ସାମ୍ନାକୁ ଆସିଲା ସୋନାଲି ଙ୍କ ଆଉ ଏକ Face,ଗାଡି ଭିତରେ କରୁଥିଲେ ଏପରି କାମ ଯେ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ…ଦେଖନ୍ତୁ Video

Sonali

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆପଣମାନେ ନିଶ୍ଚିତ ଭାବେ ସୌମ୍ୟ ଏବଂ ସୋନାଲିଙ୍କ ବିଷୟରେ ଜାଣିଥିବେ।ବର୍ତ୍ତମାନ ସମୟରେ ଏହି ଖବର ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନେଇ ସବୁ ସ୍ଥାନରେ ଚର୍ଚ୍ଚା।ତେବେ ଏହି ଘଟଣାକୁ ଅନେକ ସମୟ ବିତିଗଲାଣି ହେଲେ ଏବେ ଯାଏ ପୋଲିସ ପକ୍ଷରୁ ସୋନାଲିଙ୍କୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।ତେବେ ଆଜି ଆମେ ଏହି ଘଟଣା ବିଷୟରେ କିଛି ନୂଆ କଥା କହିବୁ ।

ଦିନେ ସୌମ୍ୟଙ୍କ ଓଠ ଭାରି ଭଲ ଲାଗୁଥିଲା ସୋନାଲିଙ୍କୁ ଫୁଲେଇ ସୋନାଲି ସୌମ୍ୟଙ୍କ ଓଠକୁ ବାଖ୍ୟା କରିବାକୁ ଯାଇ କୁହନ୍ତି ଇସ ତୁମର କି ଓଠ ? କେବଳ ଓଠ ନୁହେଁ । ସୌମ୍ୟ ଆଖିର ଚାହାଣି ତାର ହାଇଟ ଆଉ ଫିଗର ପଗେଳି କରିଦେଇଥିଲା ସୋନାଲିକୁ।

ସେ ଅନେକ ଭିଡିଓ ବନାଇଛନ୍ତି ତେବେ ସୋସିଆଲ ମିଡିଆରେ ଥିବା ସେହି ଭିଡିଓ ଗୁଡିକୁ ଆପଣ ମାନେ ଦେଖିବାକୁ ପାଇଥିବେ ଯେ ସୌମ୍ୟ ସୋନାଲିଙ୍କୁ ପାଇ ଖୁସି ଅଛି ବୋଲି। ହେଲେଏହି ଖୁସି ଭିତରେ ଲୁଚି ରହିଥିଲା ଛଳନା ।

ଲୁଚି ରହିଥିଲା ସ୍ୱାର୍ଥ। ଯାହାକୁ ପାଇବା ପାଇଁ ମଡେଲ ସୌମ୍ୟ ସହିତ ଥିଲା କଣ୍ଠଶିଳ୍ପୀ ସୋନାଲି ନନ୍ଦ।ସେ ଏହା ଭଲ ଭାବରେ ଜାଣିଥିଲା ଯେ ଖାଲି ସୌମ୍ୟ ନୁହେଁ ବରଂ ସୌମ୍ୟ ପରି ଅନେକ ପୁଅଙ୍କୁ କିପରି ନିଜ ଆୟତ୍ତରେ ରଖିବେ।ଆଜି ଯେତେବେଳେ ସୌମ୍ୟ ଚାଲିଯାଇଛି ସୌମ୍ୟ ଆଉ ସୋନାଲିଙ୍କ ଭିଡିଓ ସବୁ ଭାଇରାଲ ହେଉଛି। ଏଥିରୁ ଜଣା ପଡୁଛି ସେମାନଙ୍କର ମଧ୍ୟରେ କେତେ ସମ୍ପର୍କ ଥିଲା।

ଏହା ଜଣାପଡୁଛି କି ତାଙ୍କ ସମ୍ପର୍କ କେତେ ନିବିଡ ଅଟେ। ଏହି ଭିଡିଓ ଦେଖି ସରିବା ପରେ ସମାଜରେ ଥିବା ଅନେକ ଲୋକ ଅନେକ ପ୍ରଶ୍ନ କରୁଛନ୍ତି। ଏହି ଯେମିତି ମଧୁରତାର ବର୍ଣ୍ଣନା କରି ସୌମ୍ୟକୁ ଧୋକା ଦେଇ ଚାଲି ଯାଇଥିଲେ। ଅଵଶ୍ୟ କି ଲାଭ ସେ ପାଇଛନ୍ତି ତାହା କେବଳ ସେ ହିଁ ଜାଣିଛନ୍ତି । ସୌମ୍ୟ ପ୍ରତି ଥିବା ଭଲ ପାଇବାର ଛଳନା କଥା ସୋନାଲୀ ଠାରୁ ଆଉ କିଏ ଜାଣିବ । ସୌମ୍ୟ ଚାଲିଯିବା ପରେ ଏହି ଭିଡ଼ିଓ ଯିଏ ଦେଖିବ ତାର ପ୍ରେମ ଉପରୁ ଭରଷା ଉଠିଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *