କୁମ୍ଭ ରାଶି ଆଗାମୀ 44ଦିନ 6ଟି ବଡ ଘଟଣା ।

kumbha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି କଥା ହେବା କୁମ୍ଭ ରାଶିର ଲୋକ ମାନଙ୍କ ବିଷୟ ରେ ଆପଣ ମାନେ ଆଗାମୀ 44 ଦିନ କେବେ ବି ଭୁଲି ପାରିବେ ନାହିଁ । ସ୍ଥିତି କିଛି ଏମିତି ରହିବ ଗୋଟିଏ ଗ୍ରହ ଏମିତି କିଛି ରାଶି ପରିବର୍ତନ କରୁଛନ୍ତି । ଯେଉଁ କାରଣ ରୁ ଆପଣ ମାନେ ଏହି ଦିନ ଗୁଡିକୁ ଭୁଲି ପାରିବେ ନାହିଁ । ବନ୍ଧୁଗଣ କୁମ୍ଭ ରାଶି ର ବ୍ୟକ୍ତି ମାନେ ଏହି ଦିନ ରେ ଆପଣ ମାନଙ୍କୁ କଣ କଣ ସବୁ ସଫଳତା ପ୍ରାପ୍ତି ହେବ ସେହି ବିଷୟ ରେ ଜାଣିବା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

kumbha rashi

ଏହି ରାଶି ଶକ୍ତି ଶାଳୀ ରାଶି ମାନଙ୍କ ମଧ୍ୟ ରୁ ଗୋଟିଏ ଅଟେ । ଏମାନେ ଯଦି କାହାର ହୋଇଥାନ୍ତି ତେବେ ଏମାନେ ସେମାନଙ୍କ ପ୍ରତି ସମର୍ପଣ ଭାବ ରଖନ୍ତି । ଏହି ରାଶି ର ଲୋକ ମାନେ ସବୁ ବେଳେ ଭରସା ଯୋଗ୍ୟ ହୋଇଥାନ୍ତି । ହେଲେ ଏମାନଙ୍କୁ କେହି କଷ୍ଟ ଦେଲେ ଏମାନେ ଭାବନାତ୍ମକ ରୂପେ ଅତ୍ୟାଧିକ ଆକ୍ରାମକ ହୋଇଥାନ୍ତି । ଏହି ରାଶି ର ଲୋକ ମାନେ ବହୁତ ହିଁ ଶକ୍ତି ଶାଳୀ ବା ପ୍ରଭାବ ଶାଳୀ ହୋଇ ଥାନ୍ତି । ନିଜ ଉପରେ ନିୟନ୍ତ୍ରଣ ରଖିବା ଏମାନଙ୍କୁ ଭଲ ଭାବେ ଆସି ଥାଏ ।

ଏମାନେ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ ଦେଖେଇ ଥାନ୍ତି । ଏମାନେ ସବୁ କାର୍ଯ୍ୟ କୁ ସବୁ ବେଳେ ଭାବି ଚିନ୍ତି ହିଁ କାର୍ଯ୍ୟ କରିଥାନ୍ତି । ଏମାନେ ସବୁ ବେଳେ ନିଜର କାର୍ଯ୍ୟ କୁ ନିଷ୍ଠା ଏବଂ ପରିଶ୍ରମ ର ସହିତ କରୁ ଥିବାରୁଏମାନଙ୍କ ଆଗରେ କେହି ରାଶି ର ଲୋକ ମାନେ ତିଷ୍ଟି ପାରନ୍ତି ନାହିଁ । ଏହି ରାଶି ଟି ଦୁନିଆଁ ର ସବୁଠୁ ଶକ୍ତି ଶାଳୀ ରାଶି ଭାବେ ପରିଚିତ ଅଟେ ଏମାନେ ସବୁ ସମୟ ରେ ନିଜର ପରାର୍କମତା କୁ କେବେ ବି ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ ।

kumbha rasi

ଏମାନେ ଭାବନା ରେ ବହି ଜାଇ କୈଣସି ବି ପ୍ରକାର ର ଫୈସଲା ନେବା ପୂର୍ବ ରୁ ବହୁତ ଥର ଭାବି ଚିନ୍ତି ହିଁ ନେଇ ଥାନ୍ତି ଏମାନେ ପରିଶ୍ରମ କରିବା ସହିତ ଏମାନେ ଆତ୍ମବିଶ୍ୱାସ ରେ ଭରପୁର ରହିଥାନ୍ତି । ହଁ ଏମାନେ ଟିକିଏ ଧିମା କରି ଆଗକୁ ବଢିଥାନ୍ତି ହେଲେ ଏମାନେ ନିଶ୍ଚିତ ଭାବେ ଦିନେ ନା ଦିନେ ସଫଳତା ପ୍ରାପ୍ତି କରିଥାନ୍ତି । ଏହି 44 ଦିନ ରେ ଏମାନଙ୍କ ଉପରେ ମାତା ଲକ୍ଷ୍ନୀ ଙ୍କ କୃପା ରହି ଥିବାରୁ,ଏମାନେ ଆହୁରୀ ବି ଶକ୍ତିଶାଳୀ ହୋଇ ରହିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *