ଆସୁଛି ଆସାନି । ଏହି ତାରିଖରେ ଘୂଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ମାଡି ଆସୁଛି ବାତ୍ୟା ଆସିନୀ ଆଗାମୀ 24 ଘଣ୍ଟା ରେ ଏହା ଘନିଭୂତ ହେବାର ସମ୍ଭାବନା ରହିଛି । ଏବଂ 6 ତାରିଖ ବେଳକୁ ଲଘୁଚାପ ହେବାର ସମ୍ଭାବନା ରହିଛି । ଏବଂ 4 ରୁ 5 ତାରିଖ ମଧ୍ୟ ରେ ପବନ ର ବେଗ 60 ରୁ 70 କିଲୋମିଟର ମଧ୍ୟରେ ରହିବ ବୋଲି । ହେଲେ ତାହା ପରବର୍ତି ମୟ ରେ ଲଘୁଚାପ ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟା ର କୈଣସି ଚିତ୍ର ସ୍ପଷ୍ଟ ହୋଇ ନାହିଁ କିମ୍ବା ପାଣିପାଗ ବିଭାଗ ପକ୍ଷ ରୁ କୈଣସି ଆକଳନ ହୋଇ ନାହିଁ ।

rain

ହେଲେ ଏହା 6 ତାରିଖ ରେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ । ଏହି ବାତ୍ୟା କୁ ନେଇ ଯେଉଁ ବାତ୍ୟା କୁ ନେଇ ଭୟବିତ ରହିଛନ୍ତି ଓଡିଶା ବାସୀ ଏବଂ ତାକୁ ନେଇ କଣ ଚିତ୍ର ଆସୁଛି । ତାହା ପରବର୍ତି ସମୟ ରେ ସ୍ପଷ୍ଟ ହେବ ହେଲେ ଏବେ ଏହି କଥା କୁହାଜାଉଛି କି 7 ତାରଖ ରେ ଏହା ବାତ୍ୟା ର ରୂପ ନେବ । ଏବଂ 10 ତାରିଖ ବେଳକୁ ଏହା ଲେଣ୍ଡଫଲ କରିବ ବୋଲି ସୂଚନା ରହିଛି ।

ତେବେ ଏହାକୁ ନେଇ ବିଭିନ୍ନ ମୋଡେଲ ଭିନ୍ନ ଭିନ୍ନ ଡାଟା ଦେଉଛନ୍ତି । ତେବେ ଆମେ ଏଠାରେ ଆପଣ ମାନଙ୍କୁ windy.com ର ପ୍ରିଡିକ୍ସନ ବିଷୟ ରେ କହୁଛୁ । ଜାହା ଆକଳନ କରୁଛି ଯେ ଏହା 10 ତାରିଖ ବେଳକୁ ଏହା ଲେଣ୍ଡଫଲ କରିବ ତାହା ପୁଣି ଓଡିଶା ର ପୁରୀ ଜିଲ୍ଲାରେ । ହେଲେ ବର୍ତମାନ ସମୟ ରେ ଏହାର ଚିତ୍ର କୈଣସି ବି ସ୍ପଷ୍ଟ ହୋଇ ନାହିଁ । ହେଲେ ଆକଳନ ରୁ କୁହାଜାଉଛି କି ଏହା ଯଦି ବି ଆସିବ ଓଡିଶା ରେ ହିଁ ଲେଣ୍ଡଫଲ କରିବ ।

rains

ତେବେ ସମ୍ଭାବ୍ୟ ବାତ୍ୟା କୁ ନେଇ ଲୋକଙ୍କ ମନରେ ଭୟ ରହିଛି ବିଶେଷ କରି ଭୁବନେଶ୍ୱରେ ଏବଂ ପୁରୀ ବିଶେଷ ଭାବେ ପ୍ରଭାବିତ ହେବ। ଏହା କୁ ନେଇ ପୂର୍ବରୁ ପ୍ରସ୍ତୁତି କରାଜାଉ ଥିବା ବେଳେ ଘନ ଘନ ବୈଠକ ମଧ୍ୟ ବସୁଥିବାର ଦେଖିବା ପାଇଁ ମିଳିଛି । ତେବେ ଏହା ଥିଲା ବର୍ତମାନ ସମୟ ର ବଡ ଖବର । ବର୍ତମାନ ଲଘୁଚାପ ଜନିତ ବର୍ଷା ର ସମ୍ଭାବନା ରହିଛି ହେଲେ ଏହି ଲଘୁଚାପ ଅବପାତ ର ରୂପ ନେବ କି ନାହିଁ ସେହି ବିଷୟ ରେ ଆଗାମୀ ଦୁଇ ଦିନ ରେ ସ୍ପଷ୍ଟ ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *