ପୁଣି ସରକାରଙ୍କ ବଡ଼ ଘୋଷଣା ଆଗାମୀ ୫ଦିନ ଶସ୍ତା ହେଲା ସୁନା ଏବଂ ରୂପା ଦର, ଆପଣ ସୁନା କିଣିବାକୁ ଯିବା ଆଗରୁ ନିଶ୍ଚୟ ଦେଖନ୍ତୁ !

gold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ର ବଡ ଖବର ଯାହା କି ସୁନା ରୂପା ର ଦର କୁ ନେଇ ଆସିଛି । ସୁନା ପିନ୍ଧିବା କାହାର ବା ପସନ୍ଦ ନୁହେଁ ସୁନା ପିନ୍ଧିଥିବା ଲୋକ ମାନଙ୍କ ପାଇଁ ବଡ ଖୁସି ଖବର ପୁଣି କମିଲା ସୁନା ଦାମ ତେବେ ଯଦି ଆପଣ ସୁନା କିଣିବାକୁ ଯାଉଛନ୍ତି ତେବେ ଜାଣି ରଖନ୍ତୁ ଆଜିର ସୁନା ରୂପା ଦାମ କେତେ ରହିଛି ।

ତେବେ ଆପଣ ମାନଙ୍କୁ କହି ରଖୁଛୁ କି ଗତ କାଲି ଅପେକ୍ଷା ଆଜି ସୁନା ଦାମ କମିଛି । ଆଜି 300 ଟଙ୍କା କମିଛି ସୁନା । ଓଡ଼ିଶା ରାଜଧାନୀ ଭୁବନେଶ୍ୱର ରେ 22 ଗ୍ରାମ ସୁନା 10 ଗ୍ରାମ ପ୍ରତି ରହିଛି 49,990 ଟଙ୍କା । ସେହିପରି 24 କ୍ୟାରେଟ ସୁନା ର 10 ଗ୍ରାମ ପ୍ରତି ରହିଛି 53,440 ଟଙ୍କା | ଆଜି ଭାରତୀୟ ବଜାର ରେ 22 କ୍ୟାରେଟ ସୁନା 10 ଗ୍ରାମ ପ୍ରତି 48,070 ଟଙ୍କା ହୋଇଥିଲା ବେଳେ 24 କ୍ୟାରେଡ ସୁନା ର ମୂଲ୍ୟ 10 ଗ୍ରାମ ପିଛା 52.740 ଟଙ୍କା ରହିଥିବା ଜଣାପଡିଛି ।

golds

ତେବେ ଦେଶ ର ପ୍ରମୁଖ ସହର ରେ ସୁନା ଦର ରେ କିଛିଟା ପରିବର୍ତ୍ତନ ଆସିଛି । ମୁମ୍ବାଇ ରେ 22 ଓ 24 କ୍ୟାରେଡ ସୁନା ର ମୂଲ୍ୟ 10 ଗ୍ରାମ ପିଛା 49,300 ଟଙ୍କା ଓ 53,780 ଟଙ୍କା ନେଇ ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀ ରେ ଏହି ଦର 49,300 ଟଙ୍କା ଏବଂ 53,780 ଟଙ୍କା ରହିଛି । ଦକ୍ଷିଣ ଭାରତ ପ୍ରମୁଖ ସହର ଚେନ୍ନାଇ ରେ 22 କ୍ୟାରେଟ ସୁନା ର ମୂଲ୍ୟ 49,692 ହୋଇଥିଲା ବେଳେ 24 କ୍ୟାରେଡ ର ମୂଲ୍ୟ 54,210 ଟଙ୍କା ରହିଥିବା ରେକର୍ଡ ହୋଇଛି ।

ତେବେ ପୂର୍ବ ଭାରତ ର ପ୍ରମୁଖ ସହର କଲିକତା ରେ 49,300 ଟଙ୍କା ଏବଂ 53,770 ଟଙ୍କା ରହିଛି ସେପଟେ ଆଜି ରୂପ ମୂଲ୍ୟ ବି ହ୍ରାସ ପାଇଛି । ଆଜି ରୂପା କିଲୋଗ୍ରାମ ପ୍ରତି 900 ଟଙ୍କା କମି 67,100 ଟଙ୍କା ରହିଥିବା ନେଇ ରେକର୍ଡ କରାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *