ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଅନେକ ଭାଇରଲ ଭିଡ଼ିଓ ସୋସିଆଲ ମିଡିଆରେ ସମୟ କ୍ରମେ ଦେଖିବାକୁ ପାଉଥିବେ । ତା ମଧ୍ୟରୁ କିଛି ଏମିତି ଭିଡ଼ିଓ ରହିଥାଏ ଯାହାକୁ ଦେଖି ଆମେ ମାନେ ବହୁତ ଖୁସୀ ହୋଇଥାଉ । ଏବଂ ତାହାକୁ ବହୁତ ସେୟାର କରିବାରେ ଲାଗନ୍ତି । ସମସ୍ତେ ଏହାକୁ ଦେଖି ମଧ୍ୟ ଖୁସୀ ହୁଅନ୍ତି । ଏହା ବହୁତ ଭଲ ଲାଗେ ଯାହାକୁ ଆମେ ମାନେ ଦେଖି ସୁଣି ଓ ଅନୁଭବ କରି ଆମେ ମାନେ ବହୁତ ଖୁସୀ ହୋଇଥାନ୍ତି । ତେବେ ବର୍ତମାନ ସମୟ ରେ ଏମିତି ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହା ଖୁସୀ କରେଇବା ପରି ଅଟେ ।
ଏହି ଭାଇରଲ ଭିଡ଼ିଓ ରେ ଦେଖିବାକୁ ମିଳିଛି ଯାହା ଆମେ କହିବାକୁ ଯାଉଛୁ । ଆପଣ ମାନେ ଛୋଟ ପିଲା ମାନଙ୍କ ଅନେକ ଭିଡ଼ିଓ ଦେଖିଥିବେ । ସେମାନଙ୍କ ଅନେକ କାର୍ଯ୍ୟ କଳାପ କୁ ଆପଣ ମାନେ ସୋସିଆଲ ମିଡିଆ ରେ ଦେଖିବାକୁ ପାଉଥିବେ । ଆଉ ସେହି ସବୁକୁ ଦେଖି ବହୁତ ଖୁସୀ ହେଉଥିବେ । କାରଣ ଛୋଟ ପିଲା ମାନଙ୍କ ଭିଡ଼ିଓ ଦେଖିବାକୁ ବହୁତ ଖୁସା ଲାଗେ । ଏବଂ ସେଥିରେ ଏକ ଭିନ୍ନ ଧରଣ ର ଆନନ୍ଦ ଭରିରୁହେ ।
ସେମାନଙ୍କ ଯେକୈଣସି ଭିଡ଼ିଓ ହେଉ ସେହିଥିରେ ଏକ ଭିନ୍ନ କୈତୁହଳ ଦେଖିବାକୁ ମିଳେ ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ସୁଣି ଖୁସୀ ହୁଅନ୍ତି । ଅନେକ ସମୟ ରେ ସେମାନଙ୍କ କଥା ଆମକୁ ତାଜୁବ ମଧ୍ୟ କରିଥାଏ । କାରଣ ପିଲା ମାନଙ୍କ କଥା ବହୁତ କୈତୁହଳ ପୂର୍ଣ୍ଣ ହୋଇଥାଏ । କୁନି ପିଲା ମାନଙ୍କ ପ୍ରତିଟି କାର୍ଯ୍ୟକଳାପ ବହୁତ ମନଛୁଆଁ ହୋଇଥାଏ, ଯାହାକୁ କିଛି ସମୟ ଧରି ଦେଖିବାକୁ ଇଚ୍ଛା ହୁଏ।
ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି। ସେମାନଙ୍କ ବଦମାସୀ ହେଉ କି କିଛି କାର୍ଯ୍ୟ ହେଉ ତାହା ବେଶ୍ ସୁନ୍ଦର ଲାଗିଥାଏ। ସେମାନେ କେଉଁ ଭିତ୍ତିରେ ମନକୁ କେଉଁ କଥା ଆଣନ୍ତି ତାହା କେହି ବୁଝି ପାରନ୍ତି ନାହିଁ। ସେହିପରି ଏକ କୁନି ବାଳକ ଏବଂ କୁନି ଝିଅର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁ ଭିଡ଼ିଓ ରେ ଏହି ଦୁଇଟି କୁନି ପିଲା ପରସ୍ପର ସହିତ ଲାଗୁଛନ୍ତି ।
ସେମାନେ କ୍ୟୁଟ ବଦମାସୀ କରୁଥିବାର ଦେଖିବାକୁ ମିଳୁଛି । କୁନି ଝିଅଟି ପୁଅଟିକୁ ଧରିଥିବା ଶିଶୁ କୁ ନେଇ ମୁଣ୍ଡରେ ବଜେଇ ଦେଉଛି ପୁଅଟି କାନ୍ଦୁଛି ପୁଣି ଚୁପ୍ ହୋଇଜାଉଛି । ପୁଣି ଝିଅଟି ପୁଅ ସହିତ ଲାଗୁଛି ଦୁଇ ଜଣ ବେଡ ଉପରେ ବସି ପରସ୍ପର ସହିତ ଯେମିତି ଲାଗୁଛନ୍ତି ତେହା ଦେଖିଲେ ଆପଣ ମାନେ ଦେଖିଲେ ବହୁତ ଖୁସୀ ଲାଗିବ । ଯାହା ଜଣା ପଡୁଛି ସେମାନଙ୍କ ପାଖରେ କେହି ଜଣେ ରହି ଏହି ଦୃଶ୍ୟ କୁ ରେକର୍ଡ କରୁଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।