ଆସିଲା ଭୟଙ୍କର ଖବର; ଏପ୍ରିଲରୁ ହେବ ବିଶାଳ Lockdown, ସରକାର କରିଲେ ବଡ ଘୋଷଣା, ଜାଣନ୍ତୁ କଣ ଖୋଲା କଣ ବନ୍ଦ ରହିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣଏବେ ଏବେ ଆସିଲା ବଡ ଭୟଙ୍କର ଖବର । ଚିନ୍ତା ବଢେଇଲା ମହାମାରୀ କୋରନା ର ନୂଆ ଭେରିଆଣ୍ଟ ଚେତାବନି ଦେଲା ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରାଜ୍ୟ କୁ ଏପ୍ରିଲ ରୁ ଫେରିବ ଭୟଙ୍କର ଲକଡାଉନ । ଯାହା ଏବେ ଏବେ ଏକ ବଡ ସୂଚନା ରହିଛି । ତେବେ ଆସନ୍ତୁ ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ଖବର ଜାଣିନେବା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରେ ଲକଡାଉନ କୁ ନେଇ କଣ ରହିଛି ବଡ ଖବର ଜାଣିନେବା । ଏପ୍ରିଲ ରୁ ଲକଜାଉନ ଲାଗୁ ହେଲେ କଣ ସବୁ ଖୋଲା ରହିବ ଏବଂ କଣ ସବୁ ବନ୍ଦ ରହିବ ।

ବନ୍ଧୁଗଣ 2 ବର୍ଷ ରୁ ଅଧିକ ସମୟ ଧରି ବିଶ୍ୱ ରେ କୋରନା ଆତଙ୍କ ଏବେ ମଧ୍ୟ ଜାରି ରହିଛି । ଅନେକ ସ୍ଥାନ ରେ କୋରନା ର ଚତୁର୍ଥ ଲହର ତାଣ୍ଡବ ରଚିବା ଆରମ୍ଭ କରିଦେଲାଣି । ଏହା ମଧ୍ୟ ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନୂଆ ଭେରିଆଣ୍ଟ କୁ ନେଇ ଚେତାବନି ଦେଇଛି । ତେବେ ଏବେ ଡେଲ୍ଟା ଏବଂ ଓମିକ୍ରନ ମିଶି ଡେଲ୍ଟାକ୍ରାନ ଭେରିଆଣ୍ଟ ଭେରିଆଣ୍ଟ ତିଆରି ହେଉଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫ ରୁ କୁହାଜାଇଛି ।

Omicron

ଏହା ସହିତ WHO ରିପୋର୍ଟ ରେ କୁହାଜାଇଛି ଯେ ଫ୍ରାନ୍ସ ନେଦରଲ୍ୟାଣ୍ଡ । ଏବଂ ଡେନମାର୍କ ରେ ଏହି ଡେଲ୍ଟାକ୍ରାନ ଭେରିଆଣ୍ଟ ନୂଆ ମାମଲା ସାମ୍ନା କୁ ଆସିଛି । ଏହା କୋରନା ର ଏକ ଘାତକ ଭ୍ୟାରିଆଣ୍ଟ ଅଟେ । ଏହିଥିରେ ଲୋକ ଗୁରୁତ୍ୱର ସମସ୍ୟା ର ସାମ୍ନା କରୁଛନ୍ତି । ଏହାର ସଂଙ୍କ୍ରମଣ ବେଗ କମ୍ ହେଲେ ବି ଖାମଖିଆଲି ହେଲେ ପରବର୍ତି ସମୟ ରେ ଏହା ଭୟଙ୍କର ତାଣ୍ଡବ ରଚିବ ।

ଏହା ସହିତ କାର୍ଲିଫର୍ଣ୍ଣିଆ ଲ୍ୟାବ ଫେଲିକ୍ସ୍ ଆମେରିକାର ଗବେଷଣା କହିଛନ୍ତି ଯେ ସେ 30 ହଜାର ରୁ ଅଧିକ ପଜେଟିଭ ରିପୋର୍ଟ ପରିକ୍ଷଣ କରିଥିଲେ । ଏଠାରେ ଅଧିକାଶଂ ଙ୍କ ଠାରେ କୋରନା ର ନୂଆ ଭେରିଆଣ୍ଟ ଠାବ ହୋଇଥିଲା । ଯାହା ଡେଲ୍ଟା ଏବଂ ଓମିକ୍ରନ ରୁ ସୃଷ୍ଟି ହୋଇଛି ବୋଲି ଜଣା ପଡିଛି । ବ଼ଡ ବଡ ବୈଜ୍ଞ୍ୟାନିକ ମାନେ କହିଛନ୍ତି ଯେ ଏହାର ପ୍ରସାର କୁ ରୋକିବାକୁ ହେବ । ସମସ୍ତ କଟକଣା ମାନିବାକୁ ହେବ ବୋଲି ସେ କହିଛନ୍ତି ।

corona

ଯଦି ଲୋକ ମାନେ କୈଣସି ନିୟମ ନମାନନ୍ତି ତାହାଲେ ବାଧ୍ୟ ହୋଇ ପ୍ରତ୍ୟୋକ ରାଜ୍ୟ ସରକାର ଲକଜାଉନ ପରି କୋଠର ନିସ୍ପତି ନେବେ ବୋଲି କୁହାଜାଇଛି । ସୂଚନା ଯୋଗ୍ୟ ଯେ କେତେକ ରାଜ୍ୟ ରେ କୋରନା ର ନୂଆ ଭେରିଆଣ୍ଟ ଦେଖିବା ପାଇଁ ମିଳୁଛି । ତେବେ ସେହି ସବୁ ରାଜ୍ୟ ରେ ଏହି ଏପ୍ରିଲ ମାସରେ ହୋଇପାରେ ଲକଡାଉନ । ଯାହା ବର୍ତମାନ ସମୟ ରେ ବଡ ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *