ମେଷ ରାଶି ପାଇଁ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ର 11 ଟି ମହା ରହସ୍ୟ

masha

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମେଷ ରାଶି ପାଇଁ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ର 11 ଟି ମହା ରହସ୍ୟ ତେବେ କେଉଁ ବୟସ ରେ କେଉଁ ସବୁ ବିପଦ ରହିଥାଏ କେଉଁ ସବୁ ରିଷ୍ଟ ରହିଥାଏ ତାହା ଏହି ପୋଷ୍ଟ ରୁ ଆପଣ ମାନେ ଜାଣି ପାରିବେ । ତେବେ ମେଷ ରାଶିର ଲୋକ ମାନେ ଅଳ୍ପ କେଶ ଯୁକ୍ତ ଚଞ୍ଚଳ ଗତି , ତ୍ୟାଗି ବା ପରଦେଶୀ , ଲବଣ ଯୁକ୍ତ ଶରୀର ପବିତ୍ର ମନ । ବିଳାସୀ ଭୋଗି ଯୋଗୀ , ଦୟାଳୁ ସ୍ୱଭାବ ର ହୋଇଥାନ୍ତି ।

ଦାମ୍ପାତ୍ୟ ସୁଖ ଭୋଗ ରେ ଅସାନ୍ତି , ବହୁମୂଖୀ , ଚତୁର , ବୁଦ୍ଧିବନ୍ତ , କୃଷି ବ୍ୟବସାୟ ରେ ପ୍ରିୟ , ଧାର୍ମିକ ଉଦାର , କଳା ପ୍ରେମିକ , ଧନବାନ , ଦାତା , ରାଜପ୍ରିୟ , ଗୁଣବାନ ସର୍ବକର୍ମ ରେ ବିଚକ୍ଷଣ , ସ୍ତ୍ରୀ , କ୍ଲେସୀ , ମଗନ୍ତ , ଦୟାଳୁ , ବାଲ୍ୟକାଳରେ ଦୁଃଖୀ , ପୋଢହସ୍ତରେ ସୁଖୀ ଏବଂ ଉତ୍ସବନା , ଓ ଧର୍ମ ବିଶ୍ୱାସି ହୋଇଥାନ୍ତି । ଏବଂ ଏମାନେ ଗତି ଶୀଳ ଏବଂ ଶିର୍ଷ ସ୍ଥାନ କୁ ଜାଇ ପାରନ୍ତି । ଆପଣ କର୍ମଠ , ଉଦ୍ୟସୀ , ସାହାସୀ ଏବଂ କାର୍ଯ୍ୟ ଦକ୍ଷ୍ୟ ବ୍ୟକ୍ତି ଅଟନ୍ତି । ପରିସ୍ଥିତି କୁ ଦେଖି ବ୍ୟବସ୍ଥା କରନ୍ତି ।

masha

ଆପଣ ମାନଙ୍କର ସମ୍ୟବାଦୀ ଚିନ୍ତାଧାରା ଅନେକ ମାତ୍ରା ରେ ଥାଏ ଆପଣ ମାନଙ୍କ ଶାରୀରିକ ଶକ୍ତି ଉପରେ ଆପଣ ମାନଙ୍କର ଦୃଢ ବିଶ୍ୱାସ ରହିଥାଏ । ସେହିଥି ପାଇଁ ଆପଣ ମାନେ ଅନେକ ସମ୍ମାନ ଏବଂ ଲୋକପ୍ରିୟତା ହାସଲ କରନ୍ତି । ସମାଜ ରେ ଏକ ସୁନାମ ଧନ୍ୟ ବ୍ୟକ୍ତି ରୂପେ ଆପଣ ମାନେ ପରିଚିତ ହୁଅନ୍ତି । ଆପଣ ମାନଙ୍କ ପାଇଁ ଶୁଭ ଦିନ ହେଲା ମଙ୍ଗଳବାର ଏବଂ ରବିବାର , ସୋମବାର ଗୁରୁବାର ମଧ୍ୟ ଫଳପ୍ରଦ ଅଟେ ।

ଶୁଭ ସଂଖ୍ୟା ହେଲା ଆପଣ ମାନଙ୍କ ପାଇଁ 9 ଏହି ସଂଖ୍ୟା ଟି ଆପଣ ମାନଙ୍କ ପାଇଁ ବହୁତ ଶୁଭ ଅଟେ । ଆପଣ ମାନଙ୍କ ରତ୍ନ ପ୍ରବାଳ , ଧାତୁ ତାମ୍ର , ତନ୍ତ୍ର ମୁତେ ପଗଳା , ପ୍ରକାରନ୍ତର ଦେବତା , ଧୂମବତୀ , ଅବତାର ନୃସିହଂ ଅବତାର । ଶୁଭ ବର୍ଣ୍ଣ ହେଲା ଲାଲି ରଙ୍ଗ । ଚେର ମୂଳ ହେଲା ସୁଗନ୍ଧ ମୂଳ , ଆପଣ ମାନଙ୍କ ଆରାଦ୍ଧ୍ୟ ଦେବତା ହେଲା ବକ୍ରତୁଣ୍ଡ ଶ୍ରୀ ଗଣେଷ ।

masha

ସେହି ପରି ଏମାନଙ୍କ ବିଷୟ ରେ କିଛି ରହସ୍ୟ ଜାଣିନେବା ପ୍ରଥମ ବର୍ଷରେ ଥଣ୍ଡା ରୋଗ , ଦ୍ୱତୀୟ ବର୍ଷରେ କାଶ ରୋଗ , ଚତୁର୍ଥ ବର୍ଷ ରେ ଅଗ୍ନୀ ଭୟ , ଷଷ୍ଟ ବର୍ଷ ରେ ଉଚ୍ଚ ସ୍ଥାନରୁ ପଡିବା ଭୟ । ଆଠ ବର୍ଷ ରେ ଅଙ୍ଗରେ ଆଘାତ ଲାଗିବା , ଦ୍ୱାଦଶ ବର୍ଷ ର ଜଳ ଭୟ , ଶୋହଳ ବର୍ଷ ରେ କିଛି ବିପଦ , ବାଇଶ ବର୍ଷ ରେ ଜ୍ୱାଳା ଆଦି ପ୍ରିଡା , ଏବଂ 25 ବର୍ଷରେ ଭ୍ରମଣ ଯୋଗ , ବତିସ ବର୍ଷ ରେ ଅସ୍ତ୍ରାଘାତ ଯୋଗ ରହେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *