ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁନିଆରେ ଏମିତି କେଉଁ ବ୍ୟକ୍ତି ନାହାଁନ୍ତି ଯେଉଁମାନେ ଧନବାନ ହେବାକୁ ଇଚ୍ଛା ରଖନ୍ତି ନାହିଁ । କିଏ ପୂଜା ପାଠ ଜରିଆରେ ବା ଅଧିକ ପରିଶ୍ରମ କରି ଧନ କମାଇବା ପାଇଁ ଚେଷ୍ଟା କରେ । ଆଜି ଆମେ ଆପଣଙ୍କ ପାଇଁ ଭଗବାନ କୃଷ୍ଣଙ୍କ ଦ୍ଵାରା କୁହା ଯାଇଥିବା ଏମିତି କିଛି ଉପଦେଶ ନେଇ କରି ଆସିଛୁ ଯେଉଁଥିରେ ରାତି ସମୟରେ ଶା-ରୀ-ରିକ ସଂ-ମ୍ପ-ର୍କ ରଖୁଥିବା ବ୍ୟକ୍ତି କେବେ ବି ଗରିବ ହେବ ନାହିଁ ।
ଧର୍ମ ଗ୍ରନ୍ଥରେ ଶା-ରୀ-ରିକ ସଂ-ମ୍ପ-ର୍କର ଅନେକ ନିୟମ ବିଷୟରେ କୁହାଯାଇଛି । ହେଲେ ଭଗବାନ କୃଷ୍ଣ ରାତିର ଏମିତି ଏକ ସମୟ ବିଷୟା ରେ କହିଛନ୍ତି ଯେଉଁଥିରେ ସଂ-ମ୍ପ-ର୍କ ସ୍ଥାପନା କରୁଥିବା କେବେ ବି ବିଫଳ ଯାଏ ନାହିଁ । ମଣିଷ ଠାରେ ପ୍ରେମ ଭାବନା ରାତି ସମୟରେ ଅଧିକ ରହେ । ରାତି ସମୟରେ ସଂ-ମ୍ଭୋ-ଗ ରଖିବା ଅଭୁତ ଆନନ୍ଦଦାୟୀ ହୋଇଥାଏ । ହେଲେ ଭଗବନା କୃଷ୍ଣଙ୍କ ମତରେ ସଂ-ମ୍ଭୋ-ଗ ରଖିବା ପାଇଁ ରାତି 12 ଟା ଠାରୁ 3 ଟା ଯାଏ ସଠିକ ସମୟ ହୋଇଥାଏ ।
ଏହି ସମୟରେ ସଂ-ମ୍ଭୋ-ଗ ରଖିଲେ ବ୍ୟକ୍ତି କେବେ ଗରିବ ହୋଇନଥାଏ । ହେଲେ ଏହି ସମୟ ପରେ ସଂ-ମ୍ଭୋ-ଗ କରିଲେ ବ୍ୟକ୍ତିଙ୍କୁ ଦୁଷ୍ପରିଣାମ ଭୋଗ କରିବାକୁ ପଡିଥାଏ । କାରଣ ଶାସ୍ତ୍ରରେ ରାତି 3 ଟା ପରେ ସମୟକୁ ବ୍ରହ୍ମ ମୂହୁର୍ତ୍ତ ମାନାଯାଏ । ଏହି ସମୟରେ ବ୍ରହ୍ମାଣ୍ଡରେ ସ୍ଥିତ ସବୁ ଐଶ୍ଚର୍ଯ୍ୟ ଶକ୍ତି ଆମ ସହ ରହିଥାଏ । ତେଣୁ ଏହି ସମୟରେ ଭଗବନାଙ୍କ ପୂଜା କରିବା ଉଚିତ ।
ଶାସ୍ତ୍ରରେ ଏମିତି କିଛି କୁହାଯାଇଅଛି ଯାହା ରାତିରେ କରିବା କାରଣରୁ ଶୁଭ ଘଟଣା ମଧ୍ୟ ଅଶୁଭ ଘଟଣାରେ ବଦଳିଯାଏ । ଯେଉଁ ବ୍ୟକ୍ତି ଅଧିକ ରାତି ଯାଏ ବିନା କାରଣରେ ପୂଜା ପାଠ କରେ ତେବେ ଫଳ ପ୍ରାପ୍ତି ହୁଏ ନାହିଁ । କାରଣ ଏହି ପୂଜା ଭଗବାନଙ୍କୁ ନୁହେଁ ବରଂ ଖରାପ ଶକ୍ତିର ଆଗମନର କାରଣ ହୋଇଥାଏ । ତେଣୁ ମୂହୁର୍ତ୍ତ ଦେଖି ପୂଜା କରିବା ସବୁବେଳେ ଉଚିତ୍ । ତେଣୁ ରାତି 11 ଟା ପୂର୍ବରୁ ପୂଜା ଶେଷ କରିବା ଉଚିତ । କାରଣ ରାତି 11 ଟା ପରେ ତାନ୍ତ୍ରିକ ଶକ୍ତିର ପ୍ରଭାବ ଦେଖାଯାଏ ।
ଧର୍ମ ଗ୍ରନ୍ଥ ଅନୁଯାୟୀ ଶୋଇବା ପୂର୍ବରୁ ହାତ ଗୋଡ ଧୋଇବା ଉଚିତ ଅଟେ । ନହେଲେ ଖରାପ ଶକ୍ତିର ଆସର ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ପଡେ । ଯାହା ଭବିଷ୍ୟ ପାଇଁ ଭୟଙ୍କର ରୋଗ ସୃଷ୍ଟି କରିବାର କାରଣ ହୁଏ ।
ହିନ୍ଦୁ ଧର୍ମରେ ମାନ୍ୟତା ରହିଛି କି ରୋଷେଇ ଘରେ କେବେ ବି ଅଇଁଠା ବାସନ ପକେଇ ରଖିବା ଉଚିତ ନୁହେଁ । କାରଣ ଅଇଁଠା ବାସନ ମଣିଷକୁ ଅଭିଶାପ ଦେଇଥାଏ ଯାହା କାରଣରୁ ସେହି ବ୍ୟକ୍ତି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୁଏ ନାହିଁ । ବୈଜ୍ଞାନିକ ଦ୍ରୁଷ୍ଟିକୋଣ ରୁ ରୋଷେଇ ଘରେ ଅଇଁଠା ବାସନ ରଖିଲେ ଅନେକ ଜୀବାଣୁ ସୃଷ୍ଟି ହୁଏ । ଯାହା ଅନେକ ରୋଗର କାରଣ ମଧ୍ୟ ହୋଇଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।