ଶ୍ରୀମନ୍ଦିର ଆଗରେ ସୁନ୍ଦରୀ ନାଚିଲେ ବୋଲି ଉଠୁଛି ପଡ଼ୁଛି ବଡ଼ଦାଣ୍ଡରୁ ଗାଁ ଦାଣ୍ଡ;ସୋସିଆଲ ମିଡିଆରେ ଲାଗିଛି ନିଆଁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜଣେ ଯୁବତୀଙ୍କ ନୃତ୍ୟୁକୁ ନେଇ ଏବେ ଚର୍ଚ୍ଚା ହୋଇଛି । ସାମାଜିକ ଗଣମାଧ୍ୟମରେ ଏବେ ଏହାକୁ ନେଇ ସମାଲୋଚନା ସାଙ୍ଗକୁ କେହି କେହି ଯୁବତୀଙ୍କ ସମର୍ଥନରେ ବାହାରି ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି । ଆଲୋଚନା ଏତେ ମାତ୍ରାରେ ଭାଇରାଲ ହେଉଛି କି ଏବେ ହାଟରେ ପଡ଼ି ବାଟରେ ଗଡ଼ିଲାଣି । ତେବେ ଏହା କିଛି ସମୟରେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହୋଇଥିବା କିଛି ଯୁବକ ଯୁବତୀଙ୍କ ନୃତ୍ୟ ନାଟିକାର ଭିଡ଼ିଓ ।

video

ଖୋଜୁଥିଲି ପାଇଗଲି ମନ ତୋତେ ଦେଇଦେଲି । ମୁଁ ତୋର ଦିଲ ଜାନିଆ ମୁଁ ତୋ ମେହେବୁବା । କିଛି ଏମିତି କହି ଜଗା ଦୁଆର ଆଗରେ ନାଚୁଥିଲେ ଯୁବତୀ । ଶ୍ରୀମନ୍ଦିର ସମ୍ମୁଖରେ ଥିବା ବ୍ୟାରିକେଡ୍ ପାଖରେ ମର୍ଡନ ଡ୍ୟାନ୍ସର ତାଳେ ତାଳେ ନାଚୁଥିବା ବେଳେ ଏହି ଯୁବତୀ ଜଣଙ୍କ କିନ୍ତୁ ଏବେ ଖୁବ୍ ଟ୍ରୋଲର ଶୀକାର ହୋଇଛନ୍ତି ।

ଏମିତି କି ମର୍ଡନ ଗୀତର ତାଳେ ତାଳେ କାଳିଆ କଳାଠାକୁରଙ୍କୁ ନେଇ ଏମିତି ସୋସିଆଲ ମିଡିଆରେ ରିଲ୍ସ କରି ଆପଲୋର୍ଡ କରିବା ଜଗନ୍ନାଥ ସଂସ୍କୃତିର ବିରୁଦ୍ଧ ବୋଲି କହିଛନ୍ତି । ମଠ ମନ୍ଦୀର ମସଜିଦ ସଂସ୍କୃତି ନଷ୍ଟ କରି ପାର୍କ ଭ୍ରମ ସୃଷ୍ଟି କରିଲେ ଏପରି କିଛି ହେବ ବୋଲି ମତ ପ୍ରକାଶ ପାଇଛି । କିଛି ଦିନ ତଳେ ଠିକ୍ ଏହି ସ୍ଥାନରେ ଏକ ନବବିବାହିତ ଦମ୍ପତ୍ତି ମଧ୍ୟ ରିଲ୍ସ କରି ବିବାଦକୁ ଆସିଥିଲେ । ଅନେକ ବିରୋଧ କରୁଛନ୍ତି ତ କେହେ କେହି ସମର୍ଥନ ବି କରୁଛନ୍ତି ।

ଯିଏ ଯାହା କହିଲେ ମଧ୍ୟ ବହୁତ ଏଥିରୁ ଏଣ୍ଟରଟେନ୍ ହେଉଥିବା କହିବା ସହ ଏଥିରେ କିଛି ଭୁଲ୍ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି । ଏହା ସହ ଜଗନ୍ନାଥ ସଂସ୍କୃତି ଭଲପାଇବା ଓ ପ୍ରେମର ଶିକ୍ଷା ଦେଇଥାଏ ଘୃଣାର ନୁହେଁ କହି ଅନେକ ଏଭଳି ଯୁବକ ଯୁବତୀଙ୍କ ସମର୍ଥନରେ ମଧ୍ୟ ବାହାରିଛନ୍ତି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *