ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଏଠାରେ ଜାଣିବା କି ଲେମ୍ବୁ ଖାଇବା ର ଉପକାରୀତା ବିଷୟ ରେ । ଏହି ଲେମ୍ବୁ ବିଭିନ୍ନ ଉପାୟରେ ଆମ ଶରୀର କୁ ସୁସ୍ଥ ରଖିବାରେ ସାହାଯ୍ୟ କରି ଥାଏ । ଏହି ଥିରେ ଭିଟାବିନ C , ଭିଟାବିନ D କମ୍ପଲେକ୍ସ , କ୍ୟଲସିୟମ୍ , ଆଇରନ , ମାଗ୍ନେସିୟମ୍ , ଏବଂ ଫାଇବର ଥାଏ । ଲେମ୍ବୁ କୁ ଖାଲି ପାଟିରେ ଖାଇବା କଷ୍ଟ କର ହୋଇ ଥାଏ । କାରଣ ଏହାର ଖଟା ଗୁଣ ଦାନ୍ତ କୁ ପ୍ରଭାବିତ କରି ଥାଏ ।
ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏହି ଲେମ୍ବୁ ର ଉପକାରୀତା ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ ତେବେ ଆସନ୍ତୁ ଜାଣିବା ପ୍ରଥମେ ହେଲା ଆମର ରୋଗ ପ୍ରତିରୋଧକ ଶକ୍ତି କୁ ବଢେଇ ଥାଏ । ଲେମ୍ବୁ ରେ ଜଥେଷ୍ଟ ପରିମାଣ ରେ ଭିଟାବିନ C ରହି ଥାଏ ସେହିଥି ପାଇଁ ଏହା ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କୁ ବଢେଇ ଥାଏ । ସାଧାରଣ ଭାବେ ଆମେ ମାନଶୀକ ଚାପ ରେ ପଡିଲେ ଆମ ଶରୀର ରେ ଭିଟାବିନ C କମି ଜାଇ ଥାଏ । ତେଣୁ ସେହି ସମୟ ରେ ଏହି ଲେମ୍ବୁ ପାଣି ପିଇଲେ ଚାପ ଦୂର ହେବା ସହିତ ଶରୀର ସୁସ୍ଥ ହୋଇ ଥାଏ ।
ଏହା ବ୍ୟତିତ ହୃତପିଣ୍ଡ ଜନିତ ସମସ୍ୟା ଏବଂ ସାଧାରଣ ଥଣ୍ଡା ବି ସଂମ୍ପର୍ଣ୍ଣ ଭାବେ ଭଲ ହୋଇ ଥାଏ । ଏମିତି ରେ ଏହି ଦିନ ରେ ହୋଇ ଥିବା ଗୋଟିଏ ରିସର୍ଚ୍ଚ ରୁ ଜଣା ପଡିଛି କି ଯେଉଁ ଲୋକ ମାନଙ୍କ ଦେହ ରେ ଭିଟାବିନ C ଅଧିକ ପରିମାଣ ରେ ରହି ଥାଏ ସେମାନଙ୍କ ଶରୀର କେବେ ବି କୁଞ୍ଚ ହୋଇ ନ ଥାଏ । ସେହି ପରି ଭାବେ ଏହି ଲେମ୍ବୁ ରେ ଏଣ୍ଟି ଅକ୍ସିଡେଣ୍ଟ ଗୁଣ ରହି ଥାଏ । ଜାହା ଆମର ଖାଦ୍ୟ ହଜମ ରେ ସୃଷ୍ଟି ହେଉ ଥିବା ଫ୍ରୀ ରେଡିକାଲ କୁ ନଷ୍ଟ କରି ଦେଇ ଥାଏ ।
ଶରୀର ରେ ଫ୍ରୀ ରେଡିକାଲ ର ମାତ୍ରା ବଢିଲେ ଏହା କ୍ୟନସର ଭଳି ମାରାତ୍ମକ ରୋଗ ସୃଷ୍ଟି କରି ଥାଏ । ଯେଉଁ ଲୋକ ମାନେ ଲେମ୍ବୁ ର ସେବନ କରି ଥାନ୍ତି ସେମାନଙ୍କୁ କେବେ ବି ଡି ହାଇଡ୍ରେସନ ହେବାର ଚାନ୍ସ ହିଁ ରହି ନ ଥାଏ । ଖାସ୍ କରି ଲୋକ ମାନେ ଖରା ଦିନେ ଶରୀର ରୁ ଅଧିକ ଝାଳ ବାହାରିବା ଯୋଗୁଁ ଆମେ ଡି ହାଇଡ୍ରେସନ ହୋଇ ଥାନ୍ତି । ହେଲେ ସେହି ସବୁ କୁ ଏହି ଲେମ୍ବୁ ସଂମ୍ପର୍ଣ୍ଣ ଭାବେ ଦୂର କରି ଦେଇ ଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।