03 ମେ 2022 ରାଶିଫଳ – ବଦଳୁଛି ଆଜିଠୁ ଏହିସବୁ ରାଶିଙ୍କ ଭାଗ୍ୟ ।

rasi-phala

ମେଷ ରାଶି : ଆଜି ଟଙ୍କା ପଇସା ହାଲତ ସହ ଯୋଡି ହୋଇଥିବା ସମସ୍ୟା ଚିନ୍ତାର କାରଣ ହୋଇପାରେ , ଯଦି ଲଭ୍ ଲାଇଫ୍ ର କଥା କହିବା ତେବେ ଆଜି ଜୀବନସାଥୀଙ୍କ ଭରପୁର ସହଯୋଗ ମିଳିବ , ସନ୍ତାନଙ୍କ ଚିନ୍ତା ହୋଇପାରେ,  ସଂନ୍ଧ୍ୟା ପର୍ଯ୍ୟନ୍ତ ସବୁ ଠିକ୍ ହୋଇଯିବ , ମାନହାନୀ ନ ହେଉ ଏହାର ଧ୍ୟାନ ରଖନ୍ତୁ କେଉଁ ଅନୁଭବି ବ୍ୟକ୍ତିଙ୍କ ଉପଦେଶ ଫାଇଦାଦାୟକ ପ୍ରମାଣିତ ହେବ , ଆଜି କେଉଁ ବଡ ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ , ବିଶ୍ୱାସ କରିବା ଉପରେ ପ୍ରାଥମିକତା ଦିଅନ୍ତୁ ।

ବୃଷ ରାଶି : ମଜାକ୍ ରେ କରାଯାଇଥିବା କିଛି କାର୍ଯ୍ୟ ଆପଣଙ୍କୁ ସମସ୍ୟାରେ ପକାଇପାରେ , କଳ୍ପନାଶିଳତା ରହିବେ , ଚିନ୍ତା ଅଧିକା କରନ୍ତୁ ନାହିଁ , ନିଜସାଥିଙ୍କ ସହ ସମୟ ବିତାଇକରି ଭଲ ଅନୁଭବ କରିବେ , ଆଜି ଆପଣ ଅନୁଭବ କରିବେ କି ବିବାହିତ ଜୀବନରେ ଆପଣଙ୍କୁ ପ୍ରକୃତରେ ଖୁସିନେଇକରି ଆସିଛି , ସହକର୍ମୀଙ୍କର ସହଯୋଗ ମିଳିପାରିବ ନାହିଁ , ପଇସାକୁ ନେଇକରି ଚିନ୍ତା ଓ ସ୍ୱୟଂ ଉପରେ ବେଶୀ ପ୍ରେସର୍ ଆଣିବାକୁ ଦିଅନ୍ତୁ ନାହିଁ , ପ୍ରେମ ମାମଲାରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମିଥୁନ ରାଶି : ନୁଆ ଗତିବିଧିଗୁଡିକ ଓ ମନୋରଞ୍ଜନ ପାଇଁ ବିଶ୍ରାମ କରିବାକୁ ସହାୟକ ସିଦ୍ଧ ହେବ , କେଉଁ ପ୍ରକାରର କାଗଜ ପତ୍ର କାର୍ଯ୍ୟରେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ , ବିଭିନ୍ନ ସ୍ରୋତରୁ ଆପଣଙ୍କୁ ଲାଭ ହେବ , ବେପାରୀଙ୍କ ହାନି ସଂମ୍ଭବ ଅଛି , ଆପଣଙ୍କ ଭୁଲ୍ ରୁ ରକ୍ଷା ପାଇବାପାଇଁ ଭୁଲ୍ ତର୍କ ଦେଇଯିବେ , ଏମିତିରେ ବିରୋଧୀ ଆପଣଙ୍କ ଉପରେ ଦବାବ ପକାଇବେ , କଠିନ ପରିସ୍ଥିତି ରେ ଜୀବନସାଥୀଙ୍କ ଉପଦେଶ ନେଇପାରନ୍ତି , ଅଧିକା କ୍ରୋଧିତ ହୁଅନ୍ତୁ ନାହିଁ ।

କର୍କଟ ରାଶି : ଆଯି ଆପଣଙ୍କୁ କିଛି ବାଧାଗୁଡିକର ସାମ୍ନା କରିବାକୁ ପଡିବ , ଆପଣଙ୍କ ମହତ୍ତ୍ୱପୁର୍ଣ୍ଣ ଲୋକଙ୍କ ସହ ନୁଆ ସଂବନ୍ଧ ସ୍ଥାପନ କରିବେ , ନିଜ ସଂବନ୍ଧରେ ମଧୁରତା ଆସିବ , ଆଜି ଆପଣ ନିଜ ସ୍ୱୟଂ ପାଇଁ ଟିକିଏ ସମୟ ବାହାର୍ କରିବେ ଓ ମନକୁ ଶାନ୍ତ କରି ନିଜ ଯୋଜନା ଉପରେ କାମ କରିବେ , ଆପଣଙ୍କ ପାରିବାରିକ ଜୀବନ ସୁଖମୟ ଓ ଆନନ୍ଦଦାୟକରହିବ , ଧନ ଲାଭର ପ୍ରାପ୍ତି ଯୋଗ ହେଉଛି , ସାମାଜିକ ହିସାବରେ ଆଜିର ଦିନ ଭଲରେ କଟିବ ।

ସିଂହ ରାଶି : ସାଙ୍ଗମାନଙ୍କ ସହ ଆନନ୍ଦରେ ସମୟ ବ୍ୟତିତ ହେବ , ମାଙ୍କ ତରଫରୁ ଲାଭ ହେବ , ଶତ୍ରୁଙ୍କ ଦ୍ୱାରା ରଚାଯାଇଥିବା ଷଡଯନ୍ତ୍ରରୁ ସାବଧାନ ରହିବାର ଆବଶ୍ୟକତା ଅଛି , ଆଜି କିଛି ନୁଆ ଡିଲ୍ ଅଥବା କେଉଁ ବିଶେଷ ନିର୍ଣ୍ଣୟ ନେବାରୁ ବଞ୍ଚନ୍ତୁ , ବସ୍ତୁଗୁଡିକ ସଂମ୍ଭାଳୀକରି ରଖନ୍ତୁ , କିଛି ଜିନିଷ ହରାଇପାରନ୍ତି , କେଉଁ ଅପ୍ରିୟତାରୁ ଦୁର କରିବାପାଇଁ ଶବ୍ଦର ଅହ ଚାଲାକ୍ ତରିକାରେ ପ୍ରୟୋଗ କରନ୍ତୁ , ଆପଣ ଅନ୍ୟଙ୍କ ପାଇଁ ସାହାଯ୍ୟକାରୀ ହୋଇପାରନ୍ତି , ପୁରୁଣା ସାଙ୍ଗଙ୍କ ଠାରୁ କିଛି ଭଲ ଖବର ମିଳିପାରେ ।

କନ୍ୟା ରାଶି : ବ୍ୟକ୍ତିଗତ ସଂବନ୍ଧରେ ସୁଧାର ଆସିପାରେ , ପାର୍ଟନରସିପ୍ ବେପାରରେ ଆପଣଙ୍କୁ ଟିକିଏ ଚିନ୍ତା  ରହିବ , ବାପଘରେ ଆପଣଙ୍କୁ ଲାଭ ହୋଇପାରେ , ଓ ଭଲ ସମାଚାର ମିଲିପାରେ , ଆର୍ଥିକ ଲାଭ ହେବାର ସଂମ୍ଭାବନା ଅଛି , ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ, ମାନ ଓ ପ୍ରତିଷ୍ଠା ପ୍ରାପ୍ତି ହେବ , ଆପଣଙ୍କ କ୍ରୋଧରେ ନିଆଯାଈଥିବା ନିର୍ଣ୍ଣୟ କାରଣରୁ ପଛରେ ଏହାର ପ୍ରାୟଶ୍ଚିତ କରିବାକୁ ପଡିପାରେ , କିଛି ଅନପେକ୍ଷିତ ଓ ଭଲ ଘଟଣା ହେବାର ଯୋଗ ଅଛି , ସେଥିରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ ।

ତୁଳା ରାଶି : ଆଜି ଆପଣଙ୍କ ସକରାତ୍ମକତା ପୁରା ମାହୋଲ୍ ସକରାତ୍ମକ ବନାଇବ , ବଡ ଅଧିକାରୀଙ୍କ ସହ ଖୁବ୍ ତାଳମେଳ ରହିବ , ଚାକିରି ଓ ବେପାରରେ ଲାଭ ହେବାର ଅନୁବନ୍ଦ ଅଛି , କେଉଁ ଲୋକ ସହ ତେବେ ବନ୍ଧୁତା କରନ୍ତୁ , ଯେବେ ପୁରା ଜାନକାରୀ ମିଳିବ , ଓ ତାକୁ ଭଲ ଭାବେ ବୁଝିଥିବେ , କିଛି ଲୋକଙ୍କର କାରଣରୁ ଆପଣ ଭାବନାତ୍ମକ ରୁପରେ ଚିନ୍ତିତ ହୋଇପାରନ୍ତି , ଏହି ପ୍ରକାର କିଛି ଲୋକଙ୍କର ସହ ଯୁକ୍ତି ତର୍କ ହୋଇପାରେ , ପାର୍ଟନର ଆପଣଙ୍କ ଭାବନାକୁ ବୁଝିପାରିବେ ।

ବିଛା ରାଶି : ପାରିବାରିକ ବାତାବାରଣ ଖୁସିମୟ ରହିବ । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସଂବନ୍ଧରୁ ଲାଭ ମିଳିବ , ଆପଣଙ୍କ କିର୍ତ୍ତିରେ ବୃଦ୍ଧି ହେବ । କାର୍ଯ୍ୟକୁ ଟାଳିବାକୁ ପ୍ରୟାସ କରନ୍ତୁ ନାହିଁ । ଆପଣଙ୍କ ଶତ୍ରୁ ବି ଆଜି ଆପଣଙ୍କ ବନ୍ଧୁ ହୋଇଯିବେ , ପାର୍ଟନରଙ୍କ ମୁଡ୍ ବି ଭଲ ରହିବ । ଆପଣଙ୍କ ଲଭ୍ ଲାଇଫ୍ ରେ ପରିବର୍ତ୍ତନ ଦେଖାଦେବ , ସବୁଦିନର କାର୍ଯ୍ୟ ପୁରା ହେବ , ପାରିବାରିକ ସହଯୋଗ ମୀଳିବ । ଜୀବନସାଥୀଙ୍କ ସହ ଆନନ୍ଦପୁର୍ଣ୍ଣ ବ୍ୟବହାର ରହିବ , ଆୟର ସାଧନ ମଜବୁତ୍ ହେବ ।

ଧନୁ ରାଶି : ଆଜି ଆପଣଙ୍କ ବେପାରରେ ଧନ ଲାଭ ହେବ , ବ୍ୟବସାୟିକ କାର୍ଯ୍ୟରେ କିଛି ଅନାବଶ୍ୟକ ଚିନ୍ତା ଆସିପାରେ , ଯାହାର କାରଣରୁ ଆପଣଙ୍କ ମନ ବିଚଳିତ ହୋଇପାରେ,  ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ , ଅନ୍ୟ ଦୃଷ୍ଟିକୌଣରୁ ସମୟ ଅନୁକୁଳ ଅଛି  କେଉଁ ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ ହେବାର୍ ସଂମ୍ଭାବନା ଅଛି , ଲେଣଦେଣ ମାମଲାରେ ବିଳମ୍ବତା ରଖନ୍ତୁ ନାହିଁ , କ୍ଷତି ହୋଇପାରେ , ଭଉଣୀଘରୁ କିଛି ଶୁଭ ସମାଚାର ମିଳିପାରେ ।

ମକର ରାଶି : ଆଜି ଆପଣଙ୍କ ଭାଗ୍ୟ ସଫଳ ହେବ , ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ବଢିବା ରହିବ , ପରିବାର ଓ ଜୀବନସାଥୀଙ୍କ ସହଯୋଗ ମିଳିବ , ଆପଣଙ୍କ ସାମାଜିକ ଦୃଷ୍ଟିକୋଣରୁ ମାନ ସମ୍ମାନ ପାଇବେ , ବିନା କାରଣରେ ଭୟ ଉତ୍ପନ୍ନ ହେବ , ଆପଣଙ୍କ ନୁଆ ସଂମ୍ପର୍କ ପ୍ରତି ପୁରା ସମର୍ପିତ ହେବେ , ଲାଭର ସମାଚାର ମିଳିପାରିବ , ସ୍ୱାସ୍ଥ୍ୟର ମାମଲାରେ ମକର ରାଶିଙ୍କ ଚିନ୍ତା ବଢିପାରେ , ଖର୍ଚ୍ଚରେ କଣ୍ଟ୍ରୋଲ୍ କରିବାକୁ ହେବ ।

କୁମ୍ଭ ରାଶି : ଆଜି ନିଜ ପରାକ୍ରମ ବଢିବାର ଅନୁଭବ କରିବେ , ଆପଣଙ୍କୁ ଧନ ସଂବନ୍ଧୀ ସବୁ ଚିନ୍ତା ଦୂର ହୋଈଜିବ , ଓ ନିଜ ଅଟକିଥିବା କାମ ସଫଳତାପୂର୍ବକ ପୁରା ହୋଇପାରିବ , ବିତ୍ତିୟ ସ୍ଥିତିରେ ସୁଧାର୍ ଆସିବ , କିନ୍ତୁ ସାବଧନତା ସହ ଭାବିବାର ପରେ ହିଁ ନୁଆ ସଂମ୍ପତ୍ତି ନିବେଶ କରନ୍ତୁ  , ଆଜି ସଂମ୍ପର୍କର ସହ୍ କେଉଁ ମାମଲା ବୁଝାମଣା ହେବ , ଅଧିକା ଉତ୍ସାହରେ କାମ କରିବାରୁ ବଞ୍ଚିବାକୁ ହେବ , ଲୋକଙ୍କ ମନରେ କିଛି ଭୁଲ୍ ବୁଝାମଣା ଆସିପାରେ ।

ମୀନ ରାଶି : ଆଜି ଆପଣଙ୍କୁ ଅବସରରୁ ଫାଇଦା ମିଳିପାରିବ , ଘରର କେଉଁ ସଦସ୍ୟଙ୍କ ଚିନ୍ତା ହଇରାଣ୍ କରିବ,  ଆପଣ ନିଜକୁ ଟିକିଏ ଅସୁରକ୍ଷିତ ଅନୁଭବ କରିବେ , ଯଦି ଆପଣ ଉଚ୍ଚ୍ ଅଧ୍ୟୟନ କରିବାପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ନିରାଶ ହେବେ ନାହିଁ , ଆପଣଙ୍କ ଜୀବନରେ ଆସୁଥିବା ସବୁ ଅସୁବିଧା ଭୋଲାନାଥଙ୍କ କୃପାରୁ ସମାଧାନ ହୋଇଯିବ , ଘର ପରିବାରରେ ହାଲକା ଚିନ୍ତା ଆସିପାରେ , ସ୍ତ୍ରୀଙ୍କ କଥାରେ ବିବାଦ କରନ୍ତୁ ନାହିଁ , ବରଂ ଧୈର୍ଯ୍ୟ ର ସହ ଭାବନ୍ତୁ ।

Leave a Reply

Your email address will not be published. Required fields are marked *