90% ହୃଦ ରୋଗ ବା ହାର୍ଟ ପୋବ୍ଲେମ କୁ ଚୁଟକିରେ ପୁରା ଭଲ କରିଦେବ ଏହି ଘରୋଇ ଉପାୟ ।

Heart

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 90 ପ୍ରତିଶତ ହାର୍ଟ ବ୍ଲକେଜ୍ କୁ ବି 0 ପ୍ରତିଶତ ବନେଇ ଦେବ ଏହି ଚମତ୍କାରୀ ଘୋରେଇ ନୁସ୍ଖା ଦ୍ୱାରା । ବନ୍ଧୁଗଣ ଆମେ ଆପଣ ମାନଙ୍କ ପାଇଁ ଏହି ଠାରେ ଯେଉଁ ନିସ୍ଖା ନେଇ କରି ଆସିଛୁ ତାହା ବହୁତ ଅଧିକ ଖାସ୍ ଅଟେ କାରଣ ଆପଣ ମାନେ ବି ଏହି ନିସ୍ଖା ର ପ୍ରୋୟଗ କରି ନିଜ ଶରୀର ର ହାର୍ଟ ବ୍ଲୋକେଜ୍ କୁ ବନ୍ଦ କରି ପାରିବେ ଏବଂ ଏହାକୁ ପ୍ରସ୍ତୁତ କରିବା ପାଇଁ ସାମଗ୍ରୀ ଅତି ସହଜରେ ମାର୍କେଟ୍ ରୁ ମିଳେ ।

ସେମିତି ରେ ଆପଣ ମାନଙ୍କୁ ଏନ୍ଞୋ ପ୍ଲାଷ୍ଟିକ୍ କରିବା ପରେ ଷ୍ଟଣ୍ଡ ଆଖ ପାଖରେ ଅଧିକ ପରିମାଣ ରେ କୋଲଷ୍ଟ୍ରଲ ଜମା ହୋଇ ଜାଇ ଥାଏ ଏବଂ କିଛି ସମୟ ପରେ ପୁଣି ଥରେ ଏହି ପ୍ରକ୍ରିଆ କୁ କରିବା ପାରେ ହେଲେ ଆପଣ ମାନେ ଯଦି ଏହି ସବୁ କୁ କରିବା ପାଇଁ ଚାହୁଁନାହାଁନ୍ତି ତେବେ ଆପଣ ମାନେ ଏହି ଘୋରଇ ଉପାୟ କରି ପାରିବେ ।

Heart attack

ଏମିତି ରେ ଆପଣ ମାନଙ୍କ ଛାତି ରେ ଆସୁ ଥିବା କଷ୍ଟ ଅନୁଭବ ହେବ ନାହିଁ , ତେବେ ଆସନ୍ତୁ ଜାଣି ନେବା ଏହା ପାଇଁ ଆବଶ୍ୟକ ସାମଗ୍ରୀ ବିଷୟରେ ପ୍ରଥମେ ଅଦା ରସ , ଲେମ୍ବୁ ରସ , ରସୁଣ ର ରସ , ଏବଂ ଆପେଲ ସାଇଡର ରସ , କରି ଆଣିବା ପରେ ଆପଣ ମାନେ ଏହି ସବୁ କୁ ଗୋଟିଏ ଗୋଟିଏ କପ୍ ନେଇ ଏହାକୁ ଧିମା ଆଞ୍ଚ ରେ ଗରମ କରନ୍ତୁ ଏମିତି ବେଳେ ଯେତେ ବେଳେ ଏହା କିଛି ପରିମାଣ ରେ ମରି ଯିବ ତେବେ ସେହି ଥିରେ ତିନି କପ୍ ମହୁ ମିଶାନ୍ତୁ ଏବେ ଆପଣ ମାନଙ୍କର ନିସ୍ଖା ସଂମ୍ପର୍ଣ୍ଣ ପ୍ରସ୍ତୁତ ଅଟେ ।

ବନ୍ଧୁଗଣ ଆପଣ ମାନେ ଏବେ ଏହାକୁ ଆପଣ ମାନେ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟ ରେ 3 ଚାମଚ ସେବନ କରନ୍ତୁ ଏକ ଗ୍ଲାସ୍ ଗରମ ପାଣି ରେ ଆପଣ ମାନେ ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କର 90 ପ୍ରତିଶତ ହାର୍ଟ ବ୍ଲକେଜ୍ କୁ ବି 0 ପ୍ରତିଶତ ବନେଇ ଦେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *