୧୧ଟି ତୁଳସୀ ପତ୍ରର ଏହି ଉପାୟ କରିପାରେ ଆପଣଙ୍କୁ ଧନୀ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 11 ଟି ତୁଳସୀ ପତ୍ରର ଏହି ଉପାୟ ମାଧ୍ୟମ ରେ ଆପଣ ମାନଙ୍କର ଟଙ୍କା ର ଅଭାବ କୁ ଆପଣ ମାନେ ଦୂର କରି ପାରିବେ । ସେମିତି ରେ ଲୋକ ମାନେ ଟଙ୍କା ରୋଜଗାର କରିବା ପାଇଁ ବହୁତ ଅଧିକ ପରିଶ୍ରମ କରନ୍ତି, ହେଲେ ବେଳେ ବେଳେ ଏମିତି ହୋଇ ଥାଏ କି ଯେତେ ରୋଜଗାର କରିଲେ ବି ଆମ ମାନଙ୍କ ପାଖରେ ରହି ଥିବା ଟଙ୍କା ନିଜକୁ ଅଣ୍ଟେ ନାହିଁ , ଏବଂ ଏମିତି ହେଲେ ଆମ ମାନଙ୍କର ସର୍ବଦା ଅର୍ଥ ର ହାନୀ ହୋଇ ଥାଏ ।

tulasi

ଯଦି ଆପଣ ମାନଙ୍କ କ୍ଷେତ୍ରରେ ବନ୍ଧୁଗଣ ଏମିତି କିଛି ହେଉଛି ତେବେ ଆପଣ ମାନଙ୍କୁ ଆଜି ଏହି ଉପାୟ କହିବା ପାଇଁ ଚାହିଁବୁ ଜାହା କରି ଆପଣ ମାନେ ଏହି ସବୁ ସମସ୍ୟା କୁ କୂର କରି ପାରିବେ , ସେମିତି ରେ ବନ୍ଧୁଗଣ ହିନ୍ଧୁ ଧର୍ମ ରେ ତୁଳସୀ କୁ ବହୁତ ମହତ୍ୱ ଦିଆ ଜାଇ ଥାଏ ପ୍ରତ୍ୟେକ ଦିନ ଖାଲି ପେଟ ରେ ପାଞ୍ଚ ଟି ପତ୍ର କୁ ଖାଇବା ଦ୍ୱାରା ଆପଣ ମାନଙ୍କ ଦେହ ରେ ଶ୍ୱାସ ବା ରକ୍ତ ଅପରିସ୍କାର ଭଳି ସମସ୍ୟା ଦେଖିବା ପାଇଁ ମିଳେ ନାହିଁ ।

ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି ପ୍ରତ୍ୟେକ ଦିନ ତୁଳସୀ ଗଛ ମୂଳ ରେ ପାଣି ଢାଳି ଏହି ବିଶେଷ ମନ୍ତ୍ର କୁ କହିବା ଦ୍ୱାରା ସୁଖ ଏବଂ ସମୃଦ୍ଧି ର ବର ଦାନ ହଜାରେ ଗୁଣ ବଢି ଜାଇ ଥାଏ । ତେବେ ସେହି ମନ୍ତ୍ର ଟି ହେଲା ମହା ପ୍ରସାଦ ଜନନୀ ସର୍ବ ସୈଭାଗ୍ୟ ବଦ୍ଧିନୀ ଆଦି ବ୍ୟାଧି ହରାନୀତ୍ୟଂ ତୁଳସୀ ତୋଂ ନମସ୍ତୁତେ ବନ୍ଧୁଗଣ ଆପଣ ମାନଙ୍କୁ କେବଳ ଏହି ମନ୍ତ୍ର କୁ ପ୍ରତ୍ୟେକ ଦିନ ସାତ ଥର କହିବା ପାଇଁ ପ଼ିବ ତେବେ ଦେଖିବେ ଆପଣ ମାନଙ୍କର କୈଣସି ବି ସମସ୍ୟା ଦେଖା ଦେବ ନାହିଁ ।

tulasi

ଏବଂ ଆପଣ ମାନଙ୍କ ଜୀବନ ରେ ଯେଉଁ ସବୁ ସମସ୍ୟା ରହି ଥିବ ଏବଂ ଆପଣ ମାନଙ୍କ ଯେଉଁ ସବୁ କାର୍ଯ୍ୟ ପୁରଣ ହେଉ ନଥିବ ତେବେ ତାହା ସବୁ ବେଳେ ପୁରଣ ହେବ । ଆପଣ ମାନେ ଯଦି ଏମିତି 7 ଥର ବି କହି ପାରିବେ ନାହିଁ , ସେହି ପରି ଆପଣ ମାନ ଗଛ ରୁ 11 ଟି ତୁଳସୀ ପତ୍ର ନେଇ ନିଜର ଘରେ ରହି ଥିବା ଅଟା ରେ ପକେଇ ସେବନ କରିଲେ ନିଶ୍ଚିତ ଭାବେ ଏହି ପରି ସମସ୍ୟା ଦୂର ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *