ଫିଲ୍ମ ପାଇବା ପାଇଁ ଏହି 3 ଜଣ ହିରୋଇନଙ୍କୁ କରିବାକୁ ପଡିଥିଲା ଏମିତିକା ଖରାପ କାମ ।

heroines

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ସମୟ ରେ ବଲିଉଡ ର ଅଭିନେତ୍ରୀ ମାନେ ନିଜର ପରିଚୟ କୁ ସୃଷ୍ଟି କରିବା ପାଇଁ ଏବଂ ଫେମସ୍ ହେବା ପାଇଁ ସେମାନେ ବହୁତ କିଛି କାର୍ଯ୍ୟ କୁ ସହ୍ୟ କରିବା ପାଇଁ ପଡି ଥାଏ । ସେମିତି ରେ ଏହି ମଧ୍ୟ ରୁ କାଷ୍ଟିଂ କାଉଚ୍ ର ସମସ୍ୟା ବି ବହୁତ ବ଼ଡ ସମସ୍ୟା ଅଟେ , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ଅଭିନେତ୍ରୀ ଙ୍କ ବିଷୟ ରେ ଆପଣ ମାନଙ୍କୁ ଜଣେଇବା ପାଇଁ ଚେଷ୍ଟା କରିବୁ ।

priyanka

ତେବେ ବନ୍ଧୁଗଣ ଏହି ଲିଷ୍ଟ ରେ ପ୍ରଥମେ ନମ୍ବର ରେ ରହିଛନ୍ତି ପ୍ରିୟଙ୍କା ଚୋପ୍ରା ସେମିତି ରେ ମିସ୍ ୱାର୍ଡ ହେବା ପରେ ପରେ ତାଙ୍କ ପାଖକୁ ବହୁତ ଫିଲ୍ମ ର ଅପର ଆସି ଥିଲା ହେଲେ ସମସ୍ତେ ତାଙ୍କୁ କମ୍ପ୍ରୋମାଇଜ୍ କରିବା ପାଇଁ କହି ଥିଲେ , ଗୋଟିଏ ଇଣ୍ଟର୍ଭ୍ୟୁ ରେ ସେ କହି ଥିଲେ ବଲିଉଡ ହେଉ ବା ହଲିଉଡ କୋମ୍ପ୍ରମାଇଜ୍ ସବୁ ସ୍ଥାନ ରେ କରିବା ପାଇଁ ପଡେ ।

ସେହି ପରି ଦୁଇ ରେ ପେଡମ୍ୟନ୍ ଭଳି ଫିଲ୍ମ ରେ କାମ କରି ଥିବା ରାଧିକା ଏକ୍ଟିଭ୍ ବି କାଷ୍ଟିଙ୍ଗ୍ କାଉଚ୍ ର ସାମ୍ନା କରି ସାରିଛନ୍ତି । ସେମିତି ରେ ଏହା ପୂର୍ବ ରୁ ସେ ତେଲୁଗୁ ମାଲାଲ୍ୟମ୍ ଏବଂ , ବଙ୍ଗାଳା ଫିଲ୍ମ ରେ କାମ କରୁ ଥିଲେ ହେଲେ ସେ ଯେତେ ବେଳେ ହିନ୍ଦି ଫିଲ୍ମ କୁ ଆସିଲେ ତେବେ ତାଙ୍କୁ ଫିଲ୍ମ ସହିତ ଏମିତି କିଛି ସର୍ତ ମିଳି ଥିଲା ଜାହା ଯେଉଁଥିରେ ଡାଇରେକ୍ଚର ଙ୍କ ସହିତ କମ୍ପ୍ରମାଇଜ୍ କରିବା ପାଇଁ ପଡି ଥିଲା ।

Tisca Chopra

ସେହି ପରି ତିନି ନମ୍ବର ରେ ଅଭିନେତ୍ରୀ ଟିସ୍କା ଚୋପ୍ରା ଙ୍କ ଭିଷୟ ରେ ତେବେ ଫିଲ୍ମ ତାରା ଜନ୍ ରୁ ନିଜର ପରିଚୟ ସୃଷ୍ଟି କରି ଥିବା ଏହି ଅଭିନେତ୍ରୀ ଇଣ୍ଡଷ୍ଟ୍ରୀ କୁ ଆସିବା ପରେ କାମ ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବା ପାଇଁ ପଡି ଥିଲା । ସେମିତି ରେ ତାଙ୍କୁ ଗୋଟିଏ ଗୋଟିଏ ଫିଲ୍ମ ପାଇଁ ଏତେ ପରିମାଣ ରେ ପରିଶ୍ରମ କରିବା ପାଇଁ ପଡି ଥିଲା କି ସେ ବହୁତ ସମୟ ରେ କାଷ୍ଟିଂ କାୁଚ୍ ର ଶୀକାର ହେବାକୁ ପଡୁ ଥିଲା, ତେବେ ଆପଣ ମାନଙ୍କୁ ଏମିତି ଲଖବ ପାଇବାର ଥିଲେ ଆମକୁ ଫୋଲ୍ଲ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *