ସବୁ ରେକଡ ଭାଙ୍ଗିଲା ପେଟ୍ରୋଲ । ଜାଣନ୍ତୁ କଣ ରହିବ ଆଗକୁ ପେଟ୍ରୋଲ ଦର ।

Petrol

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳିତ ମାସର 15 ଦିନ ମଧ୍ୟରୁ 13 ଥର ତେଲ ଦର ଉପର ତଳ ହେଲାଣି। ଭୁବନେଶ୍ୱର ସହରରେ ତେଲ ଦର ବଢୁଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ତେଲ ଦର ବର୍ତ୍ତମାନ 111 ଦେଉଥିଲେ। ଗତ ପନ୍ଦର ଦିନ ମଧ୍ୟରେ ଏହାର ଦାମ୍ ବଢ଼ିବାରେ ଲାଗିଛି। ଯାହା ଦ୍ୱାରା ଏହା ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି।

ଆଜି ଦିଲ୍ଲୀରେ ଡିଜେଲ ଏବଂ ପେଟ୍ରୋଲ ଉପରେ 80 ପଇସା ଯାଏ ବଢିଛି । ନୂଆଦିଲ୍ଲୀରେ ଆଜି ପେଟ୍ରୋଲର ଦାମ ଲିଟର ପିଛା 112 ଟଙ୍କା 79 ପଇସା ହୋଇଥିବା ବେଳେ ଡିଜେଲର ଦାମ ଲିଟର ପିଛା 107 ଟଙ୍କା 87 ପଇସା ରେ ପହଁଚିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 84 ପଇସା ବଢି ପେଟ୍ରୋଲର ଦାମ ଲିଟର ପିଛା 113 ଟଙ୍କା 67 ପଇସା ହୋଇଛି ଡିଜେଲ ଲିଟର ପିଛା 85 ପଇସା ବଢି ଡିଜେଲର ଦାମ ଲିଟର ପିଛା 109 ଟଙ୍କା 73 ପଇସା ରହିଛି।

Petrol

ରାଉରକେଲାରେ ପେଟ୍ରୋଲର ଦାମ ଲିଟର ପିଛା 112 ଟଙ୍କା 74 ପଇସା ହୋଇଥିବା ବେଳେ ଡିଜେଲର ଦାମ ଲିଟର ପିଛା 108 ଟଙ୍କା 47 ପଇସା ରହିଛି। ବାଲେଶ୍ଵରରେ ପେଟ୍ରୋଲ ଲିଟର ପିଛା 112 ଟଙ୍କା 89 ପଇସା ଏବଂ ଡିଜେଲର ଦାମ ଲିଟର ପିଛା 108 ଟଙ୍କା 47 ପଇସା ରହିଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା 85 ପଇସା ବଢି ପେଟ୍ରୋଲର ଦାମ ଲିଟର ପିଛା 112 ଟଙ୍କା 69 ପଇସା ହୋଇଥିବା ବେଳେ ଡିଜେଲର ଦାମ ଲିଟର ପିଛା 108 ଟଙ୍କା 39 ପଇସା ରହିଅଛି।

ସମ୍ବଲପୁରରେ ପେଟ୍ରୋଲର ଦାମ ଲିଟର ପିଛା 112 ଟଙ୍କା 89 ପଇସା ହୋଇଥିବା ବେଳେ ଡିଜେଲର ଦାମ ଲିଟର ପିଛା 109 ଟଙ୍କା 7 ପଇସା ରହିଛି। ମାର୍ଚ୍ଚ 22 ତାରିଖ ପର ଠାରୁ ଏପରି ଲଗାତାର ଭାବରେ ତେଲ ଦର ବୃଦ୍ଧି ସମସ୍ତ ଉପଭୋକ୍ତାଙ୍କ ଚିନ୍ତା ବଢାଇଛି ।

Petrol Diesel

ରାଜ୍ୟରେ ତେଲ ଦର କ୍ରମାଗତ ଭାବରେ ବଢ଼ିବାରେ ଲାଗିଥିଲା ବେଳେ ଏହା ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇ ପଡିଛି। ପେଟ୍ରୋଲ ଏବଂ ଡିଜେଲ ବ୍ୟତୀତ ଅନ୍ୟ ବହୁତ ଜିନିଷର ଚାହିଦା ବଢିବାରେ ଲାଗିଛି। ଏହିପରି ଭାବରେ ଦେଶରେ ସରକାରଙ୍କ ତରଫରୁ କୈଣସି ପଦକ୍ଷେପ ନିଆ ଯାଉନାହିଁ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *