ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ନିଜର ଭବିଷ୍ୟତ ସୁଧାରିବା ପାଇଁ ଚାହାଁନ୍ତି ତେବେ ଏହି ସୂଚନା ଆପଣ ମାନଙ୍କ ପାଇଁ ଅଟେ ଆପଣ NPS ରେ ନିବେଶ କରି ବାର୍ଷିକ 10 ପ୍ରତିଶତ ରିଟର୍ଣ୍ଣ ପାଇ ମାଲାମାଲ ହୋଇପାରିବେ । ନିବେଶ କରିବାର 60 ବର୍ଷ ପରେ ଏହି ରାଶି 1.12 କୋଟି ହୋଇଜାଇଥିବ । ଆପଣ ଙ୍କ ପତ୍ନୀ ଙ୍କୁ ମାସିକ 45000 ଟଙ୍କା ପେନସର ମିଳିବା ମଧ୍ୟ ଆରମ୍ଭ ହୋଇଯିବ ।
ସବୁ ମାସରେ କେବଳ ଲାଭ ହିଁ ମିଳିବ ।
ଯଦି ଆପଣ ମାନେ ଚାହାଁନ୍ତି ଆପଣଙ୍କ ପତ୍ନୀ ଆତ୍ମନିର୍ଭରଶୀଳ ବନନ୍ତୁ । ଏବଂ ଭବିଷ୍ୟତ ର ଟଙ୍କା ପାଇଁ କାହା ଉପରେ ବି ନିର୍ଭର ନକରନ୍ତୁ ତେବେ ତାଙ୍କ ପାଇଁ ଏହି ରେଗୁଲାର ଇନକମ ଯୋଗେଇ ଲାଭ ଉଠିବା ଆରମ୍ଭ କରନ୍ତୁ । ଏହିଥି ପାଇଁ ନ୍ୟସନାଲ ପ୍ୟନସନ ସ୍କିମ୍ ରେ ଟଙ୍କା ନିବେଶ କରିବା ମହତ୍ୱ ପୂର୍ଣ୍ଣ ଅଟେ ।
ପତ୍ନୀ ଙ୍କ ନାମରେ ଖୋଲି ପାରିବେ ଖାତା ।
ଦେଖିବାକୁ ଗଲେ ଆପଣ ନିଜର ପତ୍ନୀଙ୍କ ନାମରେ ଏହି ଆକାଉଣ୍ଟ ଖୋଲି ଫାଇଦା ଉଠାଇପାରିବେ। ଏହି ସ୍କିମ ଆପଣଙ୍କ ପତ୍ନୀଙ୍କୁ 60 ବର୍ଷ ହେବାପରେ ଏକ ଭଲ ଫାଇଦା ନିଶ୍ଚୟ ଦେବ। ଏହା ସହିତ ତାଙ୍କୁ ସବୁ ମାସର ରେଗୁଲାର ଇନକମ୍ ପେନସନ ରୂପରେ ଆସିବା ଆରମ୍ଭ ହୋଇଯିବ । NPS ଏକାଉଣ୍ଟ ସହିତ ଏହା ମଧ୍ୟ ନିଶ୍ଚିତ କରାଯାଏ କି ଆପଣଙ୍କ ପତ୍ନୀ ଙ୍କୁ ମାସିକ କେତେ ଟଙ୍କା ମିଳିବ । ଏହି ସ୍କିମ୍ ଦ୍ୱାରା 60 ବର୍ଷ ପରେ ଆପଣଙ୍କ ପତ୍ନୀ ଟଙ୍କା ପାଇଁ କାହା ଉପରେ ନିର୍ଭର କରିବେ ନାହିଁ ।
ନିବେଶ କରିବା ବହୁତ ସହଜ ଅଟେ ।
NPS ଜରିଆରେ ଆପଣ ନିଜ ହିସାବରେ ମାସିକ କିମ୍ବା ବାର୍ଷିକ ହିସାବରେ ଟଙ୍କା ନିବେଶ କରିପାରିବେ। ଆପଣ କେବଳ 1000 ଟଙ୍କାରୁ ପତ୍ନୀଙ୍କ ନାମରେ NPS ଆକାଉଣ୍ଟ ଖୋଲି ରଖି ଫାଇଦା ଉଠାଇପାରିବେ। 60 ବର୍ଷ ବୟସରେ NPS ଆକାଉଣ୍ଟ ମ୍ୟାଚରିଟି ହେବା ପରେ ଆପଣଙ୍କ ପାଖକୁ ପେନସନ ଆସିବା ଆରମ୍ଭ ହେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।