ଦୀର୍ଘ 6 ମାସ ପରେ ତପସ୍ୱିନୀ ଙ୍କ ସହ ହେଲା ବିରାଟ କାଣ୍ଡ ଜାଣନ୍ତୁ କଣ ଘଟିଲା ।

Tapaswini

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ପୁଣି ଥରେ ସାମ୍ନା କୁ ଆସିଲା ସୁମିତ ଏବଂ ତପସ୍ଵିନୀ ଙ୍କ ପାରିବାରିକ କଳି। ଆପଣ ମାନେ ଜାଣିଛନ୍ତି କିପରି ଭାବେ ଲାଗି ରହିଛି ସୁମିତ ଏବଂ ତପସ୍ଵିନୀ ଙ୍କ ବିବାଦ ନିଜର ହକ ପାଇଁ କୋର୍ଟ ର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି ତପସ୍ଵିନୀ। ବହୁତ ପ୍ରୟାସ ଚାଲିଥିଲେ ମଧ୍ୟ ସମାଧାନ ର ରାସ୍ତା ଏବେବି ବାହାରୁ ନାହିଁ। ତାହା ପରେ ମଧ୍ୟ କୋର୍ଟ ଯାହା ରାୟ ଦେଇଛନ୍ତି ତାହା ମଧ୍ୟ ତପସ୍ଵିନୀ ଙ୍କ ସପକ୍ଷ ରେ ରହିଥିଲା।

ହେଲେ ଏବେବି ଥମିବାର ନାଁ ନେଉନାହିଁ ସୁମିତ ଏବଂ ତପସ୍ଵିନୀ ଙ୍କ ମାମଲା ଏହା ଦିନ କୁ ଦିନ ଆହୁରି ବିଗଡି ଯାଉଛି। ସୁମିତ ଏବଂ ତପସ୍ଵିନୀ ଙ୍କ ସମ୍ପର୍କ ରେ କେବେ ପୂର୍ଣ୍ଣଛେଦ ପଡିବ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଅଛି । ତେବେ ଏହି ମାମଲା ରେ ସମାଧାନ ହେବ କି ନାହିଁ ତାହା ସମସ୍ତ ଙ୍କ ମନରେ ସଂନ୍ଦେହ ଉପୁଜିଛି। ମାନ୍ୟବର କୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ ଦୁଇ ଜଣଙ୍କୁ ମେଡିଟେଶନ ସେଣ୍ଟର ପଠାଯାଇଥିଲା।

tapashine

ହେଲେ ତପସ୍ଵିନୀ ଭାବିଥିଲେ କି ସେଠାରେ ସୁମିତ ଓ ସେ ଏକାଠି ହୋଇଯିବେ ବୋଲି ହେଲେ ତାହା ହେଲା ନାହିଁ । ସୁମିତ ସେଠାରୁ ଆଗ ବାହାରି ପଳାଇଥିବା ବେଳେ ତପସ୍ଵିନୀ ତାଙ୍କୁ ଆସି ବାହାରେ ଖୋଜିବାକୁ ଲାଗିଜାଇଥିଲେ। ଏହି ସବୁରୁ ବର୍ତମାନ ଜଣା ପଡୁଛି ସୁମିତ ଙ୍କୁ ନିଜର କରିବା ପାଇଁ ତପସ୍ଵିନୀ ଏବେ ବି କେତେ ସଂଘର୍ଷ କରୁଛନ୍ତି।

ଏବେ ସେ ତାଙ୍କ ନୂଆ ଘରେ ରହୁଛନ୍ତି ହେଲେ ସେଠାରେ ସେମିତି କିଛି ଜିନିଷ ନାହିଁ ଗ୍ରାଇଣ୍ଡର ନଥିବା ରୁ ସେ ହେମୋଦସ୍ତା ରେ ମସଲା କୁଟି ଖାଉଛନ୍ତି । ଏଥିରେ ମଧ୍ୟ ସୁମିତ ଙ୍କୁ ଅସୁବିଧା ହେବାରୁ ସେ ବିନା ମସଲା ରେ ଖାଦ୍ୟ ଖାଇବେ ବୋଲି କହିଥିଲେ । ତେବେ ଏବେ ଦେଖିବାର କଥା ହେଲା କି ଏହି ଦୁହିଁଙ୍କ ସଂମ୍ପର୍କ କେଉଁ ମୋଡ ଆଡକୁ ନେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *