ବଲୀଉଡ ର ଆଉ ଏକ ଅଭିନେତା କଲେ ଆ-ତ୍ମ-ହ-ତ୍ୟା , ଯେଉଁଥିପାଇଁ ବଲିଉଡ ରେ ସମସ୍ତ ଶୋକ ପ୍ରକାଶ କରିଛନ୍ତି ।।

Bollywood actor

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ଜାଣିଥିବେ ଦିନକୁ ଦିନ ଜଣେ ଜଣେ କଳାକାରଙ୍କ ଆ-ତ୍ମ-ହ-ତ୍ୟା ଘଟଣା ସାମ୍ନାକୁ ଆସୁଛି । କିଛି ଦିନ ପୂର୍ବରୁ ସୁଶାନ୍ତ ସିଂ ଆ-ତ୍ମ-ହ-ତ୍ୟା କରିଥିଲେ ଓ ବଲିଉଡ଼ ର ଏକ ପ୍ରସିଦ୍ଧ କଳାକାର ଙ୍କୁ ହରାଇ ସମସ୍ତ ଦୁଃଖ ପ୍ରକାଶ କରିଥିଲେ ।

ସେହିପରି ଆଜି ଆଉ ଜଣେ ଏକ କଳାକାରଙ୍କ ଆ-ତ୍ମ-ହ-ତ୍ୟା ଅଟଣା ସାମ୍ନାକୁ ଆସିଛି , ଯିଏକି ଟିଭି ଦୁନିଆରେ ବହୁତ ନାମ ଅର୍ଜନ କରିଛନ୍ତି । ତାଙ୍କର ନାମ ହେଉଛି ସମୀର ଶର୍ମା ସେ ” ଋସ୍ତା କ୍ୟା କେହଲାତା ହେରେ ” ରୋଲ ପାଇଥିଲେ ଓ କାମ ଚାଲିଥିଲା କିନ୍ତୁ ଲକଡାଉନ ପାଇଁ ଶୁଟିଙ୍ଗ ବନ୍ଦ ଥିଲା । ତେବେ କ୍ୟୁକି ସାଶ ଭି କାଭି ବହୁ ଥି ଏହି ଭଳି ଭଲ ଭଲ ସିରିଏଲ ରେ କାମ କରିଥିଲେ । ସମୀରଙ୍କୁ କିଛି ବଡ ରୋଗ ଥିଲା ଯାହା ଚିକିତ୍ସା ପାଇଁ ବର୍ଷଯାକ ତାଙ୍କୁ କାମ ବନ୍ଦ କରିବାକୁ ପଡିଥିଲା କିନ୍ତୁ ଭଲ ହେଲା ପରେ ସେ ଆଉଥରେ ଅଭିନୟ ଦୁନିଆକୁ ଫେରିଥିଲେ ଓ କାମ ମଧ୍ୟ ପାଇଥିଲେ ।

Sameer Sharma

ବର୍ତ୍ତମାନ ମୁମ୍ବାଇର ତାଙ୍କ ଫ୍ଲାଟରୁ ସମୀର ଶର୍ମାଙ୍କ ମୃ-ତ ଦେହ ଉଦ୍ଧାର କରାଯାଇଛି , ତାଙ୍କ ଫ୍ଲାଟର ସିକ୍ୟୁରୀଟିଙ୍କ କହିବା ଅନୁଯାଇ ଘରୁ ବହୁତ ଦୁଗନ୍ଧ ବାହାରୁଥିଲା ଯେଉଁଥିପାଇଁ ପଡୋଶୀ ମାନେ ଶାମିରଙ୍କ ସ୍ତ୍ରୀକୁ ଫୋନ କରିଥିଲେ ଓ ସମୀରଙ୍କ ସ୍ତ୍ରୀ ତାଙ୍କ କୌଣସି ସାଙ୍ଗକୁ ଫୋନ କରିବା ପରେ ତାଙ୍କ ସାଙ୍ଗ ଆସି କବାଟ ଭାଙ୍ଗିଥିଲେ ତାପରେ ସମୀର ଫ୍ୟାନରେ ଲଟ୍କିଥିବାର ଦେଖିଥିଲେ ।

ସୂଚନା ଅନୁସାରେ ସୋମ୍ୟଙ୍କ ସ୍ତ୍ରୀ ତାଙ୍କୁ ୨ ଦିନ ଆଗରୁ ଫୋନ କରିଥିଲେ କିନ୍ତୁ ସମୀର ଫୋନ ରିସିଭ କରିନଥିଲେ , ସେଥିପାଇଁ ସେ ତାଙ୍କର ଜଣେ ସାଙ୍ଗକୁ ତାଙ୍କ ଫ୍ଲାଟକୁ ଯାଇ ଦେଖିବା ପାଇଁ କହିଥିଲେ । ପୋଲିସର ସୂଚନା ଅନୁଯାଇ ବର୍ତମାନ ପର୍ଯ୍ୟନ୍ତ କୌଣସି ସୁ-ସା-ଇ-ଡ ନୋଟ ପ୍ରାପ୍ତ ହୋଇ ନାହିଁ ଓ ବର୍ତମାନ ପର୍ଯ୍ୟନ୍ତ ତାଙ୍କର ଆ-ତ୍ମ-ହ-ତ୍ୟା କାରଣ ଜଣା ପଡି ନାହିଁ ।

Sameer

ପୋଲିସ ର ସୂଚନା ଅନୁଯାଇ ସମୀର ତାଙ୍କ ପରିବାର ସହ ମଲାଡ ମୁମ୍ବାଇରେ ରହୁ ନଥିଲେ ସେ ଏକା ରହୁଥିଲେ , କିନ୍ତୁ ଆଶଙ୍କା କରା ଯାଉଛି ଯେ ତାଙ୍କ ପରିବାର ପୁନେରେ ଥିଲେ ସେଥିପାଇଁ ସେ ପୁନେ ଯିବା ଆସିବା କରୁଥିଲେ । ତେବେ ପୋଲିସ ଅନୁଯାଇ ବର୍ତମାନ ପର୍ଯ୍ୟନ୍ତ ସମୀର ପରିବାର ତରଫରୁ ସୋମ୍ୟଙ୍କ କୌଣସି ସମସ୍ୟା ଥିଲା କି ନାହିଁ ଏହା ବିଷୟରେ ସ୍ପଷ୍ଟ କିଛି ଜଣା ପଡି ନାହିଁ ।

ପୋଲିସ ସୋମ୍ୟଙ୍କ ମୃତ୍ୟୁ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଓ ରିପୋର୍ଟ ଆସିବା ପରେ ସମୀରଙ୍କ ମୃତ୍ୟୁ ର କାରଣ ସ୍ପଷ୍ଟ ଜଣାପଡିବ ବୋଲି କହିଛନ୍ତି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *