ନିଜ ସ୍ତ୍ରୀକୁ ଛାଡି ପରକୀୟା ପ୍ରୀତି କରୁଥିଲେ ସ୍ୱାମୀ, ଭଦ୍ରକ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନିଜ ସ୍ତ୍ରୀ କୁ ଛାଡି ଅନ୍ୟ ଜଣ ମହିଳା ଙ୍କ ଘରେ ପଶି ରଙ୍ଗ ରସ କରୁଥିଲେ ସ୍ୱାମୀ । କିନ୍ତୁ ଯେତେବେଳେ ତାଙ୍କ ସ୍ତ୍ରୀ କୈଣସି ପ୍ରକାର ଖବର ପାଇଜାଇ ସେତେବେଳେ ଆସି ପହଁଞ୍ଚି ଥିଲେ ସେହି ମହିଳାଙ୍କ ଘରେ ଆଉ ତାପରେ ସେହି ମହିଳା ଜଣଙ୍କୁ ବାଡେଇ ଥିଲେ ।

ତେବେ ଏହି ଘଟଣା ଘଟିବା ପରେ ସେଠି ଯେଉଁ ସ୍ଥାନୟ ଯୁବକ ମାନେ ଥିଲେ ସେମାନେ ତାଙ୍କ ସ୍ୱାମୀ ଜଣଙ୍କୁ ଧରିଲେ ଏବଂ କହିଲେ ଯେ ପୋଲିସ ନିକଟ କୁ ନେଇଯିବା ପାଇଁ କିନ୍ତୁ ତାଙ୍କର ସ୍ତ୍ରୀ ଜଣିଙ୍କ ସ୍ୱାମୀ କୁ ଛାଡିବା ପାଇଁ ନାରାଜ ଥିଲେ ।

କାହିଁକି ନା ସ୍ତ୍ରୀ ଜଣିଙ୍କ କହିଲେ କି ମୋ ସ୍ୱାମୀ ମୋର ହୋଇ ରହିବେ ତାଙ୍କୁ କାହିଁକି ପୋଲିସ ଥାନକୁ ନେବେ ଯାହାକି ସେଠି ପୋଲିିସ ବାଲା ହୁଏତ କିଛି ନିର୍ଜାତନା ଦେଇପାରେ କି କେସ୍ ମଧ୍ୟ ହୋଇପାରେ ।

sa2

ତେଣୁ ସେହି ସ୍ତ୍ରୀ ଲୋକ ଯୁବକ ମାନଙ୍କ ସାମ୍ନାରେ ନେହୁରା ହୋଇ କହିଲେ କି ମୋ ସ୍ୱାମୀ ଙ୍କୁ ଛାଡି ଦିଅନ୍ତୁ ତେଣୁ ବାଧ୍ୟ ହୋଇ ସେହି ସ୍ଥାନିଅ ଯୁବକ ମାନେ ତାଙ୍କ ସ୍ୱାମୀ ଙ୍କୁ ଛାଡିଦେଲେ ଏବଂ ସେହି ସ୍ତ୍ରୀ ଜଣଙ୍କ ତାଙ୍କ ସ୍ୱାମୀ ଙ୍କର ବାଇକ୍ ରେ ବସି ପୁଣି ଘରକୁ ଫେରିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *