ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଆସିଲା ଆଉ ଏକ ବଡ଼ ଖବର, ସରକାର କରିଲେ ବଡ଼ ଘୋଷଣା, ଏଥର ଆଉ… ଦେଖନ୍ତୁ ସମ୍ପୂର୍ଣ ଖବର ।

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ଛାତ୍ରଛାତ୍ରୀ ଙ୍କ ବଡ ଖବର ଛାତ୍ରଛାତ୍ରୀଙ୍କ ପାଇଁ ଆଉ କିଛି ବଡ ସୂଚନା ଏବେ ସକାଳ 6.00 ଟାରୁ 9.00 ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କ ନିଦ ଭାଙ୍ଗୁନାହିଁ ଅସନ୍ତୋଷ ପ୍ରକାଶ କରିଲେ ଅଭିଭାବକ ମାନେ ସେପଟେ ସଚିବ କହିଲେ ସକାଳେ କମ ରହୁଛି ଗରମ ତେବେ ଏହାରି ମଧ୍ୟରେ ଆସୁଛି ଆଉ ଏକ ବଡ ଖବର ପୁଣି ସମୟରେ ପରିବର୍ତ୍ତନ ତେବେ ବନ୍ଧୁଗଣ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ଖବର ଆସନ୍ତୁ ଜାଣିନାବା ।

ତେବେ ସୋମବାର ଠାରୁ ପୁଣି ସ୍କୁଲ ଖୋଲିବା ପାଇଁ ଯାଉଛି ଯାହାକି ସକାଳ 6.00 ଟା ଠାରୁ ସକାଳ 9.00 ଟା ପର୍ଯ୍ୟନ୍ତ ପାଠପଢା ମଧ୍ୟ ହେବ ତେବେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ଏହି ନିଷ୍ପତିକୁ ବିରୋଧ କରିଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଏତେ ସକାଳୁ ଛୋଟ ପିଲା ଏବଂ ଶିକ୍ଷକ ବିଦ୍ୟାଳୟକୁ ଆସିବାରେ ଅସୁବିଧା ହେବ ଏହା ସହିତ ଖରା ଛୁଟି କମିଥିବାରୁ ଶିକ୍ଷକ ସଂଘ ଅଧିକ ଟଙ୍କା ଦେବାକୁ ଦାବି କରିଛନ୍ତି ସେହିପରି ଅଭିଭାବକ ମାନେ ମଧ୍ୟ ସକାଳ 6.00 ଟା ବଦଳରେ 6:30 ରେ ସ୍କୁଲ୍ ଖୋଲିବାକୁ ଦାବି କରିଛନ୍ତି ଏହା ମଧ୍ୟରେ କିଛି ଅଭିଭାବକଙ୍କ ଦାବି ମଧ୍ୟ ରହିଛି ଯେ ଏତେ ସକାଳୁ ପିଲାଙ୍କ ଦିନ ଭାଙ୍ଗୁ ନାହିଁ।

school Staff

ତେବେ ପୂର୍ବରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ 26 ରୁ 30 ତାରିଖ 5 ଦିନ ଧରି ସ୍କୁଲ ଛୁଟି ରହିବା ପରେ ସୋମବାର ଠାରୁ ସକାଳ ସ୍କୁଲ ଖୋଲିଛି ଏବେ ସକାଳ 6.00 ଟା ଠାରୁ 9.00 ଟା ମଧ୍ୟରେ ସ୍କୁଲ ଖୋଲିବାକୁ ନେଇ ନିଷ୍ପତି ହଇଛି ତେବେ ଖରାକୁ ଦୃଷ୍ଟିରେ ରଖି ସକାଳ 6.00 ଟାରେ ସ୍କୁଲ ହେବାକୁ ନେଇ ଅଭିଭାବକ ମାନେ ମୁହଁ ଖୋଲିଛନ୍ତି ଏବେ ସକାଳୁ ପିଲାଙ୍କୁ ନେଇ ସ୍କୁଲ ଯିବାକୁ ଅସହ୍ୟ ମନେ କରୁଛନ୍ତି ।

ସେହି ପରି ଅଭିଭାବକ ମାନଙ୍କ ଆହୁରୀ ମଧ୍ୟ ପ୍ରଶ୍ନ ରହିଛି ଯେ ଏତେ ସକାଳୁ କେମିତି ସ୍କୁଲ ଆସିବେ ପିଲା ସେମାନଙ୍କୁ ପ୍ରସ୍ତୁତି କରିବା ବହୁତ କଷ୍ଟକର ହୋଇ ପଡୁଛି ବୋଲି ସେମାନେ ମତ ଦେଇଛନ୍ତି ଅଧିକାଂଶ ଅଭିଭାବକ। ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗର ଭିନ୍ନ ତର୍କ 9.00 ଟା ମଧ୍ୟରେ କମ୍ ରହିଛି ଖରାର ପ୍ରଭାବ ପଡିବନି ।

school

ସକାଳ 6.00 ଟା ଠାରୁ ସ୍କୁଲ୍ ଖୋଲା ଯିବା ନେଇ ଅଭିଭାବକ ବିଭିନ୍ନ ମତ ଦେଇଥିବା ବେଳେ ଗଣଶିକ୍ଷା ବିଭାଗ ର ସଚିବ କିନ୍ତୁ ଭିନ୍ନ ମତ ରଖିଛି ସଚିବଙ୍କ ମତ ହେଉଛି ଯେ ସକାଳ 8.30 ଭିତରେ ତାପମାତ୍ରା 32 ଡୀଗ୍ରି ରୁ 34 ଡୀଗ୍ରି ରହିଥାଏ9.00 ଟା ମଧ୍ୟରେ ଏହା 35 ଡୀଗ୍ରି ଅତିକ୍ରମ କରେ ନାହିଁ ରବିବାର ଠାରୁ ତାପମାତ୍ରା ଧୀରେ ଧୀରେ କମିଯିବ ବୋଲି ଆକଳନ ହୋଇଛି ତେବେ ମଧ୍ୟାହ୍ନ ଭୋଜନ ସହିତ 9.00 ଟା ମଧ୍ୟରେ ସ୍କୁଲ୍ ବନ୍ଦ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରୀଷ୍ମ ପ୍ରବାହର କୌଣସି ପ୍ରଭାବ ରହିବ ନାହିଁ ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଭରଣ ମଧ୍ୟ ହୋଇ ପାରିବ ବୋଲି ମନ୍ତ୍ରୀ ସମିର ରଂଞୀନ କହିଛନ୍ତି। ସେପଟେ ଗଣଶିକ୍ଷା ବିଭାଗର ନିଷ୍ପତିକୁ ପୂର୍ବରୁ ବିରୋଧ କରିଛି ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ସକାଳ 6.00 ଟା ପରିବର୍ତେ 6.30 ରେ ସ୍କୁଲ୍ ଆରମ୍ଭ କରିବାକୁ ସଂଘ ଦାବି କରିଛି ସକାଳ 6.00 ଟା ଠାରୁ ଛୋଟ ଛୋଟ ପିଲା ଏବଂ ଶିକ୍ଷକ ସ୍କୁଲ୍ ଆସିବା କଷ୍ଟକର ହୋଇ ପଡ଼ିଛି ତେଣୁ 6.30 ରେ ସ୍କୁଲ୍ ଖୋଲିବାକୁ ଦାବି କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *