70 ଓ 80 ଦଶକର ଏହି ହିରୋଇନଙ୍କର ଆଜି ହୋଇ ଜାଇଛି ଏମିତି ଅବସ୍ତା । ଦେଖିଲେ ବିଶ୍ୱାସ ହେବନି

Heroin

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନିଜର ଅଭିନୟ ରେ ଦିୱାନା ବନେଇ ଥିବା ବହୁତ ଅଭିନେତ୍ରୀ ମାନେ ରହିଛନ୍ତି ହେଲେ ଏମିତି ବହୁତ କମ୍ ଅଭିନେତ୍ରୀ ମାନେ ରହିଛନ୍ତି ଯେଉଁ ମାନେ ନିଜର ଅଭିନୟ ସହିତ ନିଜର ସୁନ୍ଦରତା ପାଇଁ ହିଁ ସେମାନେ ଦର୍ଶକ ମାନଙ୍କୁ ନିଜର ଦିୱାନା ବନେଇ ନେଇ ଥାନ୍ତି । ଏବଂ ଏମିତି ଜଣେ ଅଭିନେତ୍ରୀ ହେଲେ ଫରାନ୍ନ ନାଜ୍ , ଯିଏ ନିଜର ଦମ୍ ଦାର୍ ଅଦାକାରୀ ସହିତ ନିଜର ସୁନ୍ଦରତା ରେ ଲୋକ ମାନଙ୍କୁ ମୋହିତ କରିଛନ୍ତି ।

ଯେତେ ବେଳେ ଇଣ୍ଡଷ୍ଚ୍ରୀ କୁ ଆସିବାର କିଛି ସମୟ ବାସ୍ ହୋଇ ଥିଲା ହେଲେ ସେ ନିଜର ସୁନ୍ଦରତା ରେ ଲୋକ ମାନଙ୍କୁ ନିଜ ଆଡକୁ ଆକର୍ଶିତ କରି ଥିଲେ । ତାଙ୍କର ଏହି ଅଭିଭାବ ଦେଖି କରି ତାଙ୍କୁ ବହୁତ ନିର୍ମାତା ମାନେ ତାଙ୍କୁ ନିଜର ଫିଲ୍ମ ରେ ନେବାକୁ ଚାହୁଁ ଥିଲେ, ଜାହା ପାଇଁ ତାଙ୍କ ପାଖରେ ସବୁ ବେଳେ ଫିଲ୍ମ ର ଲାଇନ୍ ଲାଗି ରହି ଥିଲା ।

Farah Naaz

ହେଲେ ସେମିତି ସମୟ ରେ ଏହି ଅଭିନେତ୍ରୀ ବଲିଉଡ କୁ ସଂମ୍ପର୍ଣ୍ଣ ଭାବେ ଛାଡି ଦେଇ ଥିଲେ , ହେଲେ କଣ ଆପଣ ମାନେ ଜାଣନ୍ତୁ ଏହି ଅଭିନେତ୍ରୀ ଫରାନ୍ନ ନାଜ୍ ଆଜିର ଦିନରେ କେଉଁ ଠାରେ ରହିଛନ୍ତି । ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି 90 ଦଶକ ରେ ରାଜ୍ କରୁ ଥିବା ଫରାନ୍ନ ନାଜ୍ ପିଲା ଦିନ ରୁ ଅଭିନୟ ର ଶୈକ୍ ରଖି ଥିଲେ , ସେ ହାଇଦ୍ରାବାଦ୍ ର ଥିଲେ ତେବେ ସେ ସେହିଠାରୁ ପାଠ ପଢା ପୂରଣ କରିଛନ୍ତି , 1985 ରେ କାଫିଲେ ଫିଲ୍ମ ରୁ ନିଜର କେରିଅର ଆରମ୍ଭ କରି ଥିଲେ ।

ଏବଂ ପରେ ସେହି ଫିଲ୍ମ ହିଟ୍ ହେବା ପରେ ପରେ ବହୁତ ଫିଲ୍ମ ରେ ତାଙ୍କୁ କାମ କରିବା ପାଇଁ ଅଫର୍ ମିଳି ଥିଲା , ପରେ ସେ ଅଭିନେତା ବିନ୍ଦି ଦାରା ସିହଂ ଙ୍କୁ 1996 ରେ ବିବାହ କରି ଥିଲେ ଏବଂ ପରେ ଯେତେ ବେଳେ ନିଜର ପୁଅ କୁ ଜନ୍ମ ଦେଇ ଥିଲେ ତେବେ ସେ ବଲିଉଡ ରୁ ଦୂରେଇ ଯିବାକୁ ପସନ୍ଦ କରିଲେ ।

actress Farah Naaz

ସେମିତି ପରେ ବିବାହ ର କିଛି ବର୍ଷ ପରେ ସେ ନିଜର କେରିଅର ପୁଣି ଆରମ୍ଭ କରି ଥିଲେ ଫିଲ୍ମ ହଲଚଲ୍ ରେ କାମ କରି ଥିଲେ ହେଲେ ତାଙ୍କୁ ସେମିତି କିଛି ସଫଳତା ମିଳିଲା ନାହିଁ ପରେ ସେ ଆଉ ଏମିତି କିଛି ଫିଲ୍ମ ରେ କାମ କରି ଥିଲେ ହେଲେ ସେମିତି କିଛି ସଫଳତା ମିଳିଲା ନାହିଁ ପରେ ଏବେ ସେ ଘରେ ରହୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *