ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋସିଆଲ ମିଡିଆ ବର୍ତ୍ତମାନ ର ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆ ଅଟେ ଆମେ ସମସ୍ତେ ପରକ୍ଷ ଭାବରେ ଜଡିତ ଅଟନ୍ତି । ଏହି ସୋସିଆଲ ମିଡିଆ ରେ ଅନେକ ପ୍ରକାର ର ଫୋଟ ଏବଂ ଭିଡିଓ ଆପଣ ଦେଖିବା କୁ ପାଇଥାଉ ତା ମଧ୍ୟ ରୁ କେତେକ ଭିିଡିଓ ଶିକ୍ଷଣୀୟ ଅଟେ ତ ଆଉ କେତେକ ଭି଼ଡିଓ ହାସ୍ୟା ସ୍ପଦ ହୋଇଥାଏ ତ ପୁଣି କେବେ ଏହିଭଳି ହୃଦୟ ଜିତିବା ଭିିଡିଓ ଆମ ସାମ୍ନା କୁ ଆସିଥାଏ ତାହାକୁ ଦେଖିଲେ ଆମ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ। ବନ୍ଧୁଗଣ ଏହି ସୋସିଆଲ ମିଡିଆ ର ସାହାଯ୍ୟ ରେ ଅନେକ ଯୁବପିଢି ସାମାଜିକ ସଚେତନତା ର ଭିିଡିଓ ବନାଇଥାନ୍ତି।
ତେବେ ଏହିପରି ଏକ ଭିିଡିଓ ବିଷୟରେ ଆମେ ଆଜି ଆପଣ ମାନଙ୍କୁ କହିବୁ ଯାହା ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ଘଟଣା ଟି କିଛି ଏହିପରି ଥିଲା କି ଜଣେ ଯୁବତୀ ରାସ୍ତା ମଝିରେ ଛିଡା ହୋଇଥିଲେ ଆଉ ସେ କାହାକୁ ସାହାଯ୍ୟ ମାଗିବାର ଅଭିନୟ କରିଥିଲେ। ତେବେ ସେ ଅନେକ ଲୋକ ଙ୍କୁ ଅଟକାଇ ଲିଫ୍ଟ ମାଗିଥିଲେ ହେଲେ ତାଙ୍କୁ କେହି ବି ସାହାଯ୍ୟ କରିଲେ ନାହିଁ। କିଛି ସମୟ ପରେ ଯୁବତୀ ଜଣଙ୍କ ସ୍କୁଟି ରେ ଆସୁଥିବା ଆଉ ଜଣେ ଯୁବତୀ ଙ୍କୁ ଦେଖିଲେ ଆଉ ନିଜର ଇମୋସ୍ନାଲ ଡ୍ରାମା ଆରମ୍ଭ କରିଦେଇଥିଲେ।
ତେବେ ଯୁବତୀ ଜଣଙ୍କ ମଧ୍ୟ ସେହି ମହିଳା ଙ୍କର କଥାରେ ବିଶ୍ୱାସ କରିନେଲେ ଯାହା ତାଙ୍କର ବହୁତ ବଡ ଭୁଲ ଥିଲା। ତେବେ ମହିଳା ଜଣଙ୍କ ଜୋତା ରେ କିଛି ସମସ୍ୟା ଥିବାର ଅଭିନୟ କରି ଯୁବତୀ ଙ୍କର ସ୍କୁଟି ର ସାଇଲେନସର ପାଇପ ରେ ଏକ ରୁମାଲ ପୁରାଇ ଦେଲେ ଯାହା ଫଳରେ ଯୁବତୀ ଙ୍କର ସ୍କୁଟି ଷ୍ଟାଟ ହେଲା ନାହିଁ । ତେବେ ଯୁବତୀ ଙ୍କର ସ୍କୁଟି ଷ୍ଟାଟ ନହେବା ରୁ ଯୁବତୀ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଗଲେ ହେଲେ ସେହି ଚତୁର ମହିଳା ଜଣଙ୍କ ତାଙ୍କୁ ନିଜ କଥାରେ ଫସାଇ ରଖିଲେ ଆଉ ତାଙ୍କୁ କହିଥିଲେ କି ଅନ୍ୟ କୁ ସାହାଯ୍ୟ ପାଇଁ କଲ କରିବାକୁ କହିଲେ।
କିନ୍ତୁ ଯୁବତୀ ଜଣଙ୍କ ଆଶ୍ଚର୍ଯ୍ୟ ହେଉଥିଲେ କି ତାଙ୍କର ସ୍କୁଟି ସମ୍ପୂର୍ଣ୍ଣ ଠିକ ଥିଲା ତ ହଠାତ କିପରି ବନ୍ଦ ହୋଇଗଲା। ତେବେ ସାହାଯ୍ୟ ମାଗିଥିବା ମହିଳା ଜଣଙ୍କ ନିଜ କଥାରେ ତାଙ୍କୁ ଫସାଇ ରଖିଥିଲେ ଆଉ ସେ ତାଙ୍କୁ କହିଥିଲେ କି ମୁଁ ଜାଣିଛି କିଛି ଲୋକେ ଯିଏ ଆପଣ ଙ୍କୁ ସାହାଯ୍ୟ କରିବ। ଆଉ ସମସ୍ୟା ରେ ପଡିଥିବା ରୁ ଯୁବତୀ ଜଣଙ୍କ ତାଙ୍କ କଥାରେ ରାଜି ହୋଇଗଲେ।
ତେବେ ମହିଳା ଜଣଙ୍କ ନିଜ ଦୁଇ ସାଥି ଙ୍କୁ ଡକାଇଲେ ଆଉ ଯୁବତୀ ଙ୍କୁ ବୁଝାଇଲେ କି ସେ ତାଙ୍କ କାର ରେ ବସି ଘରକୁ ଯାଆନ୍ତୁ ତାଙ୍କର ସ୍କୁଟି ଠିକ କରି ତାଙ୍କ ଘରକୁ ସେ ପଠାଇ ଦେବେ ବୋଲି। ଆଉ ଯୁବତୀ ଜଣଙ୍କ ତାଙ୍କ କଥାରେ ଫସି ଜାଇଥିଲେ। ତେବେ କାର ରେ ବସିବା ପରେ ସେହି ମହିଳା ଙ୍କ ସହ ତାଙ୍କର ତିନି ସାଥି ମିଶି କରି ଯୁବତୀ ଙ୍କୁ ବେହସ କରି ସେଠାରୁ ଦୁରକୁ ନେଇଗଲେ। ତେଣୁ ବନ୍ଧୁଗଣ ଅଜଣା ଲୋକଙ୍କୁ ସାହାଯ୍ୟ କରିବା ପୂର୍ବରୁ ସତର୍କ ଓ ସାବଧାନ ରହିବା ଆବଶ୍ୟକ ଅଟେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।