ରାଜ୍ୟ ସରକାରଙ୍କ ବଡ ନିଷ୍ପତି କରୋନା ପାଇଁ ପୁଣି ବନ୍ଦ ହୋଇଯିବ ସବୁ ସ୍କୁଲ କଲେଜ ।

corona

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ତିନି ବର୍ଷ ହେଲାଣି କୋରନା ଆମ ବିଶ୍ୱ ଉପରେ ଅନେକ ପ୍ରଭାବ ପକେଇ ସାରିଛି। ଯାହା ଦ୍ୱାରା ଲୋକ ମାନେ ଅନେକ କିଛି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଧନ , ଜନ ଜିବନ ରୁ ଆରମ୍ଭ ଶିକ୍ଷା ଅନେକ ପ୍ରଭାବ ପକେଇଛି କୋରନା ସମୟ ଖାଇବାକୁ ମଧ୍ୟ ପାଇ ନାହାଁନ୍ତି । ହେଲେ ଏହି ବର୍ଷ ହେବ ଆଉ ଲକଡାଉନ ପରିସ୍ଥିତି ଦେଖିବାକୁ ମିଳୁ ନାହିଁ । କାରଣ କୋରନା ର ସଂଙ୍କ୍ରମଣ କିଛି ମାତ୍ରା ରେ କମିଜାଇ ଥିଲା ଜାହା ଫଳ ରେ ଲୋକ ମାନେ ମଧ୍ୟ କିଛି ଅସୁବିଧା ରୁ ବଞ୍ଚିତ ହୋଇଥିଲେ ।

corona

ତେବେ ପୁଣି ଏନସିଆର ରେ ପୁଣି ଥରେ କୋରନା ସଂଙ୍କ୍ରମଣ ବଢିବାକୁ ଲାଗିଲାଣି । ଏହା ଏକ ଚିନ୍ତାର ବିଷୟ ଅଟେ । ଏନସିଆର ସମେତ ଗାଜିଆବାଦ ରେ ଗତ 24 ଘଣ୍ଟା ମଧ୍ୟରେ 33 ନୂଆ କୋରନା ସଂଙ୍କ୍ରମଣ ଚିହ୍ନଟ ହୋଇଛି । ଏପ୍ରିଲ ମାସରେ କୋରନା ସଂଙ୍କ୍ରମଣ 233 ନୂଆ ମାମଲା ସାମ୍ନା କୁ ଆସିଥିଲା ତେବେ ଏହି ପରି ସ୍ଥିତି ରେ ମୋଟ ପଜେଟିଭ ମାମଲା 139 କୁ ବୃଦ୍ଧି ପାଇଛି ।

ଏହା ସହିତ ଦିଲ୍ଲାରେ ସଂଙ୍କ୍ରମଣ ହାର 3 ଗୁଣ ବୃଦ୍ଧି ପାଇଥିବା ରେକର୍ଡ କରାଜାଇଛି । ତେବେ କରୋନା ସଂକ୍ରମଣ ବଢୁଥିବା ମାମଲା କୁ ନେଇ ବୁଧୁବାର ଦିନ ଦିଲ୍ଲୀ ବିପର୍ଯୟ ପରିଚାଳନା ପ୍ରାଧିକରଣ ର ଏକ ବୈଠକ ବସିବ । ତେବେ ଏହି ବୈଠକ ରେ ମାସ୍କ ଲଗାଇବା ଓ ସ୍କୁଲ ଉପରେ ନିଷ୍ପତି ନିଆ ଯାଇ ପାରେ । ହେଲେ ପୁଣି ଏହି କିଛି ଦିନ ଭିତରେ ଦିଲ୍ଲୀ ସ୍କୁଲ ରେ ଶିକ୍ଷକ ଙ୍କ ସହିତ ଛାତ୍ରଛାତ୍ରୀ ମଧ୍ୟ କରୋନା ସଂକ୍ରମଣ ରେ ଚି଼ହ୍ନଟ ହୋଇଛନ୍ତି ।

schools

ହେଲେ ଏଭଳି ମାମଲା ସାମ୍ନା କୁ ଆସିବା ପରେ ଦିଲ୍ଲୀ ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ ସମ୍ପୂର୍ଣ୍ଣ ଭାବରେ ସ୍କୁଲ ବନ୍ଦ କରାଯିବ ନାହିଁ । ଦେଶରେ ଆଜି 2067 କୋରନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଗତ କାଲି ତୁଳନା ରେ 65.7 ପ୍ରତିଶତ ସଂଙ୍କ୍ରମଣ ବଢିଛି । ତେବେ 24 ଘଣ୍ଟା ମଧ୍ୟ ରେ ଏହି କୋରନା 40 ଜଣ ଜିବନ ନେଇ ସାରିଲାଣି । ଏମିତି ପରିସ୍ଥିତି ଲାଗି ରହେ ତେବେ ଦେଶରେ ସମସ୍ତ ସ୍କୁଲ ବହତ ଜଲ୍ଦି ବନ୍ଦ ହୋଇ ଜାଇ ପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *