ଆଜିକାଲି ଶା-ରି-ରୀକ ସ-ମ୍ବ-ନ୍ଧ ରଖିବା ସାଧାରଣ କଥା ହେଇ ଗଲାଣି ଯେମିତି ସବୁ ପାଇଁ ଏକ ନିର୍ଦିଷ୍ଟ ସମୟ ରହିଥାଏ ସେମିତି ଏହି କାମ ପାଇଁ ଏକ ସମୟ ରହିଛି । ଶନିବାର ରାତ୍ରି ସମୟ ପୁରୁଷ ମାନଙ୍କ ପାଇଁ ଉପଯୁକ୍ତ ସମୟ ହୋଇ ନଥାଏ , କିନ୍ତୁ ସମଗ୍ର ବିଶ୍ୱ ସାରା ର ମହିଳା ମାନଙ୍କ ପାଇଁ ଏହି ଦିନ ଉପଯୁକ୍ତ ହୋଇ ଥାଏ । ୟୁକେ ର ହେଲ୍ତ ଏଣ୍ଡ ବିୟୁଟି ରିଟେଲର , ସୁପରଡ୍ରଗ ର ପାଠ ଅନୁସାରେ , ଅଧିକରୁ ଅଧିକ ମହିଳା ସାଦାରଣ ତ ସପ୍ତାହ ରେ ଥରେ ସେମାନେ ନିଜ ଉପରେ ନିୟନ୍ତ୍ରଣ କରି ପାରନ୍ତି ନାହିଁ ଏବଂ ଏହି ସମୟ ସାଧାରଣ ତ ଶନିବାର ର ରାତି ରେ ହୋଇ ଥାଏ ।
ମହିଳା ଙ୍କ ଉପରେ ସର୍ବେ ଉପରେ ଜଣା ଗଲା ଯେ ମହିଳା ମାନେ ନିଜର ଶା-ରି-ରୀକ ସୁଖ ଉପଭୋଗ ପାଇଁ ବହୁତ ପ୍ରକାର ର ଟିପ୍ସ ଆପଣାଇଥାନ୍ତି । ମହିଲା ମାନେ ଗରମ ପାଣି ରେ ଗାଧେଇବାକୁ ବହୁତ ପସନ୍ଦ କରିଥାନ୍ତି । ସେମାନେ ତାଙ୍କର ସୁନ୍ଦର ଗୋଡ ଦେଖାଇବାକୁ ଏବଂ ପୁସ – ଅପ୍ ବ୍ରା ପିନ୍ଧିବାକୁ ବହୁତ ଭଲ ପାଇଥାନ୍ତି । ନିଜକୁ ନିଜେ ସେ-କ୍ସି ଅନୁଭବ କରିବା ପାଇଁ ସେମାନେ ପ୍ରଥମେ ଏକ ଭଲ ବାସନା ହେଉଥିବା ଅତର ହାଲକା ସ୍ପ୍ରେ କରନ୍ତି ନିଜକ ଶରୀର ଉପରେ ।
ଡେଲି ଏକ୍ସପ୍ରେସ୍ ରେ ପ୍ରକାଶିତ ସୁପରଡ୍ରଗ ର ସମସ୍ତ କୁହାଯାଇଥିବା କଥା ଅନୁସାରେ , ଏହି ସମୟରେ ଏହା ସ୍ପଷ୍ଟ କରାଉଛି କି ମହିଳା ମାନେ ନିଜେ ନିଜକୁ ସେ-କ୍ସି ଅନୁଭବ କରିବା ପାଇଁ ସେମାନଙ୍କୁ କେଉ ପ୍ରକାର ର ପ୍ରସ୍ତୁତି ନିଜକୁ କରିବାକୁ ପଡିବ ସେମାନେ ତାହା ଭଲ ଭାବରେ ଜାଣନ୍ତି , କିନ୍ତୁ ସେମାନେ ସାଧାରଣ ଦିନ ମାନଙ୍କ ରେ ଏମିତି କରି ନ ଥାନ୍ତି ।