ସାବଧାନ -ଆଗାମୀ 1 ମାସରେ ଏହି 3 ଟି ରାଶି ପଡି ପାରନ୍ତି ମାରାତ୍ମକ ରୋଗରେ । Astrology Tips

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ସମୁଦାୟ ୧୨ ଟି ରାଶି ବିଷୟରେ କୁହାଯାଇଛି । ସବୁ ବ୍ୟକ୍ତିର ରାଶି ଅଲଗା ଅଲଗା ହୋଇଥାଏ , ଓ ତାଙ୍କର ସ୍ୱଭାବ ବି ଅଲଗା ଅଲଗା ହୋଇଥାଏ , ଗ୍ରହରେ ହେବାକୁ ଥିବା ପରିବର୍ତ୍ତନ କାରଣରୁ ସଂଯୋଗ ହୋଇଥାଏ , ଯାହାର କାରଣରୁ ରାଶିମାନେ ପ୍ରଭାବିତ ହୋଇଥାନ୍ତି , ଗ୍ରହରୁ ହେଉଥିବା ସଂଯୋଗରୁ କିଛି ରାଶି ଏହାର ଭଲ ପ୍ରଭାବ ଦେଖିବାକୁ ମିଳିଥାଏ , ତେବେ କିଛି ରାଶି ଉପରେ ଏହାର କୁ ପ୍ରଭାବ ପଡିଥାଏ ।

କିନ୍ତୁ ଗ୍ରହର ସ୍ଥିତି ଠିକ୍ ନ ରହିଲେ ବ୍ୟକ୍ତି ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେବୋ ଜୋତିଷଙ୍କ ମତେରେ 3 ଟି ରାଶିଙ୍କ ଜୀବନରେ ଆଗାମୀ 1 ମାସରେ ଆସୁଛି ବଡ ବିପଦ । ଏହି ରାଶି ମାନଙ୍କ ମଧ୍ୟରୁ କିଛି ଲୋକ ଆଗାମୀ 1 ମାସରେ କୌଣସି ରୋଗରେ ପଡି ପାରନ୍ତି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

astrolog

ଏହି 3ଟି ରାଶି ରୁହନ୍ତୁ ସାବଧାନ – 

ବୃଷ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଏହି ଦିନରେ ବେଳ ଭଲ ରହିଥିବା ବେଳେ ଆଗାମୀ 20 ରୁ 30 ଦିନ ପର୍ଯ୍ୟନ୍ତ ଏହି ରାଶିଙ୍କ ଜୀବନରେ ରାହୁ ଓ କେତୁ ଙ୍କ ଦୋଷ ରହୁଛି , ଯେଉଁ କାରଣରୁ ଏମାନଙ୍କ ଜୀବନର ଶାରୀରିକ ପିଡାର ଯୋଗ ରହିଛି । ଯାହାର ପ୍ରଭାବରେ ଆପଣ କୌଣସି ରୋଗରେ ପଡି ପାରନ୍ତି ବା କୌଣସି ଆହତ ହୋଇ ପାରନ୍ତି । ବୃଷ ରାଶିର କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ଅସୁବିଧା ଦେଖା ଦେବ । ଯଦି ଆପଣ ଏହାର ପ୍ରତିକାର ବିଷୟରେ ଜାଣିବାକୁ ଚାହାଁନ୍ତି ତେବେ ଶେଷ ଯାଏ ପଢନ୍ତୁ ।

କନ୍ୟା ରାଶି – ଗତ 2 ମାସ ହେବ ଏମାନେ ଆର୍ଥୀକ ସଂଙ୍କଟ ଦେଇ ଗତି କରୁଥିଲା ବେଳେ ହଠାତ ଏମାନଙ୍କ ଜୀବନରେ ଅହୁରି ଦୁଃଖ ଆସିବାକୁ ଜାଉଛି । ଏମାନେ ବହୁତ ବଡ ନ ହେଲେ ବି କିଛି ସାଧାରଣ ରୋଗରେ ପଡିବାକୁ ଜାଉଛନ୍ତି । ଯେଉଁ କାରଣରୁ ଏମାନଙ୍କ ଜୀବନର ସ୍ତିତି ଠିକ ରହିବନି । ଏମାନଙ୍କର ପରିବାରରେ ବି ଏହି ସବୁ ଚିନ୍ତା ଲାଗି ରହିବ । ଏହାର ପ୍ରତିକାର ବିଷୟରେ ଜାଣିବାକୁ ଚାହୁଁଥିଲେ ଏହି ପୋଷ୍ଟର ଶେଷ ଯାଏ ନିଶ୍ଚୟ ପଢି ନିଅନ୍ତୁ ।

Astrology

ମୀନ ରାଶି – ଏହି ରାଶିଙ୍କ ଉପରେ ବି ଏହି ମାସ ଠାରୁ ଶନିଙ୍କର ତେଢା ନଜର ପଡୁଛି ଯେଉଁ କାରଣରୁ ଏମାନଙ୍କ ଜୀବନରେ ବି ଅନେକ ସମସ୍ୟା ଦେଖା ଦେବ । ଶରୀରିକ ଅସୁସ୍ତତା ସହିତ ମାନଶୀକ ଚିନ୍ତା ବି ଲାଗି ରହିପାରେ । ଆର୍ଥୀକ ସଙ୍କଟ ର ଅବସ୍ତା ଅଧିକ ଦେଖା ଦେଇପାରେ । ଗୃହସ୍ତ ବ୍ୟକ୍ତି ମାନେ ଅନେକ ସମସ୍ୟା ଦେଇ ଗତି କରିବେ ।

ଏହି ସବୁର ସମାଧାନ ଜାଣିବାକୁ ଚାହୁଁଥିଲେ , ଗୋଟିଏ ଲାଇକ କରି ଦିଅନ୍ତୁ । ଏହାର ପର ପୋଷ୍ଟରେ ଆମେ ଆପଣଙ୍କୁ ଏହି ସବୁ ବିଷୟରେ ସୁଚନା ଦେବୁ , ସେହି ସୁଚନା ପଢିବାକୁ ଚାହୁଁଥିଲେ ଲାଇକ ନିଶ୍ଚୟ କରି ଦିଅନ୍ତୁ । କେବଳ ଲାଇକ ବଟନରେ କ୍ଲିକ କଲେ ହିଁ ଆପଣ ଏହି ସୁଚନା ପାଇ ପାରିବେ ।

Leave a Reply

Your email address will not be published. Required fields are marked *