ଏ ହେଉଛନ୍ତି ରାନୀ ମୁଖାର୍ଜୀଙ୍କ ସୁନ୍ଦର ଓ ହଟ ଝିଅ – ଦେଖନ୍ତୁ ତାଙ୍କ ପୁରା ଫ୍ୟାମିଲ କୁ

rani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ରେ ବହୁତ ସମୟ ଯାଏ ଏକ୍ଟିଭ୍ ରହି ଥିବା ଅଭିନେତ୍ରୀ ରାଣୀ ମୂଖାର୍ଜି ଜଣେ ବହୁତ ବଡ ଏବଂ ଫେମସ୍ ଅଭିନେତ୍ରୀ ମାନଙ୍କୁ ଜଣେ ଅଟନ୍ତି , ତେବେ ଆପଣ ମାନେ ବି ଯଦି ରାଣୀ ମୂଖାର୍ଜି ଙ୍କ ଅଭିନୟ ଏବଂ ତାଙ୍କୁ ବହୁତ ପରିମାଣ ରେ ପସନ୍ଦ କରନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ଲାଇକ୍ କରିବେ ।

ରାଣୀ ମୂଖାର୍ଜି 1996 ରେ ଫିଲ୍ମ ରାଜା କି ଆଇ ବାରାତ୍ ରେ ବଲିଉଡ ରେ ଡେଭ୍ୟୁ କରି ଥିଲେ । ଏବଂ ଏହା ପରେ ପରେ ସେ ବଲିଉଡ କୁ ଏମିତି ଭାବେ ବହୁତ ହିଟ୍ ହିଟ୍ ଫିଲ୍ମ ମାନ ଦେଇଛନ୍ତି , ଏବଂ ବଲିଉଡ ର ଏହି ଜଣା ସୁଣା ଅଭିନେତ୍ରୀ ରାଣୀ ମୂଖାର୍ଜି 2014 ରେ ଜଣା ସୁଣା ଡାଇରେକ୍ଟର ଏବଂ ୟୈସରାଜ ଫିଲ୍ମ ର ଚେୟାର ମ୍ୟନ୍ ଆଦିତ୍ୟ ଚୋପ୍ରା ଙ୍କୁ ବିବାହ କରି ଥିଲେ ହିନ୍ଦି ସିନେମା ରେ ଏହି ୟୋସରାଜ ଫିଲ୍ମ ର ନାମ ହିଁ କାଫି ଅଟେ , ବର୍ତମାନ ସମୟ ରେ ରାଣୀ ମୂଖାର୍ଜି ଏବଂ ଆଦିତ୍ୟ ଙ୍କର 4 ବର୍ଷ ର ଝିଅ ଟିଏ ବି ରହିଛି ।

rani

ଜାହାଙ୍କ ନାମ ଅଦିରା ଚୋପ୍ରା ଅଟେ , ଏବଂ ଅଦିରା ଙ୍କ ଫୋଟ ବହୁତ କମ୍ ପରିମାଣ ରେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳେ , କାରଣ ରାଣୀ ମୂଖାର୍ଜି ଙ୍କୁ ନିଜର ଝିଅ କୁ ଲାଇମ୍ ଲାଇଟ୍ ରେ ରଖିବା ପସନ୍ଦ ନୁହେଁ , ଯେଉଁଥି ପାଇଁ ତାଙ୍କର ଝିଅ ଙ୍କ ଫୋଟ ବହୁତ କମ୍ ପରିମାଣ ରେ ଦେଖିବା ପାଇଁ ମିଳେ ।

ଏହି ନିକଟ ରେ ଆସି ଥିବା ଅଦିରା ଙ୍କ ଫୋଟ କୁ ଦେଖି ଜଣା ପଡୁଛି କି ସେ ତେମୁର୍ ଙ୍କ ଠାରୁ ବି ଅଧିକ କ୍ୟୁଟ୍ ଏବଂ ସୁନ୍ଦର ଅଟନ୍ତି । ଏବଂ ଆପଣ ମାନଙ୍କୁ ରାଣୀ ମୂଖାର୍ଜି ଙ୍କ ଝିଅ କେମିତି ଲାଗନ୍ତି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *