲେ । ଏବଂ ନିକଟରେ ସେ ନିଜର ବ୍ରେନ ରେ ରକ୍ତ ଜମାଟ ବାନ୍ଧିବାରୁ ଏବଂ ଲଙ୍ଗ କ୍ୟାନସର ରୋଗରେ ପୀଡିତ ଥିଲେ ତେବେ ସେହି କାରଣ ପାଇଁ ସେ ମୃ-ତ୍ୟୁ ବରଣ କରିଥିବା ସୂଚନା ଦେଇଛନ୍ତି । ତେବେ ମାୟା ଗୋବିନ୍ଦ 7 ତାରିଖ ଦିନ ମୃ-ତ୍ୟୁ ବରଣ କରିଥିବାର ସୂଚନା ଯୋଗ୍ୟ ।
ମାୟା ଗୋବିନ୍ଦ 350 ରୁ ଅଧିକ ଗୀତର ଲେଖା ପାଇଁ ଆୱର୍ଡ ଜିତିଛନ୍ତି । ମାୟା ଗୋବିନ୍ଦ ଙ୍କ ମୃ-ତ୍ୟୁ ରେ ଏବେ ବଲିଉଡ ରେ ଶୋକର ଲହରୀ ଖେଳିଜାଇଛି । ମାୟା ଗୋବିନ୍ଦ ଙ୍କ ମୃତ୍ୟୁ ଏକ ଅପୂରଣିୟ ସ୍ଥାନ ବୋଲି ବଲିଉଡ ର ଦିଗଜ ଅଭିନାତା ମାନେ କହିଛନ୍ତି । ତେବେ ମାୟା ଗୋବିନ୍ଦ ଙ୍କ ମୃ-ତ୍ୟୁ ରେ ଏବେ ବଲିଉଡ ସହିତ ଓଡିଆ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ଶୋକର ଛାୟା ଖେଳିଜାଇଛି । ମାୟା ଗୋବିନ୍ଦ ଙ୍କ ମୃ-ତ୍ୟୁ ରେ ଆମେ ମଧ୍ୟ ଦୁଃଖିତ ଏବଂ ତାଙ୍କର ଅମର ଆତ୍ମା ର ସଦଗତି ପାଇଁ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।